ଏହି ଦେଶରେ ଚଳାଚଳ କରିବ ‘କରୋନା ଫ୍ରି’ ଟ୍ରେନ୍‌

ରୋମ୍‌,୧୫।୩: ଇଟାଲୀରେ ସବୁଠୁ ଅଧିକ କରୋନା ସଂକ୍ରମଣ ଦେଖାଦେଇଥିଲା। ଏବେ ଏହି ଦେଶ ‘କରୋନା ଫ୍ରି’ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସ୍ଥାନକୁ ଛାଡ଼ିଦେଲେ ପର୍ଯ୍ୟଟନ ସ୍ଥଳକୁ ବି ‘କରୋନା ଫ୍ରି’ ଟ୍ରେନ୍‌ ସୁବିଧା ଉପଲବ୍ଧ ହେବ। କରୋନା ଫ୍ରି ଟ୍ରେନ୍‌ରେ କେବଳ କରୋନା ନେଗେଟିଭ୍‌ ଲୋକମାନେ ହିଁ ଯାତାୟାତ କରିପାରିବେ।

ଏକ ରିପୋର୍ଟ ଅନୁଯାୟୀ, ଇଟାଲୀରେ ଏହା ପୂର୍ବରୁ କରୋନା ଫ୍ରି ବିମାନ ମଧ୍ୟ ଉଡ଼ାଣ କରିଥିଲା। ବିମାନରେ ବସିବା ପୂର୍ବରୁ ଏବଂ ଓହ୍ଲାଇବା ପରେ କରୋନା ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛା ଥିଲା କାର୍‌ କିଣିବାକୁ, ପାଖରେ ଅର୍ଥ ନ ଥିବାରୁ ମୁହଁରେ କାର୍‌ ଲୋଗୋ ଟାଟୁ କଲେ ଏହି ଯୁବକ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତଙ୍କ ରୁଚି ବି ଅଲଗା ଅଲଗା। କିଛି ଲୋକ ଗାଡ଼ି କିଣି ଚଢ଼ିବା ପାଇଁ ବହୁତ ପସନ୍ଦ କରିଥାନ୍ତି।...

ଆଜି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ...

ମାନସଲୁ ବେସ୍‌ କ୍ୟାମ୍ପ୍‌ ନିକଟରେ ପୁଣି ହିମ ସ୍ଖଳନ…

କାଠମାଣ୍ଡୁ,୨।୧୦ : ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପ ନିକଟରେ ପୁଣି ଥରେ ଭୟଙ୍କର ହିମ ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା...

ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍‌-୧୦-ଏନ୍‌-୩ ଭୁତାଣୁ ଚିହ୍ନଟ…

ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍‌ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...

ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌: ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ…

ନୋଏଡା,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ନୋଏଡ଼ାରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌ ଲାଗିଛି। ଶ୍ମଶାନରେ...

ନୂଆ ୪୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଧିକାଂଶ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖକ୍କାନ ଆବ୍ବାସି ଗିରଫ

ଲାହୋର,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ମୁଖ୍ୟ ସହିଦ ଖକ୍କାନ ଆବ୍ବାସିଙ୍କୁ ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ଟୋଲ୍‌ ପ୍ଲାଜା ନିକଟରୁ ଗୁରୁବାର...

Advertisement
Archives

Model This Week