କରୋନା ଛଡାଇ ନେଇଛି କଳାକାରଙ୍କ ଜୀବିକା, ସହାୟତା ଦାବି କଲା ଧନୁଯାତ୍ରା କଳାକାର ସଂଘ
ବରଗଡ ଅଫିସ,୧୭।୧୧: କରୋନା କଟକଣା ଯୋଗୁ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଦୀର୍ଘ ୮ମାସ ହେଲା ପରିବାର ପୋଷଣ ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡିଛି। ଫଳରେ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କୁ ସହାୟତା ପ୍ରଦାନ କରିବାକୁ ପଶ୍ଚିମ…
ପ୍ରେମରେ ପଡିଛନ୍ତି ସୁନ୍ଦରୀ ରାଜକୁମାରୀ, ବିବାହ ପାଇଁ କରୁଛନ୍ତି ଭୟ
ଟୋକିଓ,୧୭।୧୧: ଜାପାନର ସୁନ୍ଦରୀ ରାଜକୁମାରୀ ମାକୋ ପ୍ରେମରେ ପଡିଛନ୍ତି। ଦେଶର ସାଧାରଣ ନାଗରିକ କେ କୋମୁରୋଙ୍କୁ ପ୍ରେମ କରି ବସିଛନ୍ତି ସେ। ଜାପାନର ସମୁଦ୍ର କୂଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କାର୍ଯ୍ୟ କରୁଛନ୍ତି କୋମୁରୋ।ଜାପାନର ସମ୍ରାଟ ଆକିହିତୋଙ୍କ ନାତୁଣୀ ଏବଂ ବର୍ତ୍ତମାନର…
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କୁ ହତ୍ୟା ଧମକ
ଢାକା,୧୭।୧୧:ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଶାକିବ କାଳୀ ପୂଜାରେ ସାମିଲ ହେବା ପାଇଁ କୋଲକାତା ଆସିଥିଲେ ଏବଂ ଏହି କାରଣରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା…
ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ଦାବି: ଅନଶନକୁ ଓହ୍ଲାଇଲା କୋଶଳ ସେନା
ବରଗ ଅଫିସ,୧୭।୧୧: ବରଗଡ଼ ଜିଲାରେ କ୍ୟାନ୍ସର ହସ୍ପିଟାଲ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାର କୋଶଳ ସେନା ବିକ୍ଷୋଭ ଶୋଭାଯାତ୍ରା ସହିତ ଅନଶନକୁ ଓହ୍ଲାଇଛି। ଏକ ବିକ୍ଷୋଭ ଶୋଭାଯାତ୍ରାରେ କୋଶଳ ସେନାର କର୍ମୀମାନେ ଜିଲାପାଳଙ୍କ ଅଫିସକୁ ଯାଇଥିଲେ। ସେଠାରୁ…
ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ: ୮ ଗିରଫ
ଗଞ୍ଜାମ, ୧୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାଳିବନ୍ଧସ୍ଥିତ ଋଷୁକୁଲ୍ୟା ମୁହାଣ ଠାରୁ ୮ କିଲୋମିଟର ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ସୋମବାର ବିଳମ୍ବିତ ରାତିରେ ଜବତ କରାଯାଇଛି। ସେହି ଟ୍ରଲରରେ ଥିବା ୮ ଯୁବକଙ୍କୁ ଗିରଫ କରାଯାଇଛି।…
ଗର୍ଜିଲେ ଶାହା: ଟାର୍ଗେଟରେ ସୋନିଆ-ରାହୁଲ
ନୂଆଦିଲ୍ଲୀ,୧୭ ।୧୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁପକାର ଗୋଷ୍ଠୀ ସହ ଜଡିତ ଦଳ ଗୁଡିକ ଉପରେ ଖୁବ୍ ବର୍ଷିଛନ୍ତି । ମଙ୍ଗଳବାର ଶାହା କହିଛନ୍ତି ଗୁପକାର ଗ୍ୟାଙ୍ଗର ଗୋଷ୍ଠୀ ଏବେ ବିଶ୍ୱବ୍ୟାପୀ ହୋଇଯାଇଛି । ଏହି ଗ୍ୟାଙ୍ଗ ଉପରେ ତ୍ରିରଙ୍ଗାକୁ ଅପମାନ…
ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ: ଲେଖାଶ୍ରୀଙ୍କ ବିରୋଧରେ ଏତଲା ଦେଲା ଯୁବ କଂଗ୍ରେସ
ପୁରୀ ଅଫିସ,୧୭ା୧୧: ପୁରୀକୁ ନେଇ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଜିଲା ଯୁବ କଂଗ୍ରେସ । କିଛିଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଲେଖାଶ୍ରୀ କହିଥିଲେ, ଅନେକ ଲୋକ ପୁରୀକୁ କଲିକତାର ବୋଲି ଆଗରୁ…
ଏମିତି ସ୍ତ୍ରୀ ଥିବା ବ୍ୟକ୍ତି ହୁଅନ୍ତି ଭାଗ୍ୟବାନ
ସୁଖରେ ଜୀବନ କାଟିବା ପାଇଁ ମଣିଷ ଅନେକ କିଛି ଖୋଜିଥାଏ। ମାତ୍ର ଯଦି ଭଲ ଏବଂ ଖରାପ ବିଷୟରେ କୌଣସି ଜ୍ଞାନ ନାହିଁ, ତେବେ ମଣିଷ ଖୁସିରେ ରୁହେ ନାହିଁ। ଚାଣକ୍ୟ ତାଙ୍କ ଶ୍ଳୋକ ମାଧ୍ୟମରେ ଏପରି ୬ଟି ବିଷୟ ଉଲ୍ଲେଖ…
ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେଲା ବିଭାଗ ବଣ୍ଟନ
ପାଟନା,୧୭ ।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ଗଠନ କରିଛି । ସୋମବାର ନୀତୀଶ କୁମାର ସପ୍ତମଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ତାଙ୍କ ସହ ୧୪ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ…
ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ
ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ‘ହେ ସନମ’ ଗୀତ ଗାଇଥିବା ନଜର ଆସିଛନ୍ତି। ହାସ୍ୟ ଅଭିନେତା…
ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ: ‘ବାବୁଙ୍କ ପାଇଁ ଆଣିଥିଲେ ବାଘଛାଲ’
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର। କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଗିରଫ ଅଭିଯୁକ୍ତଜଣଙ୍କ ବାଘ ଛାଲ ବାବୁଙ୍କ ପାଇଁ ଆଣିଥିବା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆଗରେ ସ୍ବୀକାର କରିଛନ୍ତି।…
ଭାଜପାର କମ୍ ନୀତୀଶଙ୍କ ଅଧିକ ସହଯୋଗୀ ଥିଲେ ସୁଶିଲ ମୋଦି: ଶିବାନନ୍ଦ
ପାଟନା,୧୭ ।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ କରାଯାଇଛି । ହେଲେ ଏଥର ସରକାରରେ ସୁଶୀଲ କୁମାର ମୋଦିଙ୍କୁ ନିଆଯାଇ ନାହିଁ । ଏହାକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ନେତା ଶିବାନନ୍ଦ ତିୱାରି ତାଙ୍କର ପ୍ରତିକ୍ରିୟା…
Archives


