Posted inଫୁରସତ

ଶିକ୍ଷକଙ୍କ ଭାଗ୍ୟ ବଦଳାଇଲେ ଶିଷ୍ୟ

ସାଧାରଣତଃ ଛାତ୍ରଙ୍କୁ ଭଲ ମଣିଷ କରି ଗଢ଼ି ତୋଳିଥା’ନ୍ତି ଶିକ୍ଷକ। ମାତ୍ର ଜଣେ ଛାତ୍ର ଶିକ୍ଷକଙ୍କ ଭାଗ୍ୟ ବଦଳାଇ ଦେବା କଥା ନିଶ୍ଚିତ ପ୍ରଶଂସାଯୋଗ୍ୟ। କାଲିଫର୍ନିଆର ଜୋସ୍‌ ଭିଲାଲୁଏଲା ନାମକ ଜଣେ ଶିକ୍ଷକଙ୍କ କ୍ଷେତ୍ରରେ ଏପରି ଘଟିଥିବା ଦେଖିବାକୁ ମିଳିଛି।

କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି। ଠିକ୍‌ ଏମିତି ଶିକ୍ଷକ ଜୋସ ଚାକିରି ହରାଇଥିଲେ। ତାଙ୍କ ନିକଟରେ ଆୟର କୌଣସି ଉତ୍ସ ନ ଥିଲା। ସେ ନିଜ କାର୍‌କୁ ଘର କରି ସେଥିରେ ରହୁଥିଲେ। ତାଙ୍କ ନିକଟରେ ଯେତିକି ସଞ୍ଚିତ ଅର୍ଥ ଥିଲା ତାହା ସେ ପରିବାର ପିଛାରେ ଖର୍ଚ୍ଚ କରି ଦେଇଥିଲେ। ସ୍କୁଲ ବନ୍ଦ ଥିବାରୁ ସେ ଅଭାବ ଅନଟନ ଯୋଗୁ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ଷ୍ଟିଭନ ନାମକ ଜଣେ ଛାତ୍ର ଶିକ୍ଷକଙ୍କ ଜୀବନ ବଦଳାଇ ଦେଇଛନ୍ତି।

ଷ୍ଟିଭନ କୁହନ୍ତି, ଯେତେବେଳେ ମୁଁ ଘରୁ ବାହାରକୁ କୌଣସି କାମରେ ଯାଇଥିଲି ସେତେବେଳେ ମୋ’ ଗୁରୁଙ୍କୁ ଏପରି ଅବସ୍ଥାରେ ଦେଖିଥିଲି। ତେଣୁ ମୁଁ ଚାହୁଁଥିଲି ଏମିତି କିଛି କରିବି ଯେମିତି ମୋ’ ଗୁରୁ ବା ଶିକ୍ଷକଙ୍କର ଅଭାବ ରହିବ ନାହିଁ। ଏହା ପରେ ଷ୍ଟିଭନ ଗୋଟିଏ ଫଣ୍ଡ ତିଆରି କଲେ। ସେଥିରେ ଅର୍ଥ ଜମା କଲେ।

ଷ୍ଟିଭନ କୁହନ୍ତି, ୫ ହଜାର ଡଲାର ଏକାଠି କରିବାର ଲକ୍ଷ୍ୟ ଥିଲା। ମାତ୍ର ବର୍ତ୍ତମାନ ଏହା ୬ ଗୁଣ ହୋଇଯାଇଛି। ଗୁରୁବାର ଶିକ୍ଷକଙ୍କ ୭୭ତମ ଜନ୍ମଦିନ ପାଳନ କରାଯାଇଥିଲା। ଏହିଦିନ ସେ ତାଙ୍କୁ ସର୍‌ପ୍ରାଇଜ ଉପହାର ଦେଇଥିଲେ। ଛାତ୍ରଙ୍କଠାରୁ ଏମିତି ସର୍‌ପ୍ରାଇଜ ପାଇ ଶିକ୍ଷକ ଆତ୍ମବିଭୋର ହୋଇଯାଇଛନ୍ତି। ସେ କହିଛନ୍ତି, ମୁଁ କେବେ ଏମିତି ସ୍ବପ୍ନରେ ଭାବି ନ ଥିଲି ଯାହା ମୋ ଛାତ୍ର କରି ଦେଖାଇଛନ୍ତି। ତାଙ୍କ ପ୍ରତି ମୋ ଆଶୀର୍ବାଦ ସବୁବେଳେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri