୬୮ ଗ୍ରାମ୍ ବ୍ରାଉନ୍ ସୁଗାର, ୩ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ: ମିର୍ ସୁଦ୍ଧିକ ଗିରଫ
ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ବୁଧବାର ଗେଟ୍ ବାଡ଼ ଅଞ୍ଚଳର ମିର୍ ସୁଦ୍ଧିକ୍ଙ୍କୁ ଗିରଫ କରିଛି। ବ୍ରାଉନ୍ ସୁଗାର କାରବାରରେ ଲିପ୍ତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ୬୮ ଗ୍ରାମ୍ ବ୍ରାଉନ୍…
ସୁନା ଅଳଙ୍କାର ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ
ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ କାମେଶ୍ୱରପୁର ଶାସନ ବାଉଁଶଡିହା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ମୁଖାପିନ୍ଧା ୩ ଦୁର୍ବୃତ୍ତ ୨ ଜଣଙ୍କ ଘରୁ ଲୁଟ କରିବା ସହ ପରିବାର ଲୋକଙ୍କୁ ମାଡ଼ ମାରିଛନ୍ତି। ସୂଚନାନୁଯାୟୀ, ରାତିରେ…
ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ହେଲେ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ
ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ନୟନତାରା। ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ରହିଛି ତାଙ୍କ ନାମ। ଆଜି ଅର୍ଥାତ୍ ୧୮ ନଭେମ୍ବର ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୮୪ ମସିହାରେ ଏକ ମଲାୟାଲୀ…
ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..
ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ସୁପୁତ୍ର ଇବ୍ରାହିମ। ବାସ୍,ଫଟୋଗୁଡ଼ିକ ତାଙ୍କ ଫିମେଲ ଫ୍ୟାନ୍ ମାନଙ୍କୁ ବେଶ୍ ପସନ୍ଦ ଆସିଛି। କେହି…
କୁପଓ୍ବାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ୍
ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ…
ଓ୍ବେବ୍ସିରିଜ୍ରେ କପିଲ
ବମ୍ବେ: ଓଜନ କମାଇ ଚର୍ଚ୍ଚାରେ କମେଡିଆନ କପିଲ ଶର୍ମା। ପ୍ରଥମେ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଚମକିବା ପରେ ନିଜର ସ୍ବତନ୍ତ୍ର ଶୋ’ରେ ନଜର ଆସିଥିଲେ କପିଲ। ଏହାପରେ ଏକାଧିକ ଫିଲ୍ମରେ କାମ କରିଥିଲେ ସେ। ହେଲେ ଫିଲ୍ମଗୁଡ଼ିକ ସେତେଟା ସଫଳ…
ଅଭିନୟକୁ ଅଲବିଦା କହିଲେ ଏହି ଚର୍ଚ୍ଚିତ ଅଭିନେତା
ଅଭିନେତା ଅମିର ଖାନଙ୍କ ଭଣଜା ଏବଂ ଡେଲି ବେଲିଙ୍କ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଇମ୍ରାନ ଖାନ ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହୁୁଥିବା ଇମ୍ରାନ ଏବେ ଅଭିନୟକୁ ଅଲବିଦା କହିଛନ୍ତି। ଇମ୍ରାନଙ୍କ…
ବୋହୂ ମାଛ ତରକାରୀ ପ୍ରସ୍ତୁତ ନ କରିପାରିବାରୁ ଶାଶୁଘର ଲୋକେ ନେଲେ ଏମିତି ନିଷ୍ପତ୍ତି
ପାଟନା,୧୮।୧୧: ବିହାରର ସୁପୌଲରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ ମାଛ ପ୍ରସ୍ତୁତ କରି ନ ପାରିବାରୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ମହିଳାଙ୍କ ମୃତଦେହକୁ ଅଖା ଭିତରେ ସିଲ କରି ଗାଁ ନିକଟ କେନାଲ…
ବେଆଇନ ହଷ୍ଟେଲ ନିର୍ମାଣକୁ ବିରୋଧ
ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ବର ଜିଲାସ୍କୁଲ ପୂର୍ବରେ ବେଆଇନ ହଷ୍ଟେଲ ନିର୍ମାଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ବିରୋଧ କରି କମିଟିର କର୍ମକର୍ତ୍ତା ବାଲେଶ୍ବର ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶିକା…
ଶିକ୍ଷାମିତ୍ର ପାଇଁ କଟ୍ ଅଫ୍ ମାର୍କ ୬୦ରୁ ୬୫ ପ୍ରତିଶତ ମଧ୍ୟରେ ରହିବ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୮।୧୧: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯୁକ୍ତି ମାମଲାରେ ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖି ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି କ୍ଷେତ୍ରରେ କଟ୍ ଅଫ୍ ମାର୍କ ୬୦ରୁ ୬୫ ମଧ୍ୟରେ ରହିବ। ସେଥିମଧ୍ୟରୁ ସଂରକ୍ଷିତ ବର୍ଗଙ୍କ…
ଟପ୍ଲେସ୍ ହେଲେ ଏହି ଅଭିନେତ୍ରୀ
ବଲିଉଡରେ ଅଭିନେତ୍ରୀ ଆମି ଜ୍ୟାକସନ ବୋଲ୍ଡନେସ୍ର ସମସ୍ତ ସୀମାକୁ ଟପିଛନ୍ତି। ନିକଟରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆମିର ଏକ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଫଟୋରେ ଆମି ଟପଲେସ ନଜର ଆସିଛନ୍ତି। ନିକଟରେ…
ରାତାରାତି ମାଲାମାଲ୍ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…
ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହୋଇ ଯାଉଛି। ଅନେକ ଥର ମନକୁ ଆସିଥାଏ ସୁନା ମାଗଣାରେ ମିଳିଯାନ୍ତାନି। ଏବେ ଏହି…
Archives


