କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍; କୁହନ୍ତି ଏପରି..
ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି…
ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ଼: ଭିଡ଼ିଓ ଭାଇରାଲ
ରାୟପୁର,୧୫।୧୧: ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡ଼ା ମାଡ଼ ହେଉଥିବାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି ଭିଡ଼ିଓରେ ବଘେଲାଙ୍କ ହାତକୁ ଜଣେ ବ୍ୟକ୍ତି କୋରଡ଼ାରେ ପିଟୁଥିବାର ଦେଖିବାକୁ ମିଳୁଛି। ବଘେଲା ଗୋବର୍ଦ୍ଧନ…
ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି
ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍ ଫିଜିକ୍ସ୍ ବିଭାଗ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରହ୍ମାଣ୍ଡର ବିଭିନ୍ନ ଗ୍ୟାସ୍ର ତାପମାତ୍ରା ଲଗାତାର ବଢିବାରେ…
ଏହି ଦେଶର କଠୋର ନିୟମ : ଓଜନ କମ୍ ବେଶି ହେଲେ କରିବାକୁ ପଡ଼ିବ ନୂଆ ପାସପୋର୍ଟ
ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ। ଯଦି ଏହି ପାସପୋର୍ଟ ବିନା ଅନ୍ୟ ଦେଶରେ ପ୍ରବେଶ କରି ଧରାପଡ଼ନ୍ତି, ତେବେ ସେଠାକାର…
ଧର୍ମଶାଳା ରାସ୍ତାରେ ବୁଲୁଥିବା ନଜର ଆସିଲେ କରୀନା କପୁର
ମୁମ୍ବାଇ: କରୀନା କପୁର ଏବଂ ମଲାଇକା ଆରୋରାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଏବେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ କରୀନା ଏବଂ ମଲାଇକା ଧର୍ମଶାଳା ରାସ୍ତା ଉପରେ ବୁଲୁଥିବା ନଜର ଆସିଛନ୍ତି। ଚଳିତବର୍ଷ କରୀନାଙ୍କ ପାଇଁ ବହୁ…
ସିମେଣ୍ଟ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୫୦ ହଜାର
ଦିଗପହଣ୍ଡି,୧୫।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଁୟା ଛକ ମୁଖ୍ୟରାସ୍ତାରେ ଥିବା ଅର୍ଣ୍ଣପୂର୍ଣା ସିମେଣ୍ଟ ଲୁହାଛଡ଼ ଦୋକାନରୁ ଚୋରି ହୋଇଥିବା ରବିବାର ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୋକାନ ପଛ କବାଟ ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ କ୍ୟାସ…
ଦୀପାବଳିରେ ଲିଭିଗଲା ୩ ଜୀବନ ଦୀପ
ବରଗଡ଼ ଅଫିସ,୧୫ା୧୧: ଶନିବାର ଥିଲା ଆଲୋକର ପର୍ବ ଦୀପାବଳି। ସାରାରାତି ଆଲୁଅରେ ଝଲସି ଉଠୁଥିଲା। ଲୋକେ ହସଖୁସିରେ ଦୀପାବଳି ପାଳନ କରୁଥିଲେ। ମାତ୍ର ବିଳମ୍ବିତ ରାତିରେ ବରଗଡ଼-ବଲାଙ୍ଗୀର ୨୦୧ ନମ୍ବର ଜାତୀୟ ରାଜପଥର ସରସରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ…
ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍ ରହୁଥିବା ହୋଟେଲ୍ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ..
ନୂଆଦିଲ୍ଲୀ, ୧୫।୧୧: ଆଇପିଏଲ୍ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଟିମ୍ ସିଡନୀ ଗସ୍ତ କରିଥିଲା। ଶନିବାର ଦଳ ପ୍ରଥମ ଆଉଟ୍ଡୋର ସେଶନ ଆରମ୍ଭ କରିଛି। ହେଲେ ଏହି ସମୟରେ ଉକ୍ତ ଅଞ୍ଚଳରେ ଏକ…
ରାଜଧାନୀରୁ ବସ୍ ଚୋରି, ବ୍ରହ୍ମପୁରରୁ ଜବତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଏକ ବସ୍କୁ କେହି ଚୋରି କରି ନେଇଥିବା ବେଳେ ଏହା ବ୍ରହ୍ମପୁରୁର ଜବତ ହୋଇଥିବା ସୂଚନା ମିଳିଛି। ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ବସ ମାଲିକ …
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ବିବାହ: ଏହି କପଲ ଖର୍ଚ୍ଚ କରିଥିଲେ ୫୦୦ କୋଟି
ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି…
ନୀତିଶ ହେଲେ ଜେଡ଼ିୟୁ ନବ ନିର୍ବାଚିତ ବିଧାୟକ ଦଳ ନେତା
ପାଟନା,୧୫।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜେଡ଼ିୟୁ ନବ ନିର୍ବାଚତ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ନୀତିଶଙ୍କ ବାସ ଭବନରେ ରବିବାର ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବ ସମ୍ମତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ…
ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ୍ ପାଳିଲେ ଦୀପାବଳି, ସମଗ୍ର ବିଶ୍ୱବାସୀଙ୍କୁ ଦେଲେ ଏହି ବାର୍ତ୍ତା
ଓ୍ବାଶିଂଟନ,୧୫ା୧୧: କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିୟା ହ୍ବାଇଟ୍ହାଉସ୍ରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଶନିବାର ଦୀପାବଳି ଅବସରରେ ଟ୍ରମ୍ପ ଦମ୍ପତି ଦୀପ…
Archives


