କିରଣ ଜଣେ ଯୋଦ୍ଧା, ଖୁବ୍‌ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର

ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେର ବ୍ଲଡ କ୍ୟାନ୍‌ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ ବର୍ଷ ମଲ୍ଟିପଲ ମାଇଲୋମା ନାମକ ଏକ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ସ୍ବାମୀ ତଥା ଅଭିନେତା ଅନୁପମ ଖେର ସ୍ପଷ୍ଟ କରିଛନ୍ତି। ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, ଗୁଜବ ପ୍ରଚାର ନହେବା ପାଇଁ ମୁଁ ଏହାକୁ ଶେୟାର କରୁଛି। ମୁଁ ଏବଂ ସିକନ୍ଦର(ପୁଅ) ଜଣାଇବାକୁ ଚାହୁଁଛୁ, କିରଣ ମଲ୍ଟିପଲ ମାଇଲୋମା ଏକ ପ୍ରକାର ବ୍ଲଡ କ୍ୟାନ୍‌ସରରେ ପୀଡିତ। ସେ ଏବେ ଚିକିତ୍ସିତ ହେଉଛନ୍ତି ଏବଂ ଆମେ ନିଶ୍ଚିତ ଯେ ସେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବେ। ସେ ଜଣେ ଯୋଦ୍ଧା। ସେ ହୃଦୟରୁ ସବୁକିଛି କରନ୍ତି। ଏଥିପାଇଁ ଲୋକେ ତାଙ୍କୁ ଭଲ ପାଆନ୍ତି। ତେଣୁ ସେ ଖୁବ୍‌ଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ଅନୁପମ ଆଶାବାଦୀ ଅଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ପାଇଁ ସେ କୃତଜ୍ଞ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ...

ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ହାର୍ଟଆଟାକ୍‌ରେ ତାଙ୍କର...

ଗଣେଶ ଚତୁର୍ଥୀରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଚଳିତ ଥର ସବୁ ପର୍ବପର୍ବାଣି ଫିକା ପଡ଼ିଯାଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଗଣେଶ ପୂଜା। ଶନିବାର...

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ!

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହୋଇପାରେ। ତେବେ ପରିଣୀତି ଆଜି ଉଦୟପୁରରେ ପହଞ୍ଚିଥିବାରୁ କଳ୍ପନାଜଳ୍ପନା...

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ୍‌ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ରୋମାଣ୍ଟିକ ଭିଡିଓ

ମୁମ୍ବାଇ: ବଲିଉଡ୍ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପତି ନିକ୍ ଜୋନସଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ । ବଲିଉଡ୍‌ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଜଲୱା...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

ଲାଜେଇଲେ ସୁହାନା

ମୁମ୍ବାଇ: ବଲିଉଡ ମେଗା ଷ୍ଟାର ଶାହାରୁଖ ଖାଁଙ୍କ ଝିଅ ସୁହାନାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋରେ...

Advertisement
Archives

Model This Week