ବିବାହ ନେଇ ଏଭଳି ଉତ୍ତର ଦେଲେ ଜାହ୍ନବୀ…

ମୁମ୍ବାଇ,୬।୩: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୭ ମାର୍ଚ୍ଚ ୬ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚାହ୍ନବୀ ନିଜ ବିବାହ ନେଇ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ବିବାହରେ ମୁଁ ବିଭିନ୍ନ ଅଳଙ୍କାର ସହିତ କାଞ୍ଜିବରମ୍‌ ଶାଢ଼ି ପିନ୍ଧିବି। ମୁଣ୍ଡରେ ମଲୀଫୁଲ ଗଜରା ପିନ୍ଧିବି। ସେହିପରି ମୋ ବର ଲୁଙ୍ଗି ପିନ୍ଧିବେ। ଆମେ ଦୁହେଁ କଦଳୀ ପତ୍ରରେ ଭୋଜନ କରିବୁ। ବିବାହ ତିରୁପତିରେ କରିବାକୁ ସେ ଉତ୍ତର ଦେଇଛନ୍ତି। ଜାହ୍ନବୀଙ୍କ ଏଭଳି ଉତ୍ତର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲି ଫଜଲ କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ କହିବାକୁ କହିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କୁ ସେ ଏହା କହିବାକୁ କହିଛନ୍ତି। ତାଙ୍କ...

ନୂଆ ଲୁକ୍‌ରେ ନଜର ଆସିଲେ ଶାହିଦ୍‌ କପୁର

କରୋନା ଲକ୍‌ଡାଉନ ସକାଶେ ବନ୍ଦ ରହିଥିଲା ଶାହିଦ୍‌ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇସାରିଛି। ଏ ନେଇ...

ଜନ୍ମଦିନରେ ୧୦ କେଜି ପିଆଜ କାଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି।...

ଅମିଭାଭଙ୍କ ପାଇଁ ୧୫ ବର୍ଷ ହେଲା ବ୍ରତ ରଖୁଛନ୍ତି ବରେଲିର ଅମିତାଭ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ପଜିଟିଭ ଜଣାପଡ଼ିବା ପରଠାରୁ ପ୍ରଶଂସକମାନେ ପ୍ରାର୍ଥନାକରି ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ଏହି ସମୟରେ ବିଗ୍‌ବିଙ୍କୁ ନେଇ ଅନେକ...

ଦୀପିକା-ଅମୃତାଙ୍କ ଭିତରେ ରହିଛି ଏମିତି କନେକ୍ସନ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଏକ ମ୍ୟାରେଜ ପାର୍ଟିକୁ ଯାଇଥିବାବେଳେ ଏହି ସମୟର କିଛି ସ୍ପେଶାଲ ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି।...

ପରପାରିରେ ଅଭିନେତ୍ରୀ ଗୌହରଙ୍କ ପିତା

ବମ୍ବେ: ପ୍ରତି ସନ୍ତାନ ଜୀବନରେ ମାତାପିତାଙ୍କ ସ୍ଥାନ ସ୍ବତନ୍ତ୍ର। ଏଣୁ କେହି ଜଣେ ହାତ ଛାଡ଼ି ଦେଲେ ଶୂନ୍ୟସ୍ଥାନ ସୃଷ୍ଟି ହେବା ନିଶ୍ଚିତ। ସେଭଳି କିଛି...

ସ୍ବାମୀ ଗିରଫ ହେବା ପରେ ବଢିଲା ଶିଳ୍ପା ସେଟ୍ଟୀଙ୍କ ଅଡୁଆ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ...

ବଲିଉଡ୍‌ ରାମ୍ବୋଙ୍କ ବିବାହ ନେଇ ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ରାମ୍ବୋ ଭାବେ ପରିଚିତ ହାସଲ କରିଥିବା ଅଭିନେତା ଟାଇଗର ଶ୍ରଫଙ୍କୁ ମଙ୍ଗଳବାର ୩୧ ବର୍ଷ ପୂରଣ ହୋଇଛି। ୧୯୯୦ ମାର୍ଚ୍ଚ ୨ରେ ସେ...

Advertisement


Archives

Model This Week