ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ…

ଜୀବନକୁ ଖୁସି ତଥା ସୁଖମୟ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ମନ ତାଙ୍କ ଆୟତ୍ତରେ ରହିଥାଏ, ଅଥବା ସ୍ଥିର ରହିଥାଏ ସେ ସବୁବେଳେ ସୁଖମୟ ଜୀବନ ବିତାଇଥାନ୍ତି। ଏହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତି ଅନ୍ୟର ସୁଖରେ ଦୁଃଖୀ ହୋଇଥାଏ ସେ ସାରା ଜୀବନ ସୁଖରୁ ବଞ୍ଚିତ ରହିଥାଏ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଶ୍ଲୋକର ତାତ୍ପର୍ଯ୍ୟ ହେଉଛି, ଯେଉଁ ବ୍ୟକ୍ତିର ମନ ସ୍ଥିର ଏବଂ ଶାନ୍ତ ନୁହେଁ ସେ ସାରା ଜୀବନ ଅସନ୍ତୁଷ୍ଟ ରହିଥାନ୍ତି। ସେ ଅନ୍ୟମାନଙ୍କ ମଧ୍ୟରେ ରହି ମଧ୍ୟ ନିଜକୁ ଖୁସି କରିପାରନ୍ତି ନାହିଁ। ତେଣୁ ଯଦି ଜୀବନକୁ ଖୁସି ଏବଂ ଶାନ୍ତ କରିବାକୁ ଚାହୁଁଛନ୍ତି ତେବେ ନିଜ ମନକୁ ଶାନ୍ତ ରଖିବାକୁ ହେବ। ଏଥିସହ ନକାରାତ୍ମକ ଚିନ୍ତାଧାରାକୁ ମନରୁ ଦୂରେଇ ଦେବାକୁ ପଡ଼ିବ ।


Enter your email to get our daily news in your inbox.

All Right Reserved By Dharitri.Com

ଖସି ଯାଇଥିବା ଖଞ୍ଜାକୁ ଠିକ୍‌ କରେ ଅଦା

ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯଦି ଅଣ୍ଟା ଭିତରେ ଅବା ମେରୁଦଣ୍ଡର ଶେଷ ଭାଗରେ ଥିବା ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ...

ସହକର୍ମୀଙ୍କ ସହ ଏକତ୍ରଭୋଜନ କରିବା ଦ୍ୱାରା ବଢ଼ିଥାଏ କାମ କରିବାର ଆଗ୍ରହ

ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ...

ଜୋତା ସଫା କରିବାର ସହଜ ଉପାୟ

ବଜାରରେ ଆଜିକାଲି ସୁନ୍ଦର ଓ ମହଙ୍ଗା ଜୋତା ବିକ୍ରି ହେଉଛି। ଏହାକୁ କିଣିବା ପରେ ଅପରିଷ୍କାର ହେଲେ ସଫା କରିବା ପାଇଁ ବଜାରରୁ ନାନା ପ୍ରକାରର...

ଆରୋଗ୍ୟ ରହିବା ଅନ୍ତରାଳେ…

ଆଜିକାଲିର ଧାଁ  ଧପଡ଼ ଜୀବନରେ ଅନେକେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ନ ଥାନ୍ତି। ନିଜର ଦୈନନ୍ଦିନ କାମରେ ବ୍ୟସ୍ତ ରହିବା ଯୋଗୁ ନିୟମିତ...

ଦାଗ ଦୂରକରିବେ ଏମିତି

ପୋଷାକପତ୍ରରେ ଲାଗିଯାଉଥିବା ଦାଗ ଦୂରକରିବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ସମ୍ପର୍କରେ ଜାଣିରଖନ୍ତୁ…. କପଡ଼ାରେ ପେଣ୍ଟିଂର ବିଭିନ୍ନ ଦାଗ ଲାଗିଲେ ସେହି ସ୍ଥାନରେ କିଛି...

ଏହି ୪ ଗୁଣରୁ ଜଣାପଡ଼େ ବ୍ୟକ୍ତିର ସ୍ବଭାବ…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ୪ଟି ଜିନିଷକୁ ଲକ୍ଷ୍ୟକରି ମନୁଷ୍ୟର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ଜାଣିବା ଏହି ୪ ଜିନିଷ ବିଷୟରେ… ତ୍ୟାଗ: କୌଣସି ବ୍ୟକ୍ତିଙ୍କୁ ପରଖିବା...

ଆଖି କ୍ୟାନ୍‌ସର ପାଇଁ ଇଞ୍ଜେକ୍‌ଶନ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ ହେଉଛି। ତଥାପି କେତେକ ରୋଗ ଆଜି ମଧ୍ୟ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା...

ବର୍ଷାଦିନିଆ ପୋଷାକ

ବର୍ଷାଦିନେ ପାଣିପାଗକୁ ଲକ୍ଷ୍ୟ କରି ପୋଷାକ ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବା ସହିତ ପରିବେଶକୁ ଉପଭୋଗ କରିହେବ। ତେଣୁ ଏହି ଋତୁରେ କିଭଳି ପୋଷାକ ଚୟନ କରିବେ...

Advertisement
Archives

Model This Week