ମାତା-ପିତାଙ୍କଠାରୁ ଅଲଗା ହୋଇଥିବା ୬୨୮ ଶିଶୁ ଆମେରିକା ସୀମାରେ: ଆଖିରେ ପରିବାରକୁ ଫେରିବା ସ୍ବପ୍ନ
ଓ୍ବାଶିଂଟନ,୩।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ ଆରମ୍ଭରେ କେତେକ ଶିଶୁ ସେମାନଙ୍କ ମାତା-ପିତା ଏବଂ ପରିବାରଠାରୁ ଅଲଗା ହୋଇଯାଇଥିଲେ। ଆମେରିକାରେ ଅନୁପ୍ରବେଶ କରୁଥିବା ସମୟରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଶିଶୁମାନେ ଅଲଗା ହୋଇଯାଇଥିଲେ। ସେଥିମଧ୍ୟରୁ ଏବେ ୬୨୮ ଶିଶୁ ଆଖିରେ ପରିବାରକୁ ଫେରିବା…
ଜନଜାତିଙ୍କ ଅର୍ଥନୈତିକ ବିକାଶ କରୁଛି ‘ମିଶନ ଜୀବିକା’
ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କର ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଗତବର୍ଷ ଅକ୍ଟୋବର ମାସରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେସୁଦ୍ଧା ୫୪୫ଟି…
ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ
ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ଲକ୍ଷ୍ମୀ ତାରିଣୀ-୩ ନାମକ ଟ୍ରଲରକୁ ଜବତ କରିଥିଲା। ଜବତ ଟ୍ରଲରରେ ଭଦ୍ରକ ଅଞ୍ଚଳର ୯ ମତ୍ସ୍ୟଜୀବୀଙ୍କୁ ଗିରଫ…
ସୁରକ୍ଷିତ କରୋନା ଟିକା ବିତରଣ: ସତର୍କ ସୂଚନା ଜାରି କଲା ଇଣ୍ଟରପୋଲ
ଲାୟୋନ,୩।୧୨: ପୃଥିବୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷିତ ଭାବେ କରୋନା ଟିକା ବିତରଣ କରାଇବା ଲାଗି ଇଣ୍ଟରପୋଲ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫ୍ରାନ୍ସ୍ର ଲାୟୋନ ସ୍ଥିତ ଇଣ୍ଟରପୋଲ୍ର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ବୈଠକରେ ଏସମ୍ପର୍କରେ ୧୯୪ ସଦସ୍ୟ ରାଷ୍ଟ୍ରଙ୍କୁ…
ମୁହଁ ଖୋଲିଲା ଚାଇନା: ନେପାଳ ସହିତ ସମ୍ପର୍କ କାହା ବିରୋଧରେ ନୁହେଁ କ୍ଷଡ଼ଯନ୍ତ୍ର
ବେଜିଂ,୩।୧୨: ନେପାଳ ସହିତ ସମ୍ପର୍କ ନେଇ ଚାଇନା ମୁହଁ ଖୋଲିଛି। ଚାଇନା କହିଛି ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦ୍ୱାରା ଅନ୍ୟ କାହା ବିରୋଧରେ ଷଡ଼ଯନ୍ତ୍ର କରାଯାଉ ନାହିଁ। ଭାରତର ନାମ ନ ନେଇ ଚାଇନା କହିଛି ଯେ, ଏହା ଦ୍ୱାରା…
ବାତ୍ୟା ‘ବୁରେଭି’କୁ ନେଇ ତାମିଲନାଡୁ, କେରଳରେ ହାଇ ଆଲର୍ଟ : ଡିସେମ୍ବର ୪ରେ ଛୁଇଁପାରେ ସ୍ଥଳଭାଗ
ନୂଆଦିଲ୍ଲୀ,୩ ।୧୨: ଏବେ ସ୍ଥଳଭାଗ ମୁହାଁ ଆଉ ଏକ ବାତ୍ୟା ‘ବୁରେଭି’ । ଏହା କେରଳ ଓ ତାମିଲନାଡୁରେ ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ କେରଳ ଓ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି…
ବି.ଭି. ଶ୍ରୀନିବାସ ଯୁବ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୩ା୧୨: ବର୍ଷାଧିକ କାଳ ଖାଲିପଡ଼ିଥିବା ଯୁବ କଂଗ୍ରେସ ଅଧ୍ୟକ୍ଷ ପଦ ବୁଧବାର ପୂରଣ ହୋଇଛି। କେଶବ ଚାନ୍ଦ ଯାଦବଙ୍କ ଇସ୍ତଫା ପରଠାରୁ ଏହି ପଦ ଖାଲିପଡ଼ିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୁବ କଂଗ୍ରେସ ଅଧ୍ୟକ୍ଷ ଭାବେ ବି.ଭି. ଶ୍ରୀନିବାସଙ୍କୁ ନିଯୁକ୍ତି…
ଅଧିବେଶନ ଡାକି କୃଷି ଆଇନ ହଟାଅ
ନୂଆଦିଲ୍ଲୀ,୩ା୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଅନ୍ନଦାତାଙ୍କ ଆଦୌ ସ୍ବାର୍ଥ ଅନୁକୂଳ ନୁହେଁ। ଏଥିରୁ କେହି ଜଣେ ହେଲେ କୃଷକ ଲାଭବାନ ହେବେ ନାହିଁ, ବରଂ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗିଯିବ। ତେଣୁ କୃଷି ସଂସ୍କାର ନାମରେ ଅଣାଯାଇଥିବା ଏହି ବିବାଦୀୟ…
୩୦ ବର୍ଷ ପରେ ଭାରତଠାରୁ ଚାଉଳ କିଣିଲା ଚାଇନା
ମୁମ୍ବାଇ,୩।୧୨: ସୀମା ବିବାଦ ସତ୍ତ୍ୱେ ଏବେ ଭାରତ- ଚାଇନା ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି। ଦୀର୍ଘ ୩୦ ବର୍ଷ ପରେ ଚାଇନା ପ୍ରଥମ ଥର ଭାରତରୁ ଚାଉଳ କିଣିବା ଆରମ୍ଭ କରିଛି। ଭାରତ ବିଶ୍ୱର ସର୍ବବୃହତ୍ ଚାଉଳ ରପ୍ତାନିକାରୀ ଦେଶ ହୋଇଥିବାବେଳେ…
ସାଧାରଣତନ୍ତ୍ର ଦିବସ ଅତିଥି ହୋଇପାରନ୍ତି ଜନ୍ସନ
ନୂଆଦିଲ୍ଲୀ, ୩ା୧୨: ୨୦୨୧ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ନଭେମ୍ବର ୨୭ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟେଲିଫୋନ୍ରେ ଆମନ୍ତ୍ରଣ କରିଥିଲେ। ୧୯୯୩ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍ ମେଜର ଭାରତର…
ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ
ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର ପ୍ରାରମ୍ଭିକ ସମର୍ଥନ କଥାକୁ ବରିଷ୍ଠ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ ସ୍ବୀକାର କରିଛନ୍ତି। ସେତେବେଳେ…
ବିଶ୍ୱକୁ ବିଭ୍ରାନ୍ତ କରିଛି ଚାଇନା
ନୂଆଦିଲ୍ଲୀ, ୩।୧୨: କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଇନା ଜାଣିଶୁଣି ସରକାରୀ ତଥ୍ୟ ଲୁଚାଇଥିଲା। ଉହାନରୁ ଲିକ୍ ହୋଇଥିବା ଏକ ଦସ୍ତାବିଜ୍ରୁ ଏହି ରିପୋର୍ଟ ମିଳିଛି। ରିପୋର୍ଟ ଅନୁଯାୟୀ କରୋନା ପ୍ରଥମେ ଚିହ୍ନଟ ହୋଇଥିବା ହୁବେଇ ପ୍ରଦେଶରେ ଫେବୃୟାରୀ ୧୦ ସୁଦ୍ଧା…
Archives


