ସୋନୁ ସୁଦ୍ଙ୍କୁ ବିବାହ ପାଇଁ ବିହାର ଡାକିଲେ ଯୁବତୀ
ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ କେବଳ ଜଣେ କଳାକାର ଭାବରେ ନୁହେଁ ବରଂ ଗରିବଙ୍କ ଭଗବାନ୍ ଭାବରେ ଜଣାଶୁଣା। ଲକ୍ଡାଉନ୍ ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଅନେକ ଲୋକ ବର୍ତ୍ତମାନ ତାଙ୍କୁ ଭଗବାନ୍ ଭାବରେ ମାନୁଛନ୍ତି। ଯେଉଁ…
ପୋଷ୍ଟ ଅଫିସର ଏହି ସ୍କ୍ରିମ୍ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..
ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ ଟଙ୍କା ପାଇପାରିବେ। ସରକାରଙ୍କ ପକ୍ଷରୁ ସଂଚାଳିତ ଏହି ସ୍କ୍ରିମ୍ରେ ୧୨୪ ମାସ ପର୍ଯ୍ୟନ୍ତ ଟଙ୍କା…
ଆପଣଙ୍କର ଏହି ୬ ଅଭ୍ୟାସ ଅଛି କି? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଶରୀରରେ କରୋନା ଟିକା ହେବ ପରୀକ୍ଷା
ଚଣ୍ଡିଗଡ,୧୮।୧୧: କରୋନା ବିରୋଧରେ ଲଢିବା ପାଇଁ ଟିକା ପ୍ରସ୍ତୁତି ଚାଲିଛି। ଏହି ସମୟରେ ହରିୟାଣା ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ନିଜ ଉପରେ କରୋନା ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନିଲ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ…
ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ ହୋଇଥିବା ଶିଶୁ କଳାକାର ଆଜି ନିର୍ଦ୍ଦେଶକ
ଲଣ୍ଡନର ଏକ କମ୍ପାନୀ ପ୍ରସିଦ୍ଧ ଅଭିନେତା ରଣଦୀପ୍ ହୁଡାଙ୍କ ‘ରେଟ୍ ଅନ୍ ହାଇୱେ’ ଏବଂ ଅଭିନେତା ଆଦିଲ ହୁସେନଙ୍କ ସହ ‘ପରୀକ୍ଷା’ ଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛି। ଉକ୍ତ କମ୍ପାନୀ ପୂର୍ବରୁ ଚଳଚ୍ଚିତ୍ର ‘ଜଷ୍ଟିସ ଫର ଗୁଡ୍ କଣ୍ଟେଣ୍ଟ’…
ଆକାଶରୁ ପଡିଲା ଏମିତି ଜିନିଷ, କିଛି ମିନିଟ୍ ମଧ୍ୟରେ ହୋଇଗଲେ କୋଟିପତି
କଥାରେ ଅଛି, ଉପରବାଲା ଯେେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। ଇଣ୍ଡୋନେସିଆର ଯୁବକଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ ହୋଇଛି। ଜୋଶୁଆ ହୁତାଗଲଙ୍ଗୁ ନାମକ ଜଣେ ଯୁବକ କଫିନ ନିର୍ମାଣ କରନ୍ତି। କିଛି ମିନିଟ ମଧ୍ୟରେ ସିଧାସଳଖ ଗରିବରୁ କୋଟିପତି…
କେବିସିର ଦ୍ୱିତୀୟ କୋଟିପତି ହେଲେ ଏହି ମହିଳା ଆଇପିଏସ୍: ବିଗ୍ ବି ହେଲେ ବେଶ୍ ପ୍ରଭାବିତ
ବମ୍ବେ: କେବିସି ସିଜନ ୧୨ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଛନ୍ତି ମୋହିତା ଶର୍ମା। ସେ ହିମାଚଳର ବାସିନ୍ଦା। ମଙ୍ଗଳବାର ଏପିସୋଡରେ ମୋହିତା ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ବିଜେତା ହୋଇଛନ୍ତି। ସେ କୋଟିଏ ପାଇଁ ପଚରାଯାଇଥିବା…
କଙ୍ଗନା ରାଣାୱତଙ୍କୁ ପୁଣି ସମନ
ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଥିବା ଅଭିଯୋଗ…
ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୧୮।୧୧: ଛଠ୍ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଛଠ୍ ପୂଜା ପାଇଁ କଡ଼ା କଟକଣା…
ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଦଳରୁ ବାହାର ହେଲେ ଏହି ପ୍ରମୁଖ ଖେଳାଳି
ନୂଆଦିଲ୍ଲୀ,୧୮।୧୧: ନଭେମ୍ବର ୨୭ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଏହାର ଦଶ ଦିନ ପୂର୍ବରୁ ଅଷ୍ଟ୍ରେଲିୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର କେନ୍ ରିଚାର୍ଡସନ ସିିରିଜରୁ ବାହାର ହୋଇଛନ୍ତି। କେନ୍ ସୀମିତ ଓଭର…
ଲେଖାଶ୍ରୀଙ୍କ ଅଡ଼ୁଆ ବଢ଼ିଲା: କ୍ଷମା ନମାଗିଲେ ପୁରୀରେ ପ୍ରବେଶ କରାଇ ଦିଆଯିବନାହିଁ ଚେତାବନୀ
ପୁରୀ ଅଫିସ,୧୮।୧୧: ପୁରୀ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି। ଏକାଧିକ ଏତଲା ପରେ ବୁଧବାର ସଚେତନ ନାଗରିକ ମଞ୍ଚ ପକ୍ଷର ସର୍ଗଦ୍ୱାର ସମ୍ମୁଖରେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଫ୍ଲେକ୍ସ ପୋଡାଯାଇଛି।…
ଏଲ୍ଏସିରେ ଯବାନଙ୍କ ପାଇଁ ଉଷୁମ ଘର
ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ। ଫଳରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ ସ୍ଥାନରେ…
Archives


