ମା’ ହେବା ପରେ ଏମିତି ବଦଳିଗଲେଣି ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲି ଜାନୁୟାରୀରେ ମା-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗର୍ଭବତୀ ପୂର୍ବରୁ ଏବଂ ପରେ ଅନୁଷ୍କା ନିଜକୁ ଖୁବ୍‌ ଫିଟ୍‌ ରଖିଛନ୍ତି। ଏବେ ମା ହେବା ପରେ ସେ ଆହୁରି ଅଧିକ ଫିଟ୍‌ ହୋଇଯାଇଛନ୍ତି। ଅନୁଷ୍କା ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଫଟୋରେ ଅନୁଷ୍କା ଲାଇଟ୍‌ କଲର ଡେନିମ ଡ୍ରେସ୍‌ ପିନ୍ଧି ଗୋଟିଏ ସ୍ଥାନରେ ବସିଥିବା ନଜର ଆସିଛନ୍ତି। ତାଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ବି ପଡ଼ିଛି। ଡାର୍କ ବ୍ୟାକ୍‌ଗ୍ରାଉଣ୍ଡ ଥିବା ଫଟୋରେ ଅନୁଷ୍କାଙ୍କ ଚେହେରା ଆହୁରି ଉଜ୍ଜ୍ୱଳ ଦିଶୁଛି। ଏହି ଫଟୋ ଶେୟାର କରି ଅନୁଷ୍କା କ୍ୟାପ୍‌ଶନ ଲେଖିଛନ୍ତି, ‘ଲାଇଟ୍‌ କ୍ୟାଚର’ ଅର୍ଥାତ୍‌ କିରଣ ଧରିବାବାଲା।

ପ୍ରଶଂସକମାନେ ଅନୁଷ୍କାଙ୍କ ଫଟୋରେ ଭଲ ଭଲ କମେଣ୍ଟସବୁ ଦେଉଛନ୍ତି। କିଛି ୟୁଜର ହାର୍ଟ ଇମୋଜି ଦେଇଥିବା ବେଳେ ଆଉ କିଛି ଫାୟାର ଇମୋଜି ଦେଇଛନ୍ତି। କେହି କେହି ବିୟୁଟିଫୁଲ, ଅସମ, ବେଷ୍ଟ ମଦର ପରି କମେଣ୍ଟ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖୁ କିଆରିରେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କର ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ୟୁଜର୍ସ...

ଇଲିଆନାଙ୍କ ଟୁଇଟର ହ୍ୟାକ୍‌

ବଲିଉଡ୍‌ ବିୟୁଟି ଇଲିଆନା ଡି’କ୍ରୁଜ୍‌ଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ସମ୍ପର୍କରେ ‘ଦି ବିଗ୍‌ ବୁଲ୍‌’ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି।...

ଟାଇଗର ଯାହା ଚାହୁଁଥିଲେ..

ବଲିଉଡ୍‌ର ୟଙ୍ଗ ସେନସେସନ ଟାଇଗର ଶ୍ରଫ। ନିକଟରେ ତାଙ୍କ ଅଭିନୀତ ‘ବାଗୀ-୩’ ରିଲିଜ ହୋଇଛି। ଫିଲ୍ମଟିକୁ ପ୍ରାରମ୍ଭରୁ ବେଶ୍‌ ସଫଳତା ମଧ୍ୟ ମିଳିଛି। ଏହି ଫିଲ୍ମରେ...

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ...

ଘର ଭଡା ଦେଲେ କାଜୋଲ

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ ଅନ୍ୟତମ। ସେ ତାଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନଙ୍କ ସହ ଜୁହୁର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି।...

ଭାଇରାଲ ହେଉଛି ସୁହାନାଙ୍କ ଲାଟେଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍ ବାଦ୍‌ଶାହା ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

ସଲମାନଙ୍କ ଫିଲ୍ମରୁ ଅବିକା ଆଉଟ୍ ମହିମା ଇନ୍‌

ମୁମ୍ବାଇ: ଟେଳିଭିଜନ ଧାରାବାହିକ ବାଳିକା ବଧୂ ଫେମ୍ ଅବିକା ଗୋର୍‌ଙ୍କ ଭାଗ୍ୟରେ ସତେ ଯେମିତି ତାଲା ପଡିଛି । ନିକଟରେ ଶୁଣିବାକୁ ମିଳିଥିଲା କି ସେ...

Advertisement


Archives

Model This Week