କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ବ୍ୟବହାର

ନିଜର ବ୍ୟବହାର ଉପରେ କାର୍ଯ୍ୟଦକ୍ଷତା କେତେକାଂଶରେ ନିର୍ଭର କରିଥାଏ। ବିଶେଷଭାବରେ ଯଦି ବ୍ୟବହାର ରୁକ୍ଷ ହୁଏ, ସେହି ଅନୁସାରେ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ। ଏପରି ରୋଚକ ତଥ୍ୟ ବିଷୟରେ ଏକ ସଦ୍ୟତମ ସର୍ଭେରୁ ଜାଣିବାକୁ ମିଳିଛି। ‘କାର୍ଯ୍ୟଦକ୍ଷତା ଓ ବ୍ୟବହାର’ ଶୀର୍ଷକ ବିଷୟବସ୍ତୁ ଉପରେ ୟୁନିଭର୍ସିଟି ଅଫ କାଲିଫର୍ର୍ନିିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବ୍ୟବହାର ସହ କାର୍ଯ୍ୟଦକ୍ଷତାକୁ ତୁଳନା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁମାନଙ୍କର ବ୍ୟବହାର ରୁକ୍ଷ ଥିଲା, ସେମାନଙ୍କର କାର୍ଯ୍ୟ ସମ୍ପାଦନ ଶୈଳୀ ଆଶାନୁରୂପ ନ ଥିଲା। ଅନ୍ୟପକ୍ଷରେ ନମ୍ର ବ୍ୟବହାର କରୁଥିବା ବ୍ୟକ୍ତିମାନେ ନିଜ କାମକୁ ବେଶ୍‌ ସୂଚାରୁ ରୂପେ ତୁଲାଉଥିବାର ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ...

ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ...

ସକାଳେ କପେ ପାନମଧୁରୀ ଚା’…

ପାନମଧୁରୀ ଚା’ ଦେହ ପାଇଁ ବହୁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ...

ଗର୍ଭାବସ୍ଥାରେ କେଶର ଯତ୍ନ

ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ ନେବେ...

ବେଶ ସ୍ବାଭିମାନୀ ହୋଇଥାନ୍ତି ଏହି ରାଶିରେ ଜନ୍ମିତ ମହିଳା: ଦେଖିବାକୁ ଶାନ୍ତ; ହେଲେ ଦରକାର ପଡ଼ିଲେ କରିଦିଅନ୍ତି ମୁହଁ ବନ୍ଦ

ମକର ରାଶିର ସ୍ବାମୀ ଗ୍ରହ ଶନି। ଏହା ତ୍ୟାଗ ଓ ବଳିଦାନର ରାଶି ବୋଲି କୁହାଯାଏ। ଶନି ଠିକ୍‌ ଥିବା ବେଳେ ଏହି ରାଶିର ବ୍ୟକ୍ତି...

ଏହିସବୁ ଧାତୁରେ କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା, ଚମକିବ ଭାଗ୍ୟ

ଗଣେଶ ପୂଜା ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଡୁଛି। ତେବେ ଏହି ପୂଜାରେ ଅନେକ ଧାତୁର ବାସନକୁସନ ବ୍ୟବହାର କରାଯାଏ। ଯଥା ଥାଳି, ଢାଳ, ଦୀପ, କଳସ,...

ଏମିତି ପିନ୍ଧନ୍ତୁ ଲେହେଙ୍ଗା

ଲେହେଙ୍ଗା ଡିଜାଇନ୍‌ ଏପରି ହୋଇଥାଏ ଯେ ଥରେ ପିନ୍ଧିବା ପରେ ଏହାକୁ ପୁଣି ଥରେ ପିନ୍ଧିଲେ ରିପିଟ୍‌ କରିବା ଭଳି ମନେ ହେବ। କିନ୍ତୁ ଲେହେଙ୍ଗାକୁ...

ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ

ଆମ୍ବ ପ୍ରାୟତଃ ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଗରମ ଦିନରେ ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମ୍ବ ଖାଇବା ଦ୍ୱାରା ଶରୀରକୁ ଅନେକ...

Advertisement


Archives

Model This Week