Home Left

୧୨ ବର୍ଷ ସାନ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବିବାହିତା ଅଭିନେତ୍ରୀ: ଏମିତି ଆରମ୍ଭ ହୋଇ ଥିଲା ଲଭ୍‌ ଷ୍ଟୋରି

ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଦୁହେଁ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଯଦିଓ ସେ ସମ୍ପର୍କ ଆରମ୍ଭରେ କିଛି କହିବାକୁ ଏଡ଼ାଇ ଯାଇଥିଲେ, କିନ୍ତୁ…

ବୋହୂଙ୍କୁ ଶାଶୁ କହିଲେ ମାସକୁ ୧୦ ହଜାର ଟଙ୍କା ନ ଦେଲେ ଘରେ ରଖିବିନି

ଭୋପାଳ,୧୫।୩: ଗ୍ବାଲିଅର ହଜାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କର୍ମଜୀବୀ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଏବଂ ଜେଠାଶୁରଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶାଶୁ ତାଙ୍କୁ ଘରୁ…

ଏହି ଦେଶରେ ଚଳାଚଳ କରିବ ‘କରୋନା ଫ୍ରି’ ଟ୍ରେନ୍‌

ରୋମ୍‌,୧୫।୩: ଇଟାଲୀରେ ସବୁଠୁ ଅଧିକ କରୋନା ସଂକ୍ରମଣ ଦେଖାଦେଇଥିଲା। ଏବେ ଏହି ଦେଶ ‘କରୋନା ଫ୍ରି’ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସ୍ଥାନକୁ ଛାଡ଼ିଦେଲେ ପର୍ଯ୍ୟଟନ ସ୍ଥଳକୁ ବି ‘କରୋନା ଫ୍ରି’ ଟ୍ରେନ୍‌ ସୁବିଧା ଉପଲବ୍ଧ ହେବ। କରୋନା…

ବରଗଡ଼ରେ ଜମି ମାଫିଆ ସକ୍ରିୟ: ମା’ ସମଲେଶ୍ୱରୀଙ୍କ ଭୂ-ସମ୍ପତ୍ତିକୁ କରିନେଲେ ହଡ଼ପ

ବରଗଡ଼ ଅଫିସ,୧୫।୩: ବରଗଡ଼ ଜିଲାରେ ଜମି ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି। ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ କେତେବେଳେ ଅନୁସୂଚିତ ଜାତି, (ଏସସି) ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ଜମିକୁ ଉଚ୍ଚ ବର୍ଗର ଲୋକେ ହାତେଇ…

ଅପେକ୍ଷାର ଅନ୍ତ: ସ୍ପୋର୍ଟସ ଆଙ୍କରଙ୍କ ହାତ ଧରିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୫।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଯଶପ୍ରୀତ‌ ବୁମ୍‌ରା ସୋମବାର ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଦୁହିଁଙ୍କ ବିବାହର ଫଟୋ ଶେୟାର…

ଡାଇବେଟିସ୍‌ ଓ ଦୃଷ୍ଟିଶକ୍ତି

ଡାଇବେଟିସ ବା ମଧୁମେହକୁ ନୀରବ ଘାତକ ଭାବରେ ବିବେଚନା କରାଯାଏ। କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଏ। ବିଶେଷଭାବରେ ଡାଇବେଟିସ୍‌ ଅସନ୍ତୁଳିତ ରହିଲେ ତାହାର ପ୍ରଭାବ…

ଯୁବକଙ୍କ ସହ ମଝି ଆକାଶରେ ଘଟିଲା ଏମିତି, ଜାଣିଲେ…

କାନ୍‌ବେରା,୧୫।୩: ଅଷ୍ଟ୍ରେଲିଆରେ ରବିବାର ଭର୍ଚୁଆଲ ନ୍ୟାଶନାଲ ସ୍କାଏଡ୍ରାଇଭିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଜଣେ ଯୁବକ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। କାରଣ ସେ ଠିକ୍‌ ଭାବରେ ତାଙ୍କର ପାରାଚ୍ୟୁଟ୍‌ ଖୋଲିପାରି ନ ଥିଲେ।…

ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମାଳଦ୍ୱୀପରେ ପରିବାର ସହ ଛୁଟି ମନାଉଛନ୍ତି। ଅକ୍ଷୟ ଓ୍ବାଟର ସ୍ଲାଇଡିଂ କରୁଥିବା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ଅକ୍ଷୟ ପ୍ରଶଂସକମାନଙ୍କୁ ପଚାରିଛନ୍ତି, ଏହି ଓ୍ବାଟର ସ୍ଲାଇଡ୍‌…

ଚାଇନାରେ ନୂଆ ବିପଦ: ଦେଶରେ ହାହାକାର

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ନୂଆ ବିପଦ ଦେଖାଦେଇଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଗୋବି ମରୁଭୂମି ପଟୁ ଆସିଥିବା ଧୂଳିଝଡ଼ରେ ଇତିମଧ୍ୟରେ ରାଜଧାନୀ ବେଜିଂର ୩୪୧ ଜଣ ଲୋକ ନିଖୋଜ ରହିଛନ୍ତି। ଇତିମଧ୍ୟରେ…

କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ବ୍ୟବହାର

ନିଜର ବ୍ୟବହାର ଉପରେ କାର୍ଯ୍ୟଦକ୍ଷତା କେତେକାଂଶରେ ନିର୍ଭର କରିଥାଏ। ବିଶେଷଭାବରେ ଯଦି ବ୍ୟବହାର ରୁକ୍ଷ ହୁଏ, ସେହି ଅନୁସାରେ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ। ଏପରି ରୋଚକ ତଥ୍ୟ ବିଷୟରେ ଏକ ସଦ୍ୟତମ ସର୍ଭେରୁ ଜାଣିବାକୁ ମିଳିଛି। ‘କାର୍ଯ୍ୟଦକ୍ଷତା ଓ ବ୍ୟବହାର’ ଶୀର୍ଷକ…

ତୁର୍କୀ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ସିରିଆ

ଆଙ୍କରା,୧୫।୩: ତୁର୍କୀ ପ୍ରଶାସନ ନିୟନ୍ତ୍ରଣରେ ଥିବା ଉତ୍ତର ସିରିଆରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସିରିଆ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି। ଏନେଇ ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ସିରିଆ ଜାଣିଶୁଣି…

ଉପବାସ କରୁଥିଲେ…

କେତେକ ପୂଜା ପାର୍ବଣରେ ଉପବାସ ରହିଲେ ତାହା ମନକୁ ଶାନ୍ତି ଦେବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି। ତେଣୁ ଏହି ସମୟରେ ଉପବାସ ରହିବାକୁ କେତେକ ପସନ୍ଦ କରନ୍ତି। ହେଲେ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?