ବଢ଼ିବ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା
ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଲୋକ ସଭା ଓ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମା କେତେ ହେବା ଆବଶ୍ୟକ ଏନେଇ ନିର୍ବାଚନ କମିଶନ (ଇସି) ସ୍ବୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳଗୁଡ଼ିକର ମତାମତ ଲୋଡ଼ିଛନ୍ତି। ସେମାନଙ୍କୁ ମତାମତ ଓ ପ୍ରସ୍ତାବ…
ଫାଇଜରକୁ ଆମେରିକା, ମେକ୍ସିକୋର ମଞ୍ଜୁରୀ
ଓ୍ବାଶିଂଟନ/ମେକ୍ସିକୋ ସିଟି, ୧୩।୧୨:ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ଆମେରିକା ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛି। କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଏହି ଦେଶରେ ଖୁବ୍ଶୀଘ୍ର ଟିକାର ପ୍ରଥମ ଡୋଜ୍ ପ୍ରଦାନ କରାଯିବ। ଆମେରିକାର ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋଏନ୍ଟେକ୍…
ଶୋଇଥିବା ବେଳେ ଘରେ ପଶିଲା ମହୁଲ ବୋଝେଇ ଟ୍ରକ: ଗୋଟିଏ ପରିବାରର ୨ ଗୁରୁତର
କେନ୍ଦୁଝର,୧୩।୧୨ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ଷଠି ଘରସାହିରେ ଏକ ମହୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୋର ପ୍ରାୟ ୪ଟାରେ ଟ୍ରକ୍ଟି ମହେଶ୍ୱର ପାତ୍ରଙ୍କ ଘର ଭିତରେ ପଶିଯିବାରୁ ତାଙ୍କ ସ୍ତ୍ରୀ ଓ ନଅ…
ସିଭିଲ୍ ସର୍ଭିସ ପରୀକ୍ଷା କାର୍ଯ୍ୟସୂଚୀ ଜାରି
ନୂଆଦିଲ୍ଲୀ, ୧୩।୧୨: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍ସି) ସିଭିଲ୍ ସର୍ଭିସ୍ (ମେନ୍) ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିଛି। ଆସନ୍ତା ବର୍ଷ ଜାନୁୟାରୀ ୮ରୁ ୧୭ ଏହି ପରୀକ୍ଷା ହେବାକୁ ଥିବାବେଳେ ସପ୍ତାହାନ୍ତରେ ଦୁଇଟି ସେସନ୍ (ପୂର୍ବାହ୍ନ ଓ ଅପରାହ୍ନ)ରେ ଅନୁଷ୍ଠିତ…
ଭଣ୍ଡୁର ହେବାକୁ ଦିଆଯିବନି
ନୂଆଦିଲ୍ଲୀ, ୧୩।୧୨ :ଶୀତ କାକର ସହି ମରିବୁ ପଛେ ପଛଘୁଞ୍ଚା ଦେବୁନାହିଁ । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ରର ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି କୃଷକ ସଙ୍ଗଠନ । ଦେଶକୁ ଆହାର ଯୋଗାଉଥିବା…
ଆର୍ଜେଣ୍ଟିନା: ଅପରାଧ ନୁହେଁ ଗର୍ଭପାତ
ବୁଏନ୍ସ୍ ଆୟାର୍ସ, ୧୩ା୧୨: ପ୍ରସବ ପାଇଁ ଇଚ୍ଛୁକ ନ ଥିବା ମହିଳା ଗର୍ଭପାତ କରାଇବା ଅପରାଧ ନୁହେଁ ବୋଲି ଆର୍ଜେଣ୍ଟିନାରେ ଏକ ବିଲ୍ ପାରିତ ହୋଇଛି। ଗତ ମାସରୁ ରାଷ୍ଟ୍ରପତି ଆଲବର୍ଟୋ ଫର୍ନାଣ୍ଡିଜ୍ ଆଣିଥିବା ଏହ ବିଲ୍ ଶୁକ୍ରବାର ନିମ୍ନ ସଦନରେ…
ଭୁଟାନରେ ସମଲିଙ୍ଗୀ ସମ୍ପର୍କ ବୈଧ
ଥିମ୍ଫୁ, ୧୩ା୧୨: ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି ଭୁଟାନ ସରକାର। ଏ ନେଇ ଭୁଟାନ ପାର୍ଲାମେଣ୍ଟର ଉଭୟ ସଦନରେ ଗୁରୁବାର ବିଲ୍ ପାରିତ ହୋଇଛି। ଏଣିକି ସମଲିଙ୍ଗୀ ସମ୍ପର୍କକୁ ଅପ୍ରାକୃତିକ ଯୌନ ସମ୍ପର୍କ ଭାବେ ବିବେଚନା କରାଯିବ ନାହିଁ ବୋଲି…
ଦରଦ କାହିଁ
ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୧୨(ବ୍ୟୁରୋ): କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଯୋଗୁ ଜାତୀୟ ରାଜଧାନୀ ଦିଲ୍ଲୀ ଏକପ୍ରକାର ପଣବନ୍ଦୀ ହୋଇଯାଇଥିବାବେଳେ ସମଗ୍ର ଦେଶରେ ସୃଷ୍ଟି ହୋଇଛି ଅଭୂତପୂର୍ବ ଅଚଳାବସ୍ଥା। ଏତିକିବେଳେ ନିଜ ଅବାଞ୍ଛିତ ପଦକ୍ଷେପର ଯଥାର୍ଥତା ପ୍ରତିପାଦନ କରିବାକୁ…
ଖବରକାଗଜ ଶିଳ୍ପକୁ ପ୍ୟାକେଜ୍ ଦିଅ
ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକୁଳାଇବାକୁ ସରକାର…
ଜିଏସ୍ଟି ପଞ୍ଜୀକରଣ ହରାଇଲେ ୧.୬ ଲକ୍ଷ ସଂସ୍ଥା
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବ୍ୟବସ୍ଥାରେ ୧.୬ ଲକ୍ଷ ସଂସ୍ଥା ପଞ୍ଜୀକରଣ ହରାଇଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥାଗୁଡିକ ରିଟର୍ନ ଫାଇଲ କରି ନ ଥିଲେ। ଫଳରେ ଟିକସ କର୍ତ୍ତୃପକ୍ଷ ଏମାନଙ୍କ ପଞ୍ଜୀକରଣକୁ ରଦ୍ଦ କରିଥିବା…
ପାଣି ପାଇଁ ହଟହଟା ଖୋଲାଗଡ଼ ଗ୍ରାମବାସୀ
ଖପ୍ରାଖୋଲ, ୧୩ା୧୨(ଡି.ଏନ୍.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଖୋଲାଗଡ ଗାଁରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଗାଁରେ ଥିବା ୪ଟି ନଅକୂପରୁ ତିନୋଟି ଦୁଇମାସ ହେଲା ଅଚଳ ହୋଇପଡିଛି। ଅନ୍ୟ ନଳକୂପରେ ସୋଲାର ପମ୍ପ ଲଗାଯାଇଥିଲେ ବି…
ଶେଷ ବିଦାୟରେ ରଖିଲେ ଅନୁରୋଧ: ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ କଲେ ମେକ୍ଅପ୍
ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୪ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍ରେ ଅଭିନେତା ରାଜକୁମାର ମେକ୍ଅପ୍ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ…
Archives


