ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!
ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ ଦିନ ପାଇଁ ପାରୋଲ ମିଳିଥିବା ଜଣାପଡିଛି । ହରିୟାଣା ସରକାର ଗୋଟିଏ ଦିନ ପାଇଁ…
ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ
ଦିଗପହଣ୍ଡି, ୭।୧୧ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହା ସହ ଦିଗପହଣ୍ଡି ଏନ୍ଏସିର ମୁଖ୍ୟ ରାଜପଥ ଅଲୋକୀକରଣ ପାଇଁ…
ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍: ଗମ୍ଭୀର
ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ ବିରାଟ କୋହଲିଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି।…
ସବୁ ନିର୍ମାତା, ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଏହି ଅଭିନେତ୍ରୀ: ଫିଲ୍ମରେ ତାଙ୍କ ପାଇଁ ଲେଖାଯାଉଛି ସ୍ବତନ୍ତ୍ର ସଂଳାପ
ଫିଲ୍ମ ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଗୋଟିଏ ଫିଲ୍ମ ତାଙ୍କ କ୍ୟାରିୟରକୁ ସବୁଠାରୁ ଉପରେ ପହଞ୍ଚାଇ ପାରିଛି। ଏହା ପରଠାରୁ ସେ ଦକ୍ଷିଣ…
ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ
ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ସେ ଏହା ଦାଖଲ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ,…
ଗଛ ଡାଳରେ ବସି ପ୍ରେମାଳାପ କରୁଛନ୍ତି ଦୁଇ କୋଆଲା: ଚୁମ୍ବନ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଟ୍ୟୁସନଠାରୁ ଆରମ୍ଭ କରି ଯୋଗ ଶିକ୍ଷା ପର୍ଯ୍ୟନ୍ତ, ଅଭିନୟ ପୂର୍ବରୁ ଏହିସବୁ କାମ କରୁଥିଲେ ‘ବାହୁବଳୀ’ର ଦେବସେନା
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶେଟ୍ଟୀ । ଖୁବ୍ କମ୍ ସମୟ ମଧ୍ୟରେ ଅନୁଷ୍କା ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।…
ଏଠାରେ ହୁଏ ହୀରା ବର୍ଷା !
ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍ଚୁନ୍ ଗ୍ରହରେ ଏଭଳି ଘଟଣା ଘଟିଥାଏ। ସୌରମଣ୍ଡଳର ୪ଟି ଗ୍ରହରେ ଗ୍ୟାସ୍ ଭରି ରହିଥିବା ମହାକାଶ ବିଜ୍ଞାନୀମାନେ କହିଥାନ୍ତି। ସେଥିମଧ୍ୟରେ ଶନି,…
ଜାତୀୟସ୍ତରରେ ୧ ନମ୍ବର ର଼୍ୟାଙ୍କରେ ଓଡ଼ିଆ ଡାକ୍ତର
ଭୁବନେଶ୍ୱର,୭।୧୧(ବ୍ୟୁରୋ): ଓୟୁଏଟି ସ୍ଥିତ ଭେଟେରିନାରି କଲେଜର ସର୍ଜରି ବିଭାଗର ସହକାରୀ ପ୍ରଧ୍ୟାପକ ଡାକ୍ତର ବିଶ୍ୱଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ…
ରେଡ୍ ଜୋନ୍ରେ ଦିଲ୍ଲୀ ଏନ୍ସିଆର୍
ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍ସିଆର୍ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦…
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ
ବାଲେଶର ଅଫିସ, ୭।୧୧: ରାଜ୍ୟରେ ନିଶା ବେପାର ଥମିବାର ନାଁ ନେଉନି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଶା ସାମଗ୍ରୀ ସହ ଅଭିଯୁକ୍ତ ମଧ୍ୟ ଗିରଫ ହେଉଛନ୍ତି। ବିଶେଷ କରି ବାଲେଶ୍ୱରରେ ବ୍ରାଉନସୁଗାର କାରବାର ବଢ଼ି ବଢ଼ି ଚାଲିଛି। ଏହାରି…
ରାଜ୍ୟରେ ପୁଣି ୧୭ଜଣଙ୍କ ଜୀବନ ନେଲା କରୋନା: ୧୪ଶହ ଟପିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଶନିବାରୁ ପୁଣି କରୋନାଜନିତ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି। ଶୁକ୍ରବାର କରୋନାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ…
Archives


