Home Left

କେଜିଏଫ୍‌ ଡିରେକ୍ଟରଙ୍କ ସହ କାର୍ଯ୍ୟ କରିବେ ପ୍ରଭାସ

ମୁମ୍ବାଇ,୨ା୧୨- ବାହୁବଲୀରୁ ଅନ୍ତର୍ଜାତୀୟ ଷ୍ଟାର ମାନ୍ୟତା ପାଇଥିବା ପ୍ରଭାସ ପୁଣି ଥରେ ବିଗ୍‌ ବଜେଟ ଆକଶନ ଫିଲ୍ମରେ ନଜର ଆସିବେ। ଗତ ବର୍ଷ ‘ସାହୁ’ ଫିଲ୍ମରେ ଭରପୂର ଆକଶନ କରିଥିବା ପ୍ରଭାସଙ୍କ ସହ କାର୍ଯ୍ୟ କରିବେ ବ୍ଲକ୍‌ବାଷ୍ଟର ଫିଲ୍ମ କେଜିଏଫ୍‌ ଡିରେକ୍ଟର…

ଖୁବ୍‌ଶୀଘ୍ର ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ: ସାଧାରଣତନ୍ତ୍ର ଦିବସ ଅବସରରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୨।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୁବ୍‌ଶୀଘ୍ର ଭାରତକୁ ଆସିବେ। ଶୁଣିବାକୁ ମିଳିଛି ଆସନ୍ତାବର୍ଷ ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ବୋରିସ ଜନସନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇପାରନ୍ତି। ଏଥିପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣପତ୍ର…

ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି କରୁଥିବା ଦେଖାଯାଇଛି। ନିକଟରେ ସୈଫ ଓ ମା’ କରୀନା କପୁର ଉପସ୍ଥିତ ଅଛନ୍ତି। ଏହି…

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

କାନବେରା,୨ା୧୨- ଏଠାରେ ଅନୁଷ୍ଠିତ  ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌କୁ ୧୩ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ…

ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ

ଚେନ୍ନାଇ,୨।୧୨-ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନଙ୍କୁ ବୁଧବାର ଚେନ୍ନାଇ ପୋଲିସର ସାଇବର କ୍ରାଇମ ଟିମ ଗିରଫ କରିଛି। ସେ ଗୋଟିଏ ଭିଡିଓ ଜାରି କରି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ…

ସ୍ବପ୍ନରେ ଏସବୁ ଦେଖିଲେ ବଢ଼େ ଧନପ୍ରାପ୍ତିର ଯୋଗ

ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ ଅଛି ଯାହାକୁ ଦେଖିଲେ ଅର୍ଥହାନୀର ପୂର୍ବ ସୂଚନା ମିଳେ। ଶୁଭ ସ୍ବପ୍ନ ଦେଖିଲେ ଧନଲାଭର…

ବଲିଉଡ୍‌ର ଏହିସବୁ ଅଭିନେତ୍ରୀ ବୟଫ୍ରେଣ୍ଡ୍‌ଙ୍କ ପାଇଁ କରିଛନ୍ତି ଆତ୍ମହତ୍ୟା

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା ବାନାର୍ଜୀ: ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ…

୩ ଜଣଙ୍କୁ ବିବାହ କରି ମଧ୍ୟ ଆଜି ଏକାକୀ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ନୀଳିମା ଅଜିମ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ୧୯୫୮ ମସିହା ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌କୁ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଆଜିତାଙ୍କ ଜନ୍ମଦିନରେ ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା…

ଆପଣଙ୍କ ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ… ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନ୍ଧକାର ରଖିବା ଅତ୍ୟନ୍ତ ଖରାପ। ମୁଖ୍ୟ ଫାଟକରୁ ରଙ୍ଗ…

ଚଳନ୍ତା ଯାତ୍ରୀବାହି ବସ୍‌ ଭିତରେ ପଶିଗଲା ୧୦୦ଫୁଟ୍‌ ଲମ୍ବ ପାଇପ

ପାଲି,୨।୧୨: ରାଜସ୍ଥାନର ପାଲି ଜିଲାର ଜୟପୁର-ଅହମଦାବାଦର ଜାତୀୟ ରାଜପଥ-୧୬୨ ନିକଟସ୍ଥ ସାଣ୍ଡେରାଓରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଚଳନ୍ତା ଯାତ୍ରୀବାହି ବସ୍‌ରେ ୧୦୦ଫୁଟ୍‌ ଲମ୍ବର ଏକ ପାଇପ୍‌ ପଶିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ…

ବଜାରକୁ ଆସିଲା ଭିଭୋର ସବୁଠାରୁ ପତଳା ୫ଜି ସ୍ମାର୍ଟଫୋନ୍‌ ଭି-୨୦ ପ୍ରୋ: ମୂଲ୍ୟ ରହିଛି…

ନୂଆଦିଲ୍ଲୀ,୨।୧୨: ଗ୍ଲୋବାଲ ସ୍ମାର୍ଟଫୋନ କମ୍ପାନୀ ଭିଭୋ ପକ୍ଷରୁ ସବୁଠାରୁ ପତଳା ୫ଜି ଫୋନ୍‌ ଭି-୨୦ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି। ଭିଭୋର ବି-ସିରିଜର ଏହି ସ୍ମାର୍ଟଫୋନ୍‌ ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଏହା ୭.୩୯…

ପାହାଡ଼ ଉପରେ ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ ଦେଖିଲେ ଏହାକୁ ସତ ବୋଲି ମାନିବାକୁ ହେବ। ଏହିପରି ଏକ ଗାଁ ଝୁଲି ରହିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri