Home Left

ମିଚେଲ ଷ୍ଟାର୍କ ଆହତ

କାନବେରା, ୩।୧୨(ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆହତ ହୋଇଛନ୍ତି। ସେ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିପାଇଁ ସେ ଭାରତ ବିପକ୍ଷ ତୃତୀୟ ଦିନିକିଆରେ ଖେଳିପାରିଲେ ନାହିଁ ବୋଲି ବୁଧବାର ଅଧିନାୟକ ଆରୋନ ଫିଞ୍ଚ୍‌ ପ୍ରକାଶ…

ରାସ୍ତାରୁ ଉଠିଗଲାଣି ପିଚୁ, ମେଟାଲ ପଡିଛି

ବଲାଙ୍ଗୀର ଅଫିସ, ୩ା୧୨:  ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ଆଟଗାଁ ଗ୍ରାମପଞ୍ଚାୟତର ସାନବୁର୍କାବାହାଲ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଛି। ୨୦୧୩ ମସିହାରେ ଆଟଗାଁ ଗାଁମୁଣ୍ଡରୁ ସାନବୁର୍କାବାହାଲ ପ୍ରାୟ ୩ କିମିି…

ଇଣ୍ଡିଆନ ସୁପରଲିଗ୍‌ : ହାଇଦ୍ରାବାଦ-ଜାମଶେଦପୁର ମ୍ୟାଚ ଡ୍ର

ଭାସ୍କୋ, ୨।୧୨- ଆରିଡାନେ ସାଣ୍ଟାନାଙ୍କ ପରେ ପ୍ରତିପକ୍ଷ ଷ୍ଟିଫେନ୍‌ ଏଜେଙ୍କ ଗୋଲ ଯୋଗୁ ବୁଧବାର ହାଇଦ୍ରାବାଦ୍‌ ଏଫ୍‌ସି ଓ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ…

ବିଗ୍‌ ବସ୍‌ରୁ ଓହରିଲେ କବିତା କୌଶିକ

ମୁମ୍ବାଇ,୨ା୧୨- ଚଳିତ ବିଗ୍‌ ବସ୍‌ରୁ ଓହରି ଯାଇଛନ୍ତି ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିବା କବିତା କୌଶିକ। ସେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହି ଏପିସୋଡ୍‌ ବୁଧବାର ପ୍ରସାରିତ ହେବ। ବିଗ୍‌ ବସ୍‌ ଘରେ ସାଥି କଣ୍ଟେଷ୍ଟାଣ୍ଟ ରୁବିନା…

ଭିଜିଲାନ୍ସ ଜାଲରେ କୋଟିପତି ମହିଳା କିରାଣି  

ଜଗତ୍‌ସିଂହପୁର ଅଫିସ, ୨ା୧୨-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତ୍‌ସିଂହପୁର ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ (ଜିପିଓ) ସେକ୍ସନ୍‌ ଅଫିସର ସଞ୍ଜୁକ୍ତା ଦାସ। ଭିଜିଲାନ୍ସ ଟିମ୍‌ ବୁଧବାର ତାଙ୍କ ଜଗତ୍‌ସିଂହପୁର ସାତପୁରାସ୍ଥିତ ପୈତୃକ ବାସଭବନ ସମେତ ସ୍ଥାନୀୟ ପାଣିଶାଳିଆସ୍ଥିତ ଘର, କଟକ ମହାନଦୀ ବିହାରସ୍ଥିତ ଫ୍ଲାଟ୍‌…

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରି ଅର୍ଥରୁ ୫ କୋଟି ଟଙ୍କାର ଠକେଇ

ଅହମ୍ମଦାବାଦ,୨ା୧୨- ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରି ଅର୍ଥରୁ ୫ କୋଟି ଟଙ୍କାର ଠକେଇ ହୋଇଛି। ଏ ନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ। ୨୦୧୮ ନଭେମ୍ବରରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରିରୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୬୦ କରୋନା ଆକ୍ରାନ୍ତ: ମୟୂରଭଞ୍ଜ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୬୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡରୁ ୪୬, ବଲାଙ୍ଗୀରରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ୱରରୁ ୩୮, କଟକରୁ ୩୮,…

ଟି୨୦ ସିରିଜରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୨।୧୨: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ୯ ଉଇକେଟରେ ଅତି ସହଜରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ କ୍ଲିନ ସୁଇପ୍‌ କରିଛି ଭ୍ରମଣକାରୀ…

ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,ଉକ୍ତ ଗ୍ରାମରେ…

ନୂଆ କୃଷି ଆଇନକୁ ରଦ୍ଦ ନ କଲେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ , ଚେତାବନୀ ଦେଲା କୃଷକ ସଂଘ

ନୂଆଦିଲ୍ଲୀ,୨ା୧୨- କୃଷି ଆଇନକୁ ବିରୋଧ କରୁଥିବା ଅନ୍ନଦାତାମାନେ କେନ୍ଦ୍ର ସରକାରଙ୍କୁ ବୁଧବାର ଦେଇଛନ୍ତି ଚେତାବନୀ। ସରକାର ବିଶେଷ ବୈଠକ ଡକାଇ ଏହି ବିବାଦୀୟ ଆଇନକୁ ରଦ୍ଦ କରନ୍ତୁ। ନ ହେଲେ ଆମେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ ବୋଲି ରୋକଠୋକ୍‌ ଶୁଣାଇ…

ଭୋକ ସହି ନ ପାରି ଗଛରେ ଚଢିଗଲେ ଛେଳି ପଲ : ଆଉ ତା ପରେ ଘଟିଲା ଏମିତି

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଦଳେ ଛେଳି ମଧ୍ୟାହ୍ନଭୋଜନ ପାଇଁ ଗଛର ଶୀର୍ଷରେ ଚଢିଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଦଳେ ଛେଳି ଗଛ ଉପରେ ଚଢିଯାଇଛନ୍ତି। ପରେ ଡାଳରେ ଛିଡା ହୋଇ ପତ୍ର…

କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର

ଭୁବନେଶ୍ୱର,୨।୧୨(ବ୍ୟୁରୋ)-ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ଏ ନେଇ ସବୁ ଜିଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି କରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ ଶାସନ ସଚିବ। କ୍ରମାଗତ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri