Home Left

ସ୍ବାମୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୧୩ା୧୨: ସ୍ବାମୀ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଜଗତ୍‌ସିଂହପୁର ଥାନାରେ ଶନିବାର ଜଣେ ମହିଳା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଥାନାରେ ମାମଲା (ନଂ.୪୭୦/୨୦) ରୁଜୁ ହୋଇଛିି। ପୋଲିସ ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜଗତ୍‌ସିଂହପୁର…

ଓସିଏସ୍‌ ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)-୨୦୨୦ ପରୀକ୍ଷାରୁ ବଞ୍ଚତ୍ତ ଆଶାୟୀଙ୍କ ପାଇଁ ଖୁସି ଖବର। ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ…

ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):  ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ସରକାରୀ ବାବୁମାନେ ଶାସନ କରୁଛନ୍ତି। କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତାମାନଙ୍କର ସମ୍ପୃକ୍ତି ରହିଛି। ସେହିପରି ପରୀ ହତ୍ୟାକାଣ୍ଡରେ…

‘ମିଛ କହୁଛନ୍ତି ଭାଜପା ନେତ୍ରୀ’

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ଭାଜପା କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବାକୁ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ଭାଜପା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି। ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବ ନାହିଁ ବୋଲି ବିଜେଡି ରାଷ୍ଟ୍ରୀୟ…

ଆମେରିକାରେ ମହାତ୍ମାଙ୍କ ପ୍ରତିମା ପ୍ରତି ଅସମ୍ମାନ ପ୍ରଦର୍ଶନ

ଓ୍ବାଶିଂଟନ,୧୩।୧୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ଆମେରିକାରେ ଖଲିସ୍ତାନୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ କରାଯାଇଛି। ପ୍ରଦର୍ଶନ ସମୟରେ ସଂଗଠନର ସଦସ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି।…

ମାଫିଆଙ୍କ କବ୍‌ଜାରେ ରତ୍ନପଥର ଖଣି

ବିଷମକଟକ/କୋରାପୁଟ,୧୩ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲାରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚାଲାଣ କରାଯାଉଛି। ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁନାହିଁ। ସୋମବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ରାୟଗଡ଼ା ସହରରୁ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର…

କଣ୍ଢେଇ ସ୍ତ୍ରୀ

ସବୁ ପୁରୁଷ ଚାହାନ୍ତି ଜୀବନସାଥୀ ଗୁଣବତୀ ହେବା ସହ ମନକୁ ବୁଝିବା ଭଳି ହୋଇଥିବା ଜରୁରୀ। କାମରୁ ଫେରିଲେ ସ୍ନେହରେ ଗଣ୍ଡେ ବାଢି ଦେଉଥିବ। ଦେହ ଖରାପ ହେଲେ ସେବା କରୁଥିବ। ସ୍ନେହର ପଣତରେ ବାନ୍ଧି ରଖୁଥିବ। ଏସବୁ ବାଦ୍‌ ସେ…

ସୁପ୍ରିମକୋର୍ଟରେ ଟ୍ରମ୍ପ୍‌ ନିରାଶ

ଓ୍ବାଶିଂଟନ, ୧୩।୧୨(ପି.ଟି.): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦାଏର କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଫଳାଫଳକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଆଇନଗତ ଲଢ଼େଇ ଶେଷ ହୋଇଛି। ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ…

‘ ପିଲା ଜନ୍ମ ନିଷ୍ପତ୍ତି ଦମ୍ପତି ନିଅନ୍ତୁ ’

ନୂଆଦିଲ୍ଲୀ, ୧୩ା୧୨: ଦେଶବାସୀଙ୍କ ଉପରେ ପରିବାର ନିୟନ୍ତ୍ରଣ ନିଷ୍ପତ୍ତି ଛଡାଯିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ପିଆଇଏଲ୍‌ର ପ୍ରତିକ୍ରିୟାରେ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଫାମିଲି…

ଇରାନରେ ଖବରଦାତାଙ୍କୁ ଫାଶୀ

ତେହେରାନ, ୧୩।୧୨: ଇରାନରେ ଜଣେ ଖବରଦାତାଙ୍କୁ ଶନିବାର ଫାଶୀ ଦିଆଯାଇଛି। ୨୦୧୭ରେ ରୁହୋଲା ଜାମ୍‌ ନାମକ ଏହି ସାମ୍ବାଦିକଙ୍କ ଓ୍ବେବ୍‌ସାଇଟ୍‌ ଓ ଚ୍ୟାନେଲରେ ପ୍ରକାଶିତ ଖବରକୁ ନେଇ ଦେଶବ୍ୟାପୀ ଅର୍ଥନୈତିକ ବିକ୍ଷୋଭ ହୋଇଥିଲା। ଗତ ଜୁନ୍‌ରେ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।…

୩ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେଶନ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍‌ ଉପରେ ଆକ୍ରମଣ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍‌ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଏକତରଫା ଭାବେ ସମନ…

ଘରେ ଥିଲେ ଗନ୍ଧ କର୍ପୂର …

ଗନ୍ଧ କର୍ପୂର ଏକ ସୁଗନ୍ଧିତ କୀଟନାଶକ। ଏହା ଗନ୍ଧ ଦୂରକରିବା ପାଇଁ ବ୍ୟବହାର ହୋଇଥାଏ । ବଜାରରେ ମିଳୁଥିବା ଛୋଟ ଛୋଟ ବଲ୍‌ ଆକାରର ଗନ୍ଧ କର୍ପୂରର ଘରୋଇ ବ୍ୟବହାର ବିଷୟରେ ଜାଣନ୍ତୁ ନିମ୍ନରେ- ପୋଷାକ ଗୁଡିକୁ ଶୀତଦିନ ପରେ ଗନ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri