ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..
ଉତ୍ତରକୋରିଆରେ ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ ଦେବା ଏବଂ ମରିବା ପରେ ମଧ୍ୟ ତାଙ୍କ ପାଇଁ ଲୋକେ କାନ୍ଦିବାର ପରମ୍ପରା ରହିଛି।…
ଲଢ଼େଇ କରି ହାରିଲା ଭାରତ
ଲଢ଼େଇ କରି ହାରିଲା ଭାରତ ସିଡ୍ନୀ,୮।୧୨- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍କୁ ଆଗୁଆ ଜିତିସାରିଥିବା ଭାରତୀୟ ଦଳ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ପରାସ୍ତ ହୋଇଛି। ଅନ୍ତିମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୨ ରନ୍ରେ ବିଜୟ ହାସଲ କରିଛି। ଏଭଳି ଫଳାଫଳ…
ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଆପଏଣ୍ଟମେଣ୍ଟ ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳକ କରାଯିବ। ଟାଟା ନାଁରେ ଆକାଶ ବାଣ୍ଟିଥିବା…
କ୍ରିତି ସାନନ କରୋନା ପଜିଟିଭ
ମୁମ୍ବାଇ: ନିକଟରେ ଶୁଣିବାକୁ ମିଳିଥିଲା କି ‘ଯୁଗ ଯୁଗ ଜିୟୋ’ ଫେମ ବରୁନ ଧୱନ ଓ ନିତୁ କପୁର କରୋନରେ ପୀଡ଼ିତ ହୋଇଛନ୍ତି । ଏବେ ପୁଣି ଖବର ଆସିଛି ଅଭିନେତ୍ରୀ କ୍ରିତି ସାନନ ବି କରୋନାରେ ପୀଡ଼ିତ ହୋଇଛନ୍ତି ।…
କ୍ୟାଟ୍ରିନାଙ୍କ ୱିଣ୍ଟର ଲୁକ୍
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସୁନ୍ଦର ଓ ଷ୍ଟାଇଲିସ ଅନ୍ଦାଜରେ କ୍ୟାଟ୍ରିନାଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ସେ ଟ୍ରାଡିଶନାଲ ଲୁକରେ ଥାଆନ୍ତୁ ଅବା ୱେଷ୍ଟର୍ଣ୍ଣରେ ସବୁକୁ ପସନ୍ଦ କରନ୍ତି ତାଙ୍କ…
ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ପାଇଲଟ୍ଙ୍କର ପରଲୋକ
ଓ୍ବାଶିଂଟନ୍, ୮।୧୨: ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ବିଶ୍ୱର ପ୍ରଥମ ପାଇଲଟ୍ ଚକ ୟେଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ଆମେରିକାର ବାସିନ୍ଦା ଥିଲେ। ତାଙ୍କର ଜଣେ ବନ୍ଧୁ ଭିକ୍ଟୋରିୟା ୟେଗର ଟୁଇଟ୍କରି…
ସନ୍ଧ୍ୟା ୭ଟାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବ ଭାରତୀୟ କୃଷକ ସଙ୍ଗଠନ
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିଲା । ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ସଫଳ କରିଥିବା…
ଟି-ଶର୍ଟରୁ ପ୍ରାଇସ୍ ଟ୍ୟାଗ୍ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ
ମିସ୍ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ ଖାସ୍ କଥା ହେଲା ଏହି ସମୟରେ ମାନୁଷୀ କଳା ରଙ୍ଗରଏକ ଟି-ଶର୍ଟ ପିନ୍ଧିଥିଲେ। ହେଲେ…
କରୋନା ଟିକାକରଣରେ ହେବ ମୋବାଇଲ ଟେକ୍ନୋଲୋଜିର ବ୍ୟବହାର: ମୋଦି
ନୂଆଦିଲ୍ଲୀ,୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ମୋବାଇଲ କଂଗ୍ରେସ(ଆଇଏମ୍ସି)୨୦୨୦କୁ ସମ୍ବୋଧନ କରିବା ଅବସରରେ ଦେଶରେ ୫ଜି ଟେକ୍ନିକ୍କୁ ଠିକ୍ ସମୟରେ ଲଞ୍ଚ କରିବା ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଏହା ଚିନ୍ତା…
ଭୂକମ୍ପ ପରେ ନ କମି ବଢ଼ିଛି ଏଭରେଷ୍ଟ ଉଚ୍ଚତା: ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳ ଦେଲା ସୂଚନା
କାଠମାଣ୍ଡୁ,୮।୧୨: ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ କମିନି, ବଂର ଏହାର ଉଚ୍ଚତା ଭୂକମ୍ପ ପରେ ବଢ଼ିଛି। ଏହାର ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗାୟାଓ୍ବାଲି ମଙ୍ଗଳବାର ଟୁଇଟ୍ କରି ସୂଚନା…
ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନେତା ପୁଅ ପ୍ରିୟାଙ୍କ ଶର୍ମା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ବର୍ଷ ଅର୍ଥାତ୍ ୨୦୨୧, ଫେବୃୟାରୀରେ ପ୍ରିୟାଙ୍କ ପ୍ରଯୋଜକ କରିମ ମୋରାନୀଙ୍କ ଝିଅ ଶାଜା ମୋରାନୀଙ୍କୁ ବିବାହ…
ଅମିତାଭ ବଚ୍ଚନଙ୍କ ଏହି ଗୋଟିଏ ସ୍ବପ୍ନ ଆଜି ପର୍ଯ୍ୟନ୍ତ ହୋଇନାହିଁ ପୂରଣ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ସ୍ବର ଏବଂ ଉଚ୍ଚତା ପାଇଁ ସେ ଅନ୍ୟମାନଙ୍କ ଠାରୁ ଭିନ୍ନ। ତାଙ୍କର ଲୋକପ୍ରିୟତା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି। ହେଲେ ଅମିତାଭଙ୍କର ଏକ…
Archives


