ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ, ୯ା୪- ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଶେଷ ନିଃଶ୍ୱାସ ତ୍ୟାଗ କଲା ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ବକିଂହାମ ପାଲେସ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ମାସ ୨୧ ତାରିଖରେ ରାଣୀ ଏଲିଜାବେଥ ଦ୍ୱିତୀୟ ୯୫ତମ ଜନ୍ମଦିନ ପାଳିଥାନ୍ତେ। ଏହାର କିଛି ଦିନ ପୂର୍ବରୁ ଶୋକରେ ବୁଡ଼ି ଯାଇଛି ପୂରା ରାଜ ପରିବାର।

ସରକାରୀ ଓ ରାଜକୀୟ ପାଲେସରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯାଇଛି। ୨୦୧୭ରେ ସେ ୯୬ ବର୍ଷ ବୟସରେ ଜନସାଧାରଣଙ୍କ ସେବାରୁ ନିଜକୁ ମୁକ୍ତ କରିଥିଲେ। ଆସନ୍ତା ଜୁନରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପର ୧୪୯ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି

ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ...

କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି,...

ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା

ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌...

ପ୍ରତିରକ୍ଷା ବ୍ୟୟ ୨ ଟ୍ରିଲିୟନ ଡଲାର ଟପିଲା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୬ା୪: କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱର ମୋଟ ସାମରିକ ବ୍ୟୟ ୨.୧...

ବାଇଡେନ୍‌ଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ୨୦ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୧୭।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବେ। ବାଇଡେନଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି...

ସ୍ତନ୍ୟପାନ କରି ଆଖିବୁଜିଲା ୩ ମାସର ଶିଶୁ

ସ୍ତନ୍ୟପାନ କରିବାର କିଛି ସମୟ ପରେ ଜଣେ ୩ ମାସର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ନ୍ୟୁ ଓରଲିଅନ୍ସ...

ପାକିସ୍ତାନରେ ବଡ଼ ବିସ୍ଫୋରଣ

ଇସଲାମାବାଦ୍‌,୧୩।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୧୩ରୁ...

ଘରୋଇ ହସ୍ପିଟାଲରେ ରୁଷିଆର ଏୟାର ଷ୍ଟାଇକ୍‌

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୬ଷ୍ଠ ଦିନ। ୟୁକ୍ରେନ ଉପରେ ରୁଷିଆ ସୈନ୍ୟମାନେ ଲଗାତର ଭାବେ ଆକ୍ରମଣ ଜାରି ରଖିବା ସହ ବଡ଼...

Advertisement
Archives

Model This Week