Home Left

ସୋସିଆଲ ମିଡିଆରେ କାମ ମାଗିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ତଥା ଅଭିନେତା ସିକନ୍ଦର ଖେର ସୋସିଆଲ ମିଡିଆ ମାଧ୍ୟମରେ କାମ ମାଗୁଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି,ମୋତେ କାମ ଦରକାର, ମୁଁ ବି ହସିପାରେ। ଉକ୍ତ ଫଟୋରେ…

ସୋସିଆଲ ମିଡିଆରେ କାମ ମାଗିଲେ ଅନୁପମ୍‌ ଖେରଙ୍କ ପୁଅ; ନିର୍ଦ୍ଦେଶକ ଦେଲେ ଏଭଳି ଜବାବ

ବମ୍ବେ: ସୋସିଆଲ ମିଡିଆରେ କାମ ମାଗିଲେ ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି ମଧ୍ୟ। ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ସିକନ୍ଦର ଲେଖିଛନ୍ତି, କାମ ଖୋଜୁଛି, ହସି ବି…

ସେପ୍ଟେମ୍ବରରୁ ଏହି ଯୁବତୀଙ୍କୁ ବିବାହ କରିସାରିଲେଣି ପ୍ରଭୁଦେବା, ହେଲେ…

କୋରିଓଗ୍ରାଫର୍‌ ପ୍ରଭୁଦେବା ଗତ ସେପ୍ଟେମ୍ବରରେ ସିକ୍ରେଟ୍‌ ବିବାହ କରିଛନ୍ତି। ବିବାହ ତାଙ୍କ ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନବଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଜଣେ ଫିଜିଓଥେରାଫିଷ୍ଟ ଭାବେ କାର୍ଯ୍ୟ କରନ୍ତି। ପ୍ରଭୁଦେବା ପିଠି ଯନ୍ତ୍ରଣାର ଚିକିତ୍ସା ପାଇଁ ଯାଇଥିବାବେଳେ…

ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…

ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍‌ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କନ୍ୟାଘର ପକ୍ଷରୁ କୁହାଯାଇଛି ଯେ, ସରକାର ଏହି…

ମାତୃଗର୍ଭରୁ ସ୍ଥିର ହୋଇଥାଏ ପିଲାଙ୍କ ସହ ଜଡ଼ିତ ଏହି ୫ କଥା

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ… आयुः कर्म च वित्तं…

ଘରୁ ବାହାରିବା ପୂର୍ବରୁ ଏହି କାମ କରିବାକୁ କେବେ ଭୁଲି ନ ଥାନ୍ତି ମୁକେଶ ଅମ୍ବାନୀ: ଜାଣନ୍ତୁ ତାହା କ’ଣ…

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ କେବଳ ଦେଶର ନୁହନ୍ତି, ସମଗ୍ର ଏସିୟା ମହାଦେଶର ସୁବୁଠାରୁ ଧନୀ ଦମ୍ପତି। ନିଜର ବିଜ୍‌ନେସ ସେନ୍ସ ସାଙ୍ଗକୁ ଜୀବନଶୈଳୀକୁ ନେଇ ମୁକେଶ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁନିଆର ସବୁଠାରୁ ଦାମୀ ଘର ମଧ୍ୟରୁ ଅନ୍ୟତମ…

କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଦ୍ୱାରା ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ…

ପାକିସ୍ତାନକୁ ବଡ ଝଟ୍‌କା

ୟୁଏଇ,୨୦।୧୧: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ପାକିସ୍ତାନ ସମେତ ୧୨ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହା ନିଶ୍ଚିତ କରିଛି। ୟୁଏଇର ଏହି ନିଷ୍ପତ୍ତି ପରେ ପାକିସ୍ତାନ ଆର୍ଥିକ…

ରାସ୍ତାରେ ଗଡ଼ିବ OLA ଇ-ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ,୨୦ା୧୧: ଆପ୍‌ ଜରିଆରେ ଟ୍ୟାକ୍ସି ବୁକିଂ ସେବା ଦେଉଥିବା କମ୍ପାନୀ OLA ଏବେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା ଆସନ୍ତା ନୂଆବର୍ଷ ଉପଲକ୍ଷେ ଲଞ୍ଚ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। କମ୍ପାନୀ ଆସନ୍ତା ଜାନୁୟାରୀରେ ଏହା ବଜାରକୁ…

ଦିଲ୍ଲୀରେ ରହିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଯୋଗୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ରହିବେ। ଡାକ୍ତରଙ୍କ ପରାମର୍ଶରେ ଏକ ଅନୁକୂଳ ପରିବେଶରେ ଦିଲ୍ଲୀ ବାହାରେ କିଛି ସମୟ ସେ ଅତିବାହିତ କରିବେ। ଫଳରେ ସୋନିଆ ଗାନ୍ଧୀ…

କେବଳ ଏହି ଉପାୟରେ ବୃଦ୍ଧ ବି ହୋଇପାରିବେ ଯୁବକ

ବୃଦ୍ଧ ବି ଯୁବକ ହୋଇପାରିବେ। ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଶୁଦ୍ଧ ଅମ୍ଳଜାନ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଲୋକଙ୍କୁ ଏକ ଚାପ ଭର୍ତ୍ତି ଅମ୍ଳଜାନ ଚାମ୍ବରରେ ରଖାଯାଇଥିଲା। ଏହା ଦ୍ୱାରା…

କରୋନା ଭାକ୍ସିନ୍‌ର ପରୀକ୍ଷାମୂଳକ ଡୋଜ୍‌ ନେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋହତକ,୨୦।୧୧: କରୋନା ଲଢେଇ ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନର ତୃତୀୟ ପରୀକ୍ଷା ଶୁକ୍ରବାରଠାରୁ ହରିୟାଣାର ରୋହତକରୁ ଆରମ୍ଭ ହୋଇଛି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ପ୍ରଥମ ସ୍ବେଚ୍ଛାସେବୀ ହୋଇଛନ୍ତି ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌। ତୃତୀୟ ପର୍ଯ୍ୟାୟରେ ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri