Home Left

ନୂଆ ଅବତାରରେ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ସାଜିଦ ନାଡିୱାଡୱାଲାଙ୍କ ଆକ୍ସନ କମେଡି ଫିଲ୍ମ ବଚ୍ଚନ ପାଣ୍ଡେରେ ଏବେ ଆଉ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ସାମିଲ ହୋଇଯାଇଛି । ସୁପରଷ୍ଟାର ଅକ୍ଷୟ କୁମାର, କ୍ରିତି ସାନନ, ଅରଶଦ ୱାରସିଙ୍କ ଭଳି ଏବେ ଏମାନଙ୍କ ସହ ସାମିଲ ହୋଇଛନ୍ତି…

ଏପରି ସ୍ତ୍ରୀ ଥିଲେ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟବାନ

ଗୋରା ରଙ୍ଗ ପାଇଁ ସାରା ଦୁନିଆ ପାଗଳ। ସମସ୍ତେ ଗୋରା ଝିଅକୁ ବିବାହ କରିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ଆପଣଙ୍କର ଶ୍ୟାମଳ ରଙ୍ଗର ପ୍ରେମିକା କିମ୍ବା ସ୍ତ୍ରୀ ଅଛନ୍ତି ତେବେ ଆପଣ ହେଉଛନ୍ତି ସବୁଠାରୁ ଭାଗ୍ୟବାନ। ଜାଣିବା ସେ ବିଷୟରେ… ଶାସ୍ତ୍ର…

ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା ମାତ୍ରେ ଏହାର ପ୍ରଥମ ସ୍ମୃତି ହେଉଛି ଲର୍ଡସ ପଡିଆରେ ଖେଲାଯାଇଥିବା ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ…

୨ ଥର ନାଁ ପରିବର୍ତ୍ତନ କରିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଫିଲ୍ମ ଜଗତଠାରୁ ବହୁ ଦୂରରେ

ବଲିଉଡରେ ପ୍ରତିଦିନ ଷ୍ଟାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହୁଏ। ଫିଲ୍ମ ହିଟ୍‌ ହେଲେ କଳାକାର ରାତାରାତି ଷ୍ଟାର ପାଲଟିଯାଆନ୍ତି। ତେବେ ୨୦୦୫ ମସିହାରେ ଫିଲ୍ମ ‘ସରକାର’ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା କୋଠାରୀ। ପରେ ‘ଜେମ୍ସ’ ଏବଂ ‘ଦ କିଲର୍‌’ ଭଳି…

ଦୀପିକାଙ୍କୁ ଭେଟିବାକୁ ଗଲେ ରଣବୀର: ଫ୍ୟାଶନ ସେନ୍ସକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ ଏବେ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ମଙ୍ଗଳବାର ସକାଳେ ଶୁଟିଂ ପାଇଁ ଦୀପିକା ଅଲିବାଗ ବାହାରିଥିଲେ । ହେଲେ ସକାଳେ ଶୁଟିଂ ପାଇଁ ବାହାରିବା…

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏପରି କରି ଭାଜପା ମହାରାଷ୍ଟ୍ରରେ…

ମାଙ୍କଡ଼ଙ୍କୁ ଏପରି ଅବସ୍ଥାରେ ଦେଖି ଡରିଗଲା ମହାବଳ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଶିବସେନାରେ ସାମିଲ୍‌ ହେଲେ ଉର୍ମିଳା

ମୁମ୍ବାଇ,୧।୧୨: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିଛନ୍ତି। ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ଶିବସେନାରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ୍‌ ହୋଇଛନ୍ତି। ଏବେ ସେ ବିଧାନ…

ପିଲାଙ୍କ ପାଇଁ

ଏବେ ବି କରୋନା ଲାଗି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏମିତିରେ ପ୍ରତିଦିନ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଘରେ ପ୍ରସ୍ତୁତ କରି ଖୁଆଇବା ମା’ମାନଙ୍କ ଲାଗି ସାଜିଛି ଏକ ବଡ଼ ଚ୍ୟାଲେଞ୍ଜ।…

୫ କୋଟି ଚାରା ରୋପଣ କରିବେ ନୀତିଶ ସରକାର

ପାଟନା,୧।୧୨: ବିହାରରେ ୨୦୨୧ରେ ୫ କୋଟି ଚାରା ରୋପଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସବୁଜ ମିଶନ ଅନ୍ତର୍ଗତ ଅଢ଼େଇ କୋଟି ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ…

ପ୍ରିୟଙ୍କା ନୁହଁନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ନିକ୍‌ଙ୍କ ପ୍ରଥମ ପ୍ରେମିକା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବବାକୁ ଆଜି ୨ ବର୍ଷ ହୋଇଯାଇଛି। ଆଜିର ଦିନରେ ଅର୍ଥାତ୍‌ ୧-୨ ଡିସେମ୍ବର, ୨୦୧୮ରେ ଏହି ଯୋଡି ହିନ୍ଦୁ ଏବଂ ଖ୍ରୀଷ୍ଟିିୟାନ୍‌ ରୀତିରେ ବିବାହ କରିଥିଲେ। ଏହି ବିବାହ ଯୋଦ୍ଧପୁରର ଉମିଦ୍‌…

ଏପରି ଶିଡ଼ି ଲାଗି ଘରେ ହୋଇଥାଏ କ୍ଷତି

ପ୍ରାୟ ସମସ୍ତଙ୍କ ଘରେ ପାହାଚ ରହିଛି। ତେବେ ବାସ୍ତୁଶାସ୍ତ୍ରରେ ପାହାଚ ପାଇଁ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ ସମୃଦ୍ଧି ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଯଦି ବ୍ୟକ୍ତି ଏହାକୁ ଠିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri