ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହତ୍ୟା
ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ‘ଥେନମୋଝି ବିଏ’ରେ ଖଳନାୟ ଚରିତ୍ରରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ୪ଜଣ ସନ୍ଦିଗ୍ଧ ଥିବା ଦେଖିବାକୁ ମିଳୁଛି। ଏହାକୁ କେନ୍ଦ୍ରକରି ପୋଲିସ ଘଟଣାର ତଦନ୍ତ…
ମୃତଦେହକୁ ନିଜ କାର୍ରେ ନେଇ ଘରେ ପହଞ୍ଚାଇଲେ ଯୁବକ: ଛୁଟୁଛି ପ୍ରଶଂସାର ସୁଅ
ହରଭଙ୍ଗା,୧୭।୧୧(ଡି.ଏନ୍.ଏ.): ରାସ୍ତାରୁ ଶିଶୁର ମୃତଦେହକୁ କାରରେ ନେଇ ଘରେ ଛାଡି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ଜଣେ ଯୁବକ। ଏଭଳି ଏକ ଘଟଣା ଘଟିଛି ବଦ୍ଧ ଜିଲା ହରଭଙ୍ଗା ବ୍ଲକରେ। ଉକ୍ତ ଯୁବକ ଜଣକ ହେଲେ ପୁରୁଣା କଟକର ପ୍ରଦୀପ…
ଆଉ ୨ଶହ ନୁହେଁ ବିବାହ ଭୋଜିରେ ଯୋଗଦେବେ କେବଳ ୫୦
ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି କିଛିଦିନ ହେବ ବିବାହ ଭୋଜିରେ ୨ଶହ ଲୋକ ଯୋଗ ଦେବାକୁ…
ମ୍ୟାଚ୍ ଚାଲୁଥିବା ସମୟରେ ହଠାତ୍ ଡ୍ରେସିଂ ରୁମ୍କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି
କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ ଟୁର୍ନାମେଣ୍ଟ ସମାପ୍ତ ହେବ। ଗତ ଶନିବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ପାକିସ୍ତାନ ସୁପର୍…
କର୍କଟ ରୋଗରେ ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତା ମାଗିଲେ ଆର୍ଥିକ ସହାୟତା
ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସି କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପ୍ରଶଂସକଙ୍କୁ ଆର୍ଥୀକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଥାଭାସି ଅନେକ ସୁପରହିଟ୍…
ଅଳ୍ପ ଖର୍ଚ୍ଚରେ ଓ୍ବାଲ୍ ଡେକୋରେଶନ
ଘର ସଜାଇବା ଲାଗି କେବଳ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍ ସାମଗ୍ରୀ ଆବଶ୍ୟକ ତା’ ନୁହେଁ, ଆପଣ ଚାହିଁଲେ କମ୍ ଖର୍ଚ୍ଚରେ ଓ୍ବାଲ୍ ଡେକୋରେଶନ୍ କରିପାରିବେ। ଏଥିପାଇଁ କେଉଁ ସବୁ ସାମଗ୍ରୀ ବ୍ୟବହାର କରିପାରିବେ ଜାଣି ରଖନ୍ତୁ ଟିପ୍ସ… ଓ୍ବାଲ୍ ଡେକୋରେଶନ୍…
ସ୍ବାସ୍ଥ୍ୟ ପରୀକ୍ଷା ଏବେ ଘରେ
ବର୍ତ୍ତମାନ କରୋନା ସଂକ୍ରମଣର ସବୁଠୁ ଅଧିକ ଭୟ ଡାକ୍ତରଖାନାରେ। ତେଣୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ସେଠାକୁ ଯିବାକୁ ଭୟ କରୁଛନ୍ତି ଲୋକେ। ତା’ଛଡ଼ା ଅଧିକାଂଶ କ୍ଲିନିକ୍କୁ ଏପର୍ଯ୍ୟନ୍ତ ଡାକ୍ତର ଆସୁ ନ ଥିବାରୁ ଅନେକଙ୍କୁ ରୁଟିନ୍ ଚେକ୍ଅପ୍ ଲାଗି ବି…
ସ୍କିନ୍ଟୋନ୍ ଅନୁସାରେ ଲିପ୍ଷ୍ଟିକ୍
ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ ମେକ୍ଅପ୍ ସାମଗ୍ରୀ ମଧ୍ୟରୁ ଲିପ୍ଷ୍ଟିକ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଲିପ୍ଷ୍ଟିକ୍ ଯଦି ସ୍କିନ୍ ଟୋନ୍କୁ ମ୍ୟାଚ୍ ନ କରେ ତେବେ ସୁନ୍ଦର ମେକ୍ଅପ୍ ବି ଲାଗିଥାଏ ଖରାପ। ତେଣୁ ନିଜ ସ୍କିନ୍ଟୋନ୍ ଅନୁସାରେ…
କ୍ରିକେଟର୍ମାନେ ‘ଶୂନ’ରେ ଆଉଟ୍ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା
କ୍ରିକେଟର୍ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କୁ ନେଉଛନ୍ତି। ଏହି କାରଣରୁ ଅନେକଥର ମଧ୍ୟ ସେମାନେ ସୋସିଆଲ ମିଡିଆରେ ଟ୍ରୋଲ…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ। ମୁଖ୍ୟତଃ ଏଥିରେ…
୭ ମାସ ହେବ ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଘଣ୍ଟି: ଅଲ୍ଟ୍ରାସାଉଣ୍ଡ ପରେ ଡାକ୍ତର ଯାହା ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ
ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। ତେବେ ଅଧିକାଂଶ ଲୋକ ନିଜର ଶଉକ ପୂରଣ କରିବା ପାଇଁ ହେଉ ଅବା ଚର୍ଚ୍ଚାକୁ ଆସିବା ପାଇଁ ସେମାନେ କିଛି ବି କରିବାକୁ ରାଜି ଥାନ୍ତି। ତେବେ ଇଜିପ୍ଟର ସେମିତି ଏକ ଘଟଣା ଏବେ…
ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା
ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ ଗାନ୍ଧୀ ତଥା ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । ଓବାମା…
Archives


