ଥାନା ହାଜତରେ ଲାଗିବ ସିସିଟିଭି
ନୂଆଦିଲ୍ଲୀ, ୩।୧୨: ଦେଶର ସମସ୍ତ ଥାନା ଏବଂ ସିବିଆଇ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଦି ତଦନ୍ତକାରୀ ସଂସ୍ଥାରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ। ଉକ୍ତ କ୍ୟାମେରାରେ ନାଇଟ୍ ଭିଜନ ସାଙ୍ଗକୁ ଅଡିଓ ରେକର୍ଡିଂ ସୁବିଧା ରହିବ।…
ବଢିଲା ନେତନ୍ୟାହୁଙ୍କ ସମସ୍ୟା, ଭାଙ୍ଗିଲା ଇସ୍ରାଏଲ ସାଂସଦ
ଜେରୁଜେଲମ,୩ ।୧୨: ଇସ୍ରାଏଲରେ ଭ୍ରଷ୍ଟାଚାର ଅଭିଯୋଗର ସାମ୍ନା କରୁଥିବା ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ସମସ୍ୟା ଆହୁରି ବଢିଯାଇଛି । ବୁଧବାର ଇସ୍ରାଏଲ ସାଂସସ ସଂସଦ ଭାଙ୍ଗିବା ପ୍ରସ୍ତାବକୁ ପ୍ରାଥମିକ ଭୋଟ ଜରିଆରେ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଦେଶ ୨ ବର୍ଷରୁ…
ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ
ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ…
ଲିଭ୍ ଇନ୍ ରିଲେସନଶିପ ଆଇନ ସମ୍ମତ, ଏଥିରେ କେହି କରିପାରିବେନି ହସ୍ତକ୍ଷେପ: ଆହ୍ଲାବାଦ ହାଇକୋର୍ଟ
ପ୍ରୟାଗରାଜ,୩ ।୧୨: ଲିଭ୍ ଇନ୍ ରିଲେସନଶିପରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଆଶ୍ୱସ୍ତିକର ଖବର । ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଲିଭ୍ ଇନ୍ ରିଲେସନଶିପ ଆଇନ ସମ୍ମତ ତେଣୁ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । ଏମିତିକି ଅଭିଭାବକ ମଧ୍ୟ ଏଥିରେ…
ସୌନ୍ଦର୍ଯ୍ୟ ହରାଉଛି ଯଗୁସାଗର ପୋଖରୀ
ଦୋବଲ, ୩ା୧୨( ଡି.ଏନ୍.ଏ.)- ଭଦ୍ରକ ଜିଲା ଧାମନଗର ସ୍ଥିତ ସର୍ବ ପୁରାତନ ଓ ଐତିହାସିକ ଯଗୁସାଗର ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଜମିଦାରୀ ପ୍ରଥା ଉଚ୍ଛେଦ ପରେ ଏହି ପୋଖରୀ ସରକାରଙ୍କ ମତ୍ସ୍ୟ ବିଭାଗ ଅଧୀନରେ ରହିଛି। ହେଲେ ଦୀର୍ଘବର୍ଷ…
ରାସେଶ୍ୱରୀଙ୍କୁ ନେଇ ଚିନ୍ତାରେ ମା’ବାପା
ଖଇରା,୩।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ଗ୍ରାମର ସୁମତୀ ବେହେରା ଓ ସ୍ବାମୀ ତାପସଙ୍କୁ ଘାରିଛି ଗୋଟିଏ ଚିନ୍ତା। କେମିତି ନିଜର ଝିଅକୁ ଭଲ କରି ପାରିଲେ ଅନ୍ୟ ପିଲାଙ୍କ ଭଳି ନାଚି ଖେଳି ତାଙ୍କୁ ଖୁସିର…
କୋଭିଡ ଯୋଦ୍ଧା ହାବିଲଦାରଙ୍କ ପରଲୋକ
ବଲାଙ୍ଗୀର ଅଫିସ, ୩ା୧୨: ବଲାଙ୍ଗୀର ଜିଲା ପାଟଣାଗଡ ଥାନାର ଟାଉନ୍ ହାବିଲଦାର କୋଭିଡ ଯୋଦ୍ଧା ମନୋରଞ୍ଜନ ବାରିକ (୪୪)ଙ୍କ ଭୁବନେଶ୍ୱର କିମସ୍ ହସ୍ପିିଟାଲରେ ବୁଧବାର ପୂର୍ବାହ୍ନରେ ପରଲୋକ ଘଟିଛି। କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ବଲାଙ୍ଗୀର କୋଭିଡ ହସ୍ପିଟାଲରେ…
ଲାଠୋରରେ ହାତୀ ଉପଦ୍ରବ
ଲାଠୋର, ୩ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲାଠୋର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବନାଞ୍ଚଳ ଅଧୀନ ବେନ୍ଦେର ସଂରକ୍ଷଣ ଜଙ୍ଗଲରୁ ହାତୀପଲ ଆସି ଉପଦ୍ରବ କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ଗତ ୧୫ ଦିନ ହେବ ଉପଦ୍ରବ ଚଳାଇଥିବା ପଲରେ ଛୋଟବଡ…
ଇଣ୍ଡିଆନ ସୁପର ଲିଗ୍: ଓଡ଼ିଶା ଏଫ୍ସି- ଏଟିକେ ମୋହନବାଗାନ ମୁକାବିଲା
ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର ଖେଳା ଯାଇଥିବା ଜାମ୍ସେଦ୍ପୁର ଏଫ୍ସି ବିପକ୍ଷ ମ୍ୟାଚ୍କୁ ଓଡ଼ିଶା ବେଶ୍ ଲଢୁଆ ଢଙ୍ଗରେ ୨-୨…
ଅଟୋଚାଳକରୁ ୟୁଟ୍ୟୁବ୍ ହିରୋ
କେନ୍ଦୁଝର, ୩।୧୨(ସ୍ବ.ପ୍ର.)-ୟୁଟ୍ୟୁବ୍ ଏବେ ଅନେକ ପ୍ରତିଭାଙ୍କ ପାଇଁ ବରଦାନ ପାଲଟି ଯାଇଛି। ଏଥିଯୋଗୁ ବହୁ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି, ଆଉ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମିଳୁଛି ସ୍ବତନ୍ତ୍ର ପରିଚୟ । ଏହିଭଳି ଜଣେ ୟୁଟ୍ୟୁବ୍ କଳାକାର ହେଉଛନ୍ତି କେନ୍ଦୁଝର ସହର ନିହାଲସିଂସାହିର…
ପେଟିଏମ୍ ଅଂଶଧନ ବିକିପାରେ ଚାଇନାର ଆଣ୍ଟ ଗ୍ରୁପ
ନୂଆଦିଲ୍ଲୀ: ଚାଇନାର ଆଣ୍ଟ ଗ୍ରୁପ ଭାରତୀୟ କମ୍ପାନୀ ପେଟିଏମ୍ରେ ରହିଥିବା ଏହାର ଅଂଶଧନକୁ ବିକ୍ରି କରିବା ଲାଗି ବର୍ତ୍ତମାନ ବିଚାର କରୁଛି। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ତିକ୍ତତା ଯୋଗୁ କମ୍ପାନୀ ଏଭଳି କରିବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି।…
ସଂଘର୍ଷରୁ ସଫଳ ‘ଉତ୍ତମ’
ଭୁବନ, ୩।୧୨(ଡି.ଏନ.ଏ.) ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ନେଇଥିଲା ବହି ବସ୍ତାନି। ଜଣେ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷିତ ହେବାର ଅଭିଳାଷରେ ସେଇଠି ପଡ଼ିଗଲା ଯବନିକା। ତଥାପି ସେ ମାନି ନ ଥିଲେ ହାର୍। ହାତରେ ଆଶାବାଡ଼ି, କାନ୍ଧରେ ଦାୟିତ୍ୱର ବଡ଼ ଗଣ୍ଠିଲି ଧରି…
Archives


