Posted inଖେଳ

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦ ପର୍ଯ୍ୟନ୍ତ ଖେଳାଯିବ। ସମସ୍ତ ମ୍ୟାଚ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବ। ଏଥର ଏହି ଲିଗ ଅଲଗା ହେବ, କାରଣ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳାଯିବ। ଏଥର ଦଳଗୁଡିକ ଘରୋଇ ପଡ଼ିଆରେ ଖେଳିବାର ସୁବିଧା ପାଇବେ ନାହିଁ । ସମସ୍ତ ଦଳ ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ, ମୁଖ୍ୟ ଖେଳାଳିଙ୍କ ହଠାତ୍‌ ବାଦ୍‌ ପଡିବା ହେତୁ କିଛି ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

 जोश फिलिप: आरसीबी के प्रभावशाली जोश फिलिप (ऑस्ट्रेलिया) की बिग बैश लीग में जबरदस्त फॉर्म देखने को मिली थी. 23 वर्षीय जोश दूसरे सबसे अधिक रन बनाने वाले खिलाड़ी थे. विकेट के पीछे भी उनका प्रदर्शन शानदार रहा था. इस माह के शुरू में जोश ने निजी कारणों से आईपीएल से अपना नाम वापस ले लिया. जोश ने 2020 आईपीएल में डेब्यू किया था और पांच पारियों में केवल 78 रन बनाए थे. हालांकि, आरसीबी ने न्यूजीलैंड को फिन एलेन को उनके रिप्लेसमेंट के रूप में शामिल किया है. एलेन ने बांग्लादेश के खिलाफ डेब्यू किया. न्यूजीलैंड के विकेटकीपर बल्लेबाज ने 13 टी20 में 48.8 की औसत और 183.3 की स्ट्राइक रेट से 537 रन बनाए हैं. (Josh Philippe/Instagram)

ଜୋଶ ଫିଲିପ: ବିଗ୍‌ ବାଶ୍‌ ଲିଗ୍‌ରେ ଆରସିବିର ପ୍ରଭାବଶାଳୀ ଖେଳାଳି ଜୋଶ ଦିଲ୍ଲୀପ (ଅଷ୍ଟ୍ରେଲିଆ) ଜବରଦସ୍ତ ଫର୍ମରେ ଥିଲେ। ଏହି ଲିଗ୍‌ରେ ୨୩ ବର୍ଷୀୟ ଜୋସ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଥିଲେ। ଉଇକେଟ ପଛରେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ଥିଲା। ଏହି ମାସ ଆରମ୍ଭରେ, ଜୋଶ ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରି ଯାଇଥିଲେ। ଜୋସ ୨୦୨୦ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ପାଞ୍ଚ ଇନିଂସରେ ମାତ୍ର ୭୮ ରନ ସଂଗ୍ରହ କରିଥିଲେ। ତେବେ ଜୋଶଙ୍କ ବଦଳରେ ଆରସିବି ନ୍ୟୁଜିଲାଣ୍ଡ ଖେଲାଳି ଫିନ ଆଲେନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଛି।

 श्रेयस अय्यर: आईपीएल 2021 करीब है. ऐसे में दिल्ली कैपिटल्स के लिए नया कप्तान खोजना आसान नहीं होगा. डीसी के कप्तान और मुख्य बल्लेबाज श्रेयस अय्यर इंग्लैंड के खिलाफ वनडे सीरीज के दौरान कंधे की चोट की वजह से पूरे टूर्नामेंट से बाहर हो गए हैं. इंग्लैंड के खिलाफ पहले वनडे में उन्हें यह चोट लगी. कंधे की हड्डी डिस्लोकेट होने की वजह से माना जा रहा है कि वह सितंबर तक क्रिकेट से दूर रह सकते हैं. श्रेयस अय्यर की सर्जरी 8 अप्रैल को होनी है. उसके बाद ही पता चल पाएगा कि उन्हें क्रिकेट से कब तक दूर रहना होगा. (PIC: AFP)

ଶ୍ରେୟସ ଆୟର: ଆଇପିଏଲ୍‌ ୨୦୨୧ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଜୋରଦାର ଝଟ୍‌କା ଲାଗିଛି। ଦଳର ଅଧିନାୟକ ଶେୟାଶ ଆୟାର ଆହତ ହୋଇ ଟୁର୍ନମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରେ କାନ୍ଧରେ ଆଘାତ ଲାଗିଥିବାରୁ ଶ୍ରେୟାସ ଆୟରଙ୍କୁ ସମଗ୍ର ଟୁର୍ନାମେଣ୍ଟରୁ ବାଦ ଦିଆଯାଇଛି।

 जोफ्रा आर्चरः आईपीएल 2021 से पहले राजस्थान रॉयल्स को बड़ा झटका लगा है. इंग्लैंड के तेज गेंदबाज जोफ्रा आर्चर चोट की वजह से टूर्नामेंट से बाहर हो गए हैं. वह पिछले काफी समय से दायें हाथ की कोहनी में दर्द से परेशान थे. उनके दायें हाथ में भी एक कट पड़ गया, जिसकी सर्जरी हाल ही में हुई है. उनके हाथ से कांच का टुकड़ा निकला है. उनकी इस मेडिकल हालत के बाद काफी मुश्किल है कि वह भारत लौटें और आईपीएल खेलें. (PIC : AP)

ଜୋଫ୍ରା ଆର୍ଚର: ଆଇପିଏଲ ୨୦୨୧ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଟୁର୍ନାମେଣ୍ଟରୁ ବାଦ ଦିଆଯାଇଛି। ସେ ଦୀର୍ଘ ସମୟ ଧରି ଡାହାଣ ହାତର କାନ୍ଧରେ ଯନ୍ତ୍ରଣା ଭୋଗୁଥିଲେ। ନିକଟରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

 डेल स्टेनः दक्षिण अफ्रीका के दायें हाथ के तेज गेंदबाज अपने समय के खतरनाक गेंदबाज रहे हैं. हालांकि, यह सीमर अब उतना प्रभावशाली नहीं रहा. 2008 से स्टेन आईपीएल से लगातार जुड़े हैं, लेकिन हालियां वर्षों में उन्हें प्लेइंग 11 में बने रहने के लिए संघर्ष करना पड़ रहा है. अपने शानदार आईपीएल करियर में वह आरसीबी, डेक्कन चार्जर, सनराइजर्स हैदराबाद, गुजरात लॉयंस के लिए खेल चुके हैं. आरसीबी के लिए उन्होंने तीन मैच में 11.40 की इकोनॉमी से केवल एक विकेट लिया है. इस अफ्रीकी गेंदबाज ने आईपीएल 2021 को छोड़ने का फैसला किया है. (Dale Styen/Instagram)

ଡେଲ ଷ୍ଟେନ: ଦକ୍ଷିଣ ଆଫ୍ରିକାର ଡାହାଣହାତୀ ଦ୍ରୁତ ବୋଲର ଆଇପିଏଲ ୨୦୨୧ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆରସିବିକୁ ଝଟ୍‌କା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?