Home Left

ଅଷ୍ଟ୍ରେଲିଆ ଗସ୍ତ: ଟ୍ରେନିଂରେ ଟେଷ୍ଟ ଫର୍ମାଟ ପାଇଁ ଭାରତର ଅଭ୍ୟାସ

ସିଡ୍‌ନୀ,୧୮।୧୧ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାର ଭାରତୀୟ କ୍ରିକେଟ ଦଳ ପ୍ରଥମେ ସୀମିତ ଓଭର କ୍ରିକେଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ…

ପୁରସ୍କାର ପରେ ପରିଷ୍କାର ନାହିଁ

ଅନୁଗୋଳ ଅଫିସ,୧୮ା୧୧ – ସ୍ବଚ୍ଛ ପରିବେଶ ସହ ଅନ୍ୟ ଉନ୍ନତିକର କାର୍ଯ୍ୟ ପାଇଁ ଗତବର୍ଷ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା କାୟାକଳ୍ପ ପୁରସ୍କାର। ମୋଟ୍‌ ୯୩ ନମ୍ବର ରଖି ରାଜ୍ୟର ଅନ୍ୟ ଜିଲାକୁ ଅନୁଗୋଳ ପଛରେ ପକାଇ ଦେଇଥିଲା। ହେଲେ…

ପାଖରେ ଟଙ୍କା ରହୁନାହିଁ? ଜାଣନ୍ତୁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ।…

ଆଇଫୋନ୍‌ କିଣିବା ପାଇଁ ସତକୁ ସତ ନିଜ କିଡନୀ ବିକିଥିଲେ ଚାଇନାର ଏହି ବ୍ୟକ୍ତି; ଏବେ ଜୀବନମରଣ ସହ କରୁଛନ୍ତି ସଂଘର୍ଷ

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଆପଲ୍‌ କମ୍ପାନୀ ନୂଆ ଆଇଫୋନ୍‌ ସିରିଜର ଘୋଷଣା କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଆଇଫୋନ୍‌ ସହ ଜଡ଼ିତ କିଛି ମେମେ ଭାଇରାଲ ହୋଇଥିଲା। ଏବେ ଆଇଫୋନ୍‌ କିଣିବା ପାଇଁ ଲୋକଙ୍କୁ ନିଜର କିଡନୀ…

ଦ୍ୱିପ୍ରହରରେ ଶୋଇଥିଲେ ବୋଲି ଗାଙ୍ଗୁଲିଙ୍କୁ ଏଭଳି ଦଣ୍ଡ ଦେଇଥିଲେ ସଚିନ; ଜାଣିଲେ ହେବେ..

ନୂଆଦିଲ୍ଲୀ,୧୭।୧୧: ବିଗତ ଦିନରେ ଭାରତୀୟ କ୍ରିକେଟ ଟିମ୍‌ର ଦୁଇ ପ୍ରମୁଖ ଖେଳାଳି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲୀଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ ଥିଲା। ଦୀର୍ଘଦିନ ଧରି ଉଭୟ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଥିଲେ। ବିରେନ୍ଦ୍ର ସେହଓ୍ବାଗ୍‌ ଆସିବା ପୂର୍ବରୁ ସେମାନେ…

ଏକଦା ସଚିନ ତେନ୍ଦୁଲକରଙ୍କ ଉପରେ ରାଗି ଯାଇଥିଲେ ବାଲ୍‌ ଠାକରେ, କହିଥିଲେ ଏଭଳି..

ନୂଆଦିଲ୍ଲୀ,୧୭।୧୧: ଶିବସେନାର ସଂସ୍ଥାପକ ବାଲ୍‌ ଠାକରେଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ପୁଣେରେ ଜନ୍ମିତ ଠାକରେ ଏକଦା ‘ମହାରାଷ୍ଟ୍ରର ବାଘ’ ନାମରେ ସେ ଚର୍ଚ୍ଚିତ ଥିଲେ। କାରଣ ସ୍ବଭାବରେ ସେ ରାଗି ଥିଲେ। ଏକଦା ସେ ସଚିନ ତେନ୍ଦୁଲକରଙ୍କୁ କଟାକ୍ଷ କରିଥିଲେ। ସେତେବେଳେ ମହାରାଷ୍ଟ୍ରରେ…

ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସିଜନ୍‌ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ଦେବଦତ୍ତ ପାଟିଲ, ଇଶାନ କିଶନ, ରାହୁଲ ତେବତିୟା, ଶୁଭମନ ଗିଲ ଆଦି ଖେଳାଳି…

ଏକଦା ଦୁହେଁ ଦୁହିଁଙ୍କ ଥିଲେ ଜୀବନ, ଏବେ ମାମୁଁ ଗୋବିନ୍ଦା-କୃଷ୍ଣାଙ୍କ ସମ୍ପର୍କରେ ଫାଟ; କାରଣ ଜାଣିଲେ..

ବମ୍ବେ: ଟେଲିପରଦାର ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ନଜର ଆସିଥାନ୍ତି କୃଷ୍ଣା ଅଭିଷେକ। ସପନା ଭୂମିକାରେ କୃଷ୍ଣାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ହେଲେ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା।…

ଅଷ୍ଟ୍ରେଲିଆରେ ସମ୍ମାନିତ ହେଲେ ୩ ଓଡ଼ିଆ ଯୁବ ଗବେଷକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅଷ୍ଟ୍ରେଲିଆରେ ଚମକିଲେ ଓଡ଼ିଆ ଯୁବ ଗବେଷକ। ମେଶିନ ଲର୍ଣ୍ଣିଂ ଏବଂ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଓଡ଼ିଶାର ଗବେଷକ ଡ. ରଞ୍ଜିତ ପାଣିଗ୍ରାହୀ, ଡ. ଆକାଶ କୁମାର ଭୋଇ ଏବଂ ଡ. ପ୍ରଦୀପ କୁମାର…

କରୋନା ଛଡ଼ାଇ ନେଇଛି ଜୀବିକା: ସହାୟତା ଦାବି କଲା ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ

ବରଗଡ଼ ଅଫିସ,୧୭।୧୧- କରୋନା କଟକଣା ଯୋଗୁ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଦୀର୍ଘ ୮ମାସ ହେଲା, ପରିବାର ପୋଷଣ ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡିଛି। ଫଳରେ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କୁ ସହାୟତା ପ୍ରଦାନ କରିବାକୁ ପଶ୍ଚିମ…

ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ କରୁଥିବା ମାମଲାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୨ କୁଖ୍ୟାତ…

ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ ଫିଲ୍ମ ‘ମେଲା’କୁ ଟ୍ରିବ୍ୟୁଟ ଦେବା ଅବସରରେ ସେ ଏହି ଫଟୋ ଶେୟାର କରିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri