ପ୍ରେମିକ ସମୟ ବରବାଦ କରିବା ନେଇ କେସ୍ କଲେ ଯୁବତୀ, ଆଉ ତା ପରେ
ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ବିବାହ ନ କରିବା ଆଜିକାଲି ଯୁବପିଢ଼ିଙ୍କ ଟ୍ରେଣ୍ଡ ହୋଇଗଲାଣି। ଏଭଳି ପରିସ୍ଥିତିରେ ଜଣେ ଯୁବତୀ ୮ ବର୍ଷ ପ୍ରେମ ସମ୍ପର୍କରେ ରହି ମଧ୍ୟ ବିବାହ ନକରିବାରୁ ତାଙ୍କ ପ୍ରେମିକଙ୍କ ନାମରେ କେସ୍ କରିଛନ୍ତି। ସେ ଅଭିଯୋଗ…
ପଙ୍କରେ ଫସିଥିବା ଟ୍ରାକ୍ଟରକୁ ଶୁଣ୍ଢରେ ଉପରକୁ ଟାଣି ଆଣିଲା ହାତୀ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଙ୍କ କାଦୁଅରେ ପୋଖରୀରେ ଫସି ରହିଥିବା ଟ୍ରାକ୍ଟରକୁ ଏକ ହାତୀ ଗୋଟିଏ ଝଟ୍କାରେ ଉପରକୁ ଟାଣି ଆଣୁଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଟ୍ରାକ୍ଟରଟି ପଙ୍କ ପୋଖରୀରେ ଫସି…
ସାମ୍ନାକୁ ଆସିଲା ଫିଲ୍ମ ’ମଇଦାନ’ର ରିଲିଜ ତାରିଖ
ମୁମ୍ବାଇ,୧୨।୧୨-ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ’ମଇଦାନ’ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ୨୦୨୧ ଅକ୍ଟୋବର ୧୫ ରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଏ ନେଇ ଶନିବାର ଅଜୟ ଟୁଇଟ କରି ସୂଚନା ଦେବା ସହ ଫିଲ୍ମର ପୋଷ୍ଟର…
ଏହି ଦିଗରେ ଝରକା, କବାଟ ପକାଏ କୁପ୍ରଭାବ
ବାସ୍ତୁଶାସ୍ତ୍ରରେ ଦିଗକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଣ୍ଣନା କରାଯାଇଛି। ଯଦି ବିଭିନ୍ନ ଦିଗରେ ଜିନିଷପତ୍ର ଠିକ୍ ଭାବେ ନ ରୁହେ ତେବେ ଘରର ଲୋକଙ୍କ ଅବସ୍ଥା ବିଗିଡେ ବୋଲି ବିଶ୍ୱାସ ରହିଛି। ଅନେକ ସମୟରେ କୂପ୍ରଭାବ ଏତେ ପଡ଼ିଥାଏ ଯେ, ଘର ମଧ୍ୟ…
ନୂଆ କୃଷି ଆଇନକୁ ସମର୍ଥନ କରି କୃଷିମନ୍ତ୍ରୀଙ୍କୁ ଭେଟିଲା କୃଷକ ସଙ୍ଘ
ନୂଆଦିଲ୍ଲୀ, ୧୨।୧୨- ନୂଆ କୃଷି ଆଇନକୁ ବିରୋଧରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶନିବାର ୧୭ ଦିନରେ ପହଞ୍ଚିଛି। ପରିସ୍ଥିତି ଜଟିଳ ଆଡ଼େ ମୁହାଁଉଥିବାବେଳେ ସାମ୍ନାକୁ ଆସିଛି ଭିନ୍ନ ଖବର, ଯାହାକୁ ହଜମ କରିବା ସହଜ ନୁହେଁ। ହରିୟାଣାର କୃଷକ…
ଚାହିଁ ବସିଥିଲା ମୃତ୍ୟୁ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଚାଷୀ ଦମ୍ପତିଙ୍କ ଜୀବନ
ହିଞ୍ଜିଳିକାଟୁ,୧୨ା୧୨(ଡି.ଏନ୍.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ବୁରୁପୋଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। କୋବି କିଆରିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁରୁପୋଡ଼ା ଗ୍ରାମର…
ସାମ୍ବାଦିକତା ପାଇଁ ବିପଦଜନକ ଦେଶ ତାଲିକାରେ ଭାରତ
ନୂଆଦିଲ୍ଲୀ, ୧୨।୧୨- ସାମ୍ବାଦିକତା ପାଇଁ ଭାରତ ଏକ ବିପଦଜନକ ରାଷ୍ଟ୍ର ବୋଲି ଅଭିହିତ କରିଛି ଅନ୍ତର୍ଜାତୀୟ ସାମ୍ବାଦିକ ଫେଡେରେଶନ (ଆଇସିଜେ)। ଆଇସିଜେ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ‘ହ୍ବାଇଟ୍ ପେପର ଅନ୍ ଗ୍ଲୋବାଲ ଜର୍ନାଲିଜିମ’ରେ ଭାରତ ଓ ପାକିସ୍ତାନ ସମେତ ୫…
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ
କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ (ନଂ. ଓଡି୨୩ଜି/୦୮୦୪) ଆରୋହୀ ୨ଜଣ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ ଦୁହ୍ଲାପୁର…
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର ଉପରକୁ ଆକ୍ରମଣ ଘଟଣା: ୩ ଆଇପିଏସ୍ଙ୍କୁ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ,୧୨।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଛି। ସେମାନେ ହେଲେ ଭୋଲାନାଥ ପାଣ୍ଡେ, ପ୍ରବୀଣ ତ୍ରିପାଠୀ ଏବଂ ରାଜୀବ ମିଶ୍ରା। ଏହି…
୨୫ ପ୍ରତିଶତ କାର୍ଯ୍ୟ କରୁଛି ଲାଲୁ ପ୍ରସାଦ ଯାଦବଙ୍କ କିଡ୍ନୀ
ରାଞ୍ଚି, ୧୨।୧୨- ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ବସ୍ଥ୍ୟବସ୍ଥା ଧିରେ ଧିରେ ଖରାପ ଆଡ଼କୁ ଗତି କରୁଛି। ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି ତାଙ୍କ କିଡ୍ନୀ। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ…
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ
ଲକ୍ଷ୍ନୌ,୧୨।୧୨-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ଉତ୍ତରପ୍ରଦେଶ ପୋଲିସ ସର୍ଭିସ ଡାଏଲ ୧୧୨ର ହୱାଟ୍ସଆପକୁ ମେସେଜ କରି କେହେ ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି। ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରାଯାଇଛି।…
ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର
ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ ବର୍ଷ ମାର୍କେଟରେ ଲଞ୍ଚ ହେଉଥିବା କାରକୁ କିଣନ୍ତି କୋହଲି। ତେବେ ତାଙ୍କର ପ୍ରଥମ ଅଡି…
Archives


