Posted inଖେଳ

ହର୍ଶଲଙ୍କ ବୋଲିଂର ଜବାବ ନାହିଁ

ଚେନ୍ନାଇ, ୯ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଶଲ ପଟେଲ। ତାଙ୍କ ୫ ଉଇକେଟ ସଫଳତା ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି) ଆଗରେ ଛିଡ଼ା ହୋଇଛି ୧୬୦ ରନ୍‌ର ବିଜୟ ଲକ୍ଷ୍ୟ।

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ଛାଡ଼ି ନ ଥିଲେ, ଟାର୍ଗେଟ ଆହୁରି କମ୍‌ ହୋଇପାରି ଥାନ୍ତା। ମୁମ୍ବାଇ ପାଇଁ କ୍ରିସ ଲିନ ୪୯, ସୂର୍ଯ୍ୟକୁମାର ଯାଦବ ୩୧ ଓ ଇଶାନ କିଷନ ୨୮ ରନ୍‌ କରିଥିଲେ। ହର୍ଶଲଙ୍କ ୫ ଉଇକେଟ ବ୍ୟତୀତ କାଇଲ ଜାମିସନ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିସ୍‌ କରୁଛନ୍ତି ପାକିସ୍ତାନର ମହାନ ବୋଲର

ଦୋହା,୧୭।୩: ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି...

ଓ୍ବେଲିଂଟନରେ ବର୍ଷା: ଭାରତର ସ୍କୋର ୧୨୨/୫

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଓ୍ବେଲିଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ...

ତୀରନ୍ଦାଜୀ, କବାଡ଼ି ଇଭେଣ୍ଟରେ ପ୍ରାଦେଶିକ ଜନଜାତୀ କ୍ରୀଡ଼ା

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)- ଜନଜାତି ସମାଜରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ପ୍ରାଦେଶିକ ଜନଜାତି କ୍ରୀଡ଼ା ଚଳିତମାସ ୭ ଓ ୮ ତାରିଖ...

ଆଇପିଏଲ୍‌ରେ ବେବି ଏବିଙ୍କ ପରେ ଏବେ ‘ବେବି ଗାଙ୍ଗୁଲି’ଙ୍କ ଏଣ୍ଟ୍ରି !

ମୁମ୍ବାଇ,୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ବେବି ଏବିଙ୍କ ପରେ ଏବେ ‘ବେବି ଗାଙ୍ଗୁଲି’ଙ୍କ ଏଣ୍ଟ୍ରି। ମଙ୍ଗଳବାର ଗୁଜରାଟ ଟାଇଟନ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ରେ...

ସ୍ପୋଟର୍‌ସ ଇଞ୍ଜୁରି : ୧୨,୦୦୦ ଡାକ୍ତରଙ୍କ ସହ ସଚିନଙ୍କ ଆଲୋଚନା

ମୁମ୍ବାଇ,୧୨।୪(ପି.ଟି.): କ୍ରୀଡ଼ାରେ ଆଘାତ ସମସ୍ୟା ବା ସ୍ପୋଟର୍‌ସ ଇଞ୍ଜୁରି ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୨,୦୦୦ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ନିଜର ଅଗାଧ ଅଭିଜ୍ଞତା...

ନବମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା...

ଆଇଏସ୍‌ଏଲ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍‌ପୁର

ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ ଓ ଜାମ୍‌ଶେଦପୁର ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ...

ଟୁର୍‌ ଡି ଫ୍ରାନ୍ସ: ୯ମ ଷ୍ଟେଜ୍‌ ସୁଦ୍ଧା ଜୁଲିଆନ ଆଗରେ

ପ୍ୟାରିସ୍‌, ୧୬।୭- ବିଶ୍ୱରେ ଅନୁଷ୍ଠିତ ହେଉଥିବା ତିନୋଟି ଗ୍ରାଣ୍ଡ ସାଇକ୍ଲିଂ ଟୁର୍‌ର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଟୁର୍‌ ଡି ଫ୍ରାନ୍ସର ୧୦୬ତମ ସଂସ୍କରଣ ଇତିମଧ୍ୟରେ ୯ମ...

Advertisement
Archives

Model This Week