ପ୍ରଥମ ଦେଶ ଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କଲା ରୁଷିଆ

ମସ୍କୋ,୧।୪: ଗତ ବର୍ଷ ଅଗଷ୍ଟରେ ରୁଷିଆ ବିଶ୍ୱରେ ପ୍ରଥମ କରୋନା ଟିକା ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ପୁଣି ଥରେ ପ୍ରଥମ ଦେଶଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିଛି ରୁଷିଆ। ରୁଷିଆରେ କୃଷି ସଂଗଠନ ରୋସେଲଖୋଜନାଡଜୋରର ପରାମର୍ଶଦାତା ୟୁଲିଆ ମେଲାନୋ କହିଛନ୍ତି ଯେ, ଏହି ଟିକା ପୂର୍ବରୁ ଉପଲବ୍ଧ, ଏହାକୁ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରେ। ଜୀବଜନ୍ତୁଙ୍କ ପାଇଁ ଏହି ଟିକାର ନାମ କାର୍ନିଭାକ୍‌-କୋଭ ରଖାଯାଇଛି। ଯାହାର ବିକାଶ ରୋସେଲଖୋଜନାଡଜୋରର ୟୁନିଟ ପକ୍ଷରୁ କରାଯାଇଛି। ଏହି ଟିକା ବିଲେଇ, କୁକୁର ଏବଂ ଠେକୁଆଠାରେ ପରୀକ୍ଷଣ କରାଯାଇଛି। ଟିକା ନେବାପରେ ସମ୍ପୃକ୍ତ ଜୀବଜନ୍ତୁଙ୍କଠାରେ ରୋଗ ପ୍ରତିରୋଧକ ସୃଷ୍ଟି ହୋଇଥିବା ଗବେଷକମାନେ ମତ ଦେଇଛନ୍ତି। ଗତ ଅକ୍ଟୋବର ମାସରୁ ଏହି ଟିକା ଉପରେ ପରୀକ୍ଷଣ ଆରମ୍ଭ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌କୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ନୂଆ ଭାରିଏଣ୍ଟ: ଡବ୍ଲୁଏଚଓର ଚେତାବନୀ

ଜେନେଭା,୬ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ । ଏଥିରେ ମୃତ୍ୟୁ ହାର କମ୍ ଥିବାରୁ ଲୋକେ ଏହାକୁ...

ଶପଥ ନେବ ତାଲିବାନ୍‌ ସରକାର

କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍‌ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି...

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

ନେପାଳରେ ଅନିଶ୍ଚିତତା

କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ...

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଚାହେଁନା ଭାରତ: ଜୟଶଙ୍କର

ଓ୍ବାଶିଂଟନ,୧।୧୦: କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ସମସ୍ୟା। ଏହା ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମ୍ଭବ। ଏଥିରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି...

ଇସ୍ତଫା ଦେବାକୁ ୩ ସର୍ତ୍ତ ରଖିଲେ ଇମ୍ରାନ

ଇସଲାମାବାଦ,୯ା୪: ଇସ୍ତଫା ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ...

Advertisement
Archives

Model This Week