ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଶେୟାର କଲେ ୨୦ତମ ବିବାହ ବାର୍ଷିକୀ ଫଟୋ, ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି କିଛି…

ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ୨୦ତମ ବିବାହ ବାର୍ଷିକୀର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀଙ୍କ ସହ କିଛି ପୁରୁଣା ଫଟୋରେ ନଜର ଆସିଛନ୍ତି। ଏହା ଏବେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓ ଶେୟାର କରି ସ୍ମୃତି କ୍ୟାପଶନ ଲେଖିଛନ୍ତି, ମୁଁ ଏଇୟା ମାନୁଛି କି, ମୁଁ ଜଣେ ସାଧାରଣ ମଣିଷ ନୁହେଁ, ଜଣେ ଗୃହିଣୀ ନୁହଁ କି ଘରୋଇ ମହିଳା ନୁହଁ। ମୁଁ ସବୁବେଳେ ମୋ’ ସ୍ବପ୍ନ ପଛରେ ଧାଇଁଥାଏ। ମାତ୍ର ତୁମେ ସବୁବେଳେ ମୋ ସାଥୀରେ ଅଛ। ଏଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ମୋତେ ଲାଗେ ବନ୍ଧୁତାରେ ସରି ଏବଂ ଥ୍ୟାଙ୍କ୍‌ୟୁ ନ ଥାଏ। ତଥାପି ମୁଁ ତୁମକୁ ଧନ୍ୟବାଦ ନ ଦେଇ ରହିପାରୁନି।

ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା ବି କରୁଛନ୍ତି। ଏହି ଭିଡିଓ ଶେୟାର ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

‘ଭ୍ୟାଲି ଅଫ୍‌ ବ୍ଲୁ ଫ୍ଲାଓ୍ବାର୍‌ସ’, ଭିଡିଓ ଶେୟାର କରି ଆଇଏଏସ୍‌ କହିଲେ…

ସମସ୍ତଙ୍କ ପାଇଁ ବସନ୍ତ ଋତୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଏହ ଋତୁକୁ ରାଜା କୁହାଯାଏ। ଏହା ମଧ୍ୟ ଭଗବାନ କୃଷ୍ଣଙ୍କର ପ୍ରିୟ ଋତୁ ବୋଲି କୁହାଯାଏ।...

ବାଘର କାନକୁ ଭିଡି ଧରିଲା କୁକୁର, ସିଂହ ନେଉଥିଲା ମଜା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ କ୍ୟାମେରାରେ ଏମିତି କିଛି ରେକର୍ଡ ହୁଏ, ଯାହାକୁ କେହି କଳ୍ପନା ମଧ୍ୟ...

୧୦୫ ବର୍ଷରେ କରୋନାକୁ ଜିତିଲେ

କୋଲ୍ଲାମ୍‌: ସମଗ୍ର ଦେଶରେ କରୋନା ସଂକ୍ରମିତ ଏବଂ ଏହା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏଭଳି ସମୟରେ କେରଳର ଜଣେ ୧୦୫ ବର୍ଷୀୟା ମହିଳା କରୋନାକୁ...

ପୁଣି ଏକ ତାମିଲ୍‌ ରିମେକ୍‌ରେ ଶାହିଦ: ‘ଜର୍ସି’ରେ ହେବେ କ୍ରିକେଟର୍‌

ମୁମ୍ବାଇ: ଚଳଚ୍ଚିତ୍ର ‘କବିର ସିଂ’ର ସଫଳତା ପରେ ଏବେ ପୁଣି ଏକ ତାମିଲ ରିମେକ୍‌ ‘ଜର୍ସି’ରେ କାମ କରିବାକୁ ଯାଉଛନ୍ତି ଶାହିଦ୍‌ କପୁର। ଏଥିରେ ସେ...

କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ...

କରୋନା ମୁକ୍ତ ହେଲେ ଉର୍ମିଳା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସୋସିଆଲ ମିଡିଆ ମାଧ୍ୟମରେ କରୋନା ନେଗେଟିଭ ହୋଇଥିବାର ସୂଚନା ଦେଇଛନ୍ତି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା...

ଅଧା ମୁହଁର ଟ୍ରେଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଟ୍ରେଣ୍ଡର ନାଁ ରହିଛି ହାଫ୍‌ ଫେସ୍‌। ଅର୍ଥାତ୍‌ ଅଧା ମୁହଁର...

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ...

Advertisement
Archives

Model This Week