କରୋନାରେ ପ୍ରସିଦ୍ଧ କାର ରେସର ଜିମ ପେସ୍ଙ୍କ ପରଲୋକ
ନ୍ୟୁୟର୍କ, ୧୫।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପ୍ରସିଦ୍ଧ କାର ରେସର ଜିମ ପେସ୍। ୫୯ ବର୍ଷ ବୟରେ ପେସ ଗତ ୧୩ ତାରିଖରେ ମେମ୍ଫିସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ୧୯୬୧ରେ…
ମହାନଦୀରୁ ଉଦ୍ଧାର ହେଲେ ଏହି ଓଲିଉଡ ଅଭିନେତାଙ୍କ ସ୍ତ୍ରୀ
କଟକ ଅଫିସ,୧୫।୧୧-କଟକ ମଧୁସୂଦନ ସେତୁ ନିକଟ ମହାନଦୀରୁ ଓଲିଉଡ୍ର ଅଭିନେତା ଅମ୍ଳାନ ଦାସଙ୍କ ସ୍ତ୍ରୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି। ପରେ ମେଡିକାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସିଡିଏ ଫେଜ୍-୨ ଥାନାକୁ ଆଣି ପଚରାଉଚରା କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା…
ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସର ଏହି ବରିଷ୍ଠ ନେତା
ନୂଆଦିଲ୍ଲୀ,୧୫।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ ତାଙ୍କ ପୁଅ ଫୈଶାଲ ପଟେଲ ରବିବାର ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ…
ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା
ମଣିପୁର,୧୫।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏନ. ବିରେନ ସିଂ। ଏ ନେଇ ରବିବାର ବିରେନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। କରୋନାର ଲକ୍ଷଣ ଦେଖାଯିବା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ। ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ…
ବ୍ୟାଙ୍କରୁ ଅଧିକ ଲାଭଦାୟକ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା, ଜାଣନ୍ତୁ କିପରି…
ପୋଷ୍ଟ ଅଫିସରେ ଟଙ୍କା ରଖିବାର ଅନେକ ଲାଭ ରହିଛି। ଯଦି ଜଣେ ରୋଜଗାର କରୁଥିବା ଟଙ୍କାର ଭଲ ନିବେଶ କରିବାକୁ ଚାହାନ୍ତି ତେବେ ପୋଷ୍ଟ ଅଫିସ ବ୍ୟାଙ୍କ କଥା ଭାବି ପାରିବେ। କାରଣ ପୋଷ୍ଟ ଅଫିସ ଆକାଉଣ୍ଟ ବ୍ୟାଙ୍କଠାରୁ ଅଧିକ ଲାଭଦାୟକ…
ମାଲିକଙ୍କ ଉପରେ ଆକ୍ରମଣ ଦେଖି ବଞ୍ଚାଇବାକୁ ଧାଇଁ ଆସୁଛି ଗାଇ, ଭିଡିଓ ଦେଖିଲେ ହେବେ…
ପୋଷା ଜୀବଜନ୍ତୁଙ୍କ ମଧ୍ୟରେ କୁକୁରକୁ ସବୁଠାରୁ ବିଶ୍ୱାସୀ ବୋଲି କୁହାଯାଏ। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗାଇ ଏବଂ ଚରାଳିଙ୍କ ମଧ୍ୟରେ ଥିବା ଭଲପାଇବା ଦେଖିବାକୁ ମିଳୁଛି। ବ୍ୟକ୍ତିଜଣଙ୍କୁ କେହି ଆକ୍ରମଣ କରିବାକୁ…
ପୂର୍ବତନ ଡିଜିପି ଏସ୍.କେ ଚାଟାର୍ଜୀଙ୍କ ପରଲୋକ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଓଡ଼ିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କର ଶନିବାର ରାତିରେ ନୂଆଦିଲ୍ଲୀ ଠାରେ ଦେହାନ୍ତ ହୋଇଛି। ଏନେଇ ଓଡ଼ିଶା ଡିଜିପି ଅଭୟ ରବିବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ୧୯୬୬ ବ୍ୟାଚର ଏହି ଆଇପିଏସ ଅଧିକାରୀ ୨୦୦୧ ଏପ୍ରିଲ ୩୦…
ଲୋକଙ୍କ ସାମ୍ନାକୁ ବେଶି ଆସନ୍ତି ନାହିଁ ଅମିତ ଶାହାଙ୍କ ସ୍ତ୍ରୀ: ଦୀପାବଳିରେ ଜଳାଇଲେ ଯବାନଙ୍କ ପାଇଁ ଦୀପ; ବିବାହ ବେଳେ ଦିଶୁଥିଲେ…
ନୂଆଦିଲ୍ଲୀ,୧୫।୧୧: ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହାଙ୍କ ସ୍ତ୍ରୀ ହେଲେ ସୋନଲ ଶାହ। ସାର୍ବଜନିକ ଭାବେ ଲୋକଲୋଚନକୁ ଆସିବାକୁ ସେ ଚାହୁଁ ନ ଥିଲେ ହେଁ ଦୀପାବଳି ଉପଲକ୍ଷେ ସ୍ବାମୀଙ୍କ ସହ ଦେଶର ଯବାନମାନଙ୍କ ପାଇଁ ଦୀପ ଜଳାଇଛନ୍ତି।…
ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ
ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ ମହିଳା, ଖାଦ୍ୟ ଏବଂ ଅର୍ଥ ବିଷୟରେ କହିଛନ୍ତି ଯେ, ଏହି ବିଷୟଗୁଡ଼ିକରେ…
୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ
ବମ୍ବେ: ନିକଟରେ ଆମିର ଖାନ୍ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା ବକ୍ସ ଅଫିସରେ ହିଟ୍ ହେବା ସହ ଏକାଧିକ ରେକର୍ଡ କରିଥିଲା। ବିଶେଷକରି…
ଭୁବନେଶ୍ୱରରୁ ଆଜି ପୁଣି ୫୭ ପଜିିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୧ ଜଣ ରହିଥିବା ବେଳେ ଲୋକାଲ କେସ୍ ୪୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଥାନାରେ ଅଟକ
ନିଶ୍ଚିନ୍ତକୋଇଲି,୧୫।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିିକରି ପୋଲିସ କେସ୍ ନଂ.୧୬୦/୨୦ରେ ମାମଲା ରୁଜୁ କରି ଯୁବକଙ୍କୁ ଅଟକ…
Archives


