Home Left

ଆଗକୁ ଆସିଲା କିଙ୍ଗ୍‌ ଖାନ୍‌ଙ୍କ ନ୍ୟୁ ଲୁକ୍‌

ମୁମ୍ବାଇ, ୧।୧୨ : ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ବ୍ଲକବାଷ୍ଟର ଫିଲ୍ମ ‘ଓ୍ବାର’ ଡିରେକ୍ଟର ସିଦ୍ଧାର୍ଥ ଆନନ୍ଦ ଶାହରୁଖଙ୍କ ପରବର୍ତ୍ତୀ ଫିଲ୍ମ ‘ପଠାନ’ର ନିର୍ଦ୍ଦେଶନା ଦେବେ। ମଙ୍ଗଳବାର ୟଶ ରାଜ ଷ୍ଟୁଡିଓ…

ଏହି ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ରହିବ ଡିସେମ୍ବର: ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ..

ବର୍ଷ ୨୦୨୦ର ଶେଷ ମାସ ଅର୍ଥାତ ଡିସେମ୍ବର ଆରମ୍ଭ ହୋଇଛି। ଅନେକ ରାଶି ପାଇଁ ଏହି ମାସଟି ଖାସ ରହିବ। ବିଶେଷକରି କର୍କଟ, ସିଂହ, ମକର ଏବଂ ମୀନ ରାଶିର ବ୍ୟକ୍ତିବିଶେଷ ଧନଲାଭର ସୁଯୋଗ ପାଇବେ। ହେଲେ ଅନ୍ୟ ରାଶି ଏହି…

ଗ୍ରାହକଙ୍କୁ ଭୋଡାଫୋନ୍‌ ଆଇଡିଆର ଝଟକା: ମହଙ୍ଗା ହେଲା ଲୋକପ୍ରିୟ ୨ ପ୍ଲାନ୍‌

ନୂଆଦିଲ୍ଲୀ,୧।୧୨: ଟେଲିକମ୍‌ କମ୍ପାନୀ ଭୋଡାଫୋନ ଆଇଡିଆ(ଭିଆଇ) ନିଜର ଦୁଇଟି ପୋଷ୍ଟପେଡ୍‌ ପ୍ଲାନ ମହଙ୍ଗା କରିଛି। କମ୍ପାନୀ ନିଜର ଲୋକପ୍ରିୟ ପ୍ଲାନର ମୂଲ୍ୟ ୫୦ ଟଙ୍କା ଅଧିକ କରିଛି। ଏଥିରେ ୫୯୮ ଏବଂ ୭୪୯ ଟଙ୍କାର ପ୍ଲାନ୍‌ ରହିଛି। ଏବେ ଏହାକୁ ନେବାକୁ…

ଖୋଲିବାକୁ ମନା ସତ୍ତ୍ୱେ ଚାଲିଥିଲା ସ୍କୁଲ, ରାଜଧାନୀର ଏହି ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜଧାନୀର ଚିନ୍ତାମଣୀସ୍ବର ଲେନ୍‌-୬ ଅଞ୍ଚଳରେ ଥିବା ଏକ ସ୍କୁଲ କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ କରିଆସୁଥିଲା। ଏହାକୁ ନେଇ ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ମଙ୍ଗଳବାର ବିଏମ୍‌ସି ସିଲ୍‌ କରିଛି। ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ଏବେ ସ୍କୁଲ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ…

ପୂର୍ବ ଶତ୍ରୁତାକୁ ନେଇ ଘର ଉପରକୁ କରିଥିଲେ ଗୁଳିମାଡ଼: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁରୁଷୋତ୍ତମପୁର ପୋଲିସ

ପୁରୁଷୋତ୍ତମପୁର, ୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ କେହି ଆହାତ ହୋଇ ନ ଥିଲେ ହେଁ ପୋଲିସ ଘଟଣସ୍ଥଳରୁ ଫୁଟିଥିବା ଗୁଳିର ଦୁଇଟି ଖୋକା ସହ ଗୋଟିଏ…

ନୟାଗଡ଼ରେ ଅରୁଣ ବୋଥ୍ରା

ନୟାଗଡ଼ ଅଫିସ,୧।୧୨: ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚିଛନ୍ତି। ନୟାଗଡ଼ ସର୍କିଟ ହାଉସ୍‌ରେ ପୂର୍ବରୁ ୪ଜଣିଆ ଟିମ୍‌ ଉପସ୍ଥିତ ଥିଲେ। ଏହାପରେ ବୋଥ୍ରାଙ୍କ ଟିମ୍‌ ପରିର ଗାଁ ଯଦୁପୁର ଯାଇ ମା’ବାପାଙ୍କୁ…

ନିଜପରି ବନ୍ଧୁଙ୍କୁ ଅବିବାହିତ ରଖିବାକୁ ଚାହୁଁଥିଲେ ସଲମାନ୍‌: ବନ୍ଧୁଙ୍କ ବିବାହ ସମୟରେ କାନରେ କହିଥିଲେ ଏହା…

ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ସଲମାନ୍‌ଙ୍କ ବିବାହକୁ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତିମଧ୍ୟରେ ସେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ନିକଟରେ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମ ‘ହାଉସଫୁଲ’ର ପ୍ରମୋଶନ କରିବାକୁ ସାଜିଦ ନାଦିଓ୍ବାଦଓ୍ବାଲ…

୨୧ ବର୍ଷ ପୂର୍ବେ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଥିଲେ ସଲମାନ୍‌: ଛପା ସରିଥିଲା କାର୍ଡ, ହେଲେ….

ସଲମାନ୍‌ ଖାନ୍‌ ଇତିମଧ୍ୟରେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ନିଜ ବିବାହକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସମସ୍ତେ ତାଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ତେବେ ୨୧ ବର୍ଷ ପୂର୍ବେ…

ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ପରି ଦେଖିବାକୁ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧୀନରେ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଆରମ୍ଭ କରିଥିବା ସୁଦୀପ ତ୍ୟାଗୀଙ୍କ ସ୍ତ୍ରୀ ପିୟା ତ୍ୟାଗୀ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପିୟା ଇନ୍‌ଷ୍ଟାଗ୍ରାମରେ ବେଶ୍‌ ସକ୍ରିୟ ଥାନ୍ତି। ସେ ଅଧିକାଂଶ…

ସମ୍ମାନ ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ତୃତୀୟ ଦିନିକିଆ ମ୍ୟାଚ୍‌

କାନବେରା,୧।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଏକଦିବସୀୟ ସିରିଜ ହାରିଛି ଟିମ ଇଣ୍ଡିଆ। ଏବେ ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବା ଦଳ ପାଇଁ ସୁଯୋଗ ରହିଛି। ଟି-୨୦ ସିରିଜ ପୂର୍ବରୁ ଉଭୟ ଦଳ ଶେଷ ଦିନିକିଆରେ ବୁଧବାର ମୁହାଁମୁହିଁ ହେବେ।…

ଆଉ ଏକ କ୍ରିକେଟ୍‌ ଟିମ୍‌ର ମାଲିକ ହେଲେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏବଂ କାରାବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଆମେରିକାର ଟି-୨୦ ଲିଗ୍‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଏବଂ ତ୍ରିନିଦାଦ୍‌ ଏବଂ…

ଲାଠିଚାର୍ଜ କରିଥିବା ପୋଲିସଙ୍କୁ ପ୍ରସାଦ ଦେଲେ ଅନ୍ନଦାତା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଅନ୍ନଦାତା ଆନ୍ଦୋଳନ କରିଛନ୍ତି। ଅନ୍ନଦାତାଙ୍କ ବିରୋଧରେ ପୋଲିସମାନେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ପ୍ରବଳ ଥଣ୍ଡାରେ ପାଣି ବର୍ଷା କରିଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସମାନେ ଲାଠିଚାର୍ଜ ମଧ୍ୟ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri