ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍‌ ଖେଳୁଥିବାବେଳେ ଅନୁଷ୍କା ଏବଂ ଝିଅ ଭାମିକା ତାଙ୍କୁ ଚିୟର କରିବା ପାଇଁ ଦଳ ସହ ଅଛନ୍ତି। ଜାନୁୟାରୀରେ ମାତାପିତା ହେବା ପରେ ଆମ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଛି ବୋଲି ବିରାଟ ଏକ ସାକ୍ଷାତକାରରେ କହିଛନ୍ତି। କୋହଲି କହିଛନ୍ତି ଯେ ଜିନିଷ ବହୁତ ଶୀଘ୍ର ବଦଳି ଯାଇଛି। ଆମ ବ୍ୟବହାର, ଚାଲିଚଳନ ସବୁକିଛି ବଦଳି ଯାଇଛି, ଦୁହେଁ ପୂର୍ବରୁ ଏଭଳି ଅନୁଭବ କରି ନ ଥିଲୁ ବୋଲି ସେ କହିଛନ୍ତି। ବିରାଟ କୋହଲି କହିଛନ୍ତି ଯେ ଆପଣଙ୍କୁ ଝିଅ ସନ୍ତାନର ଯତ୍ନ ସହ ଜଡିତ ସବୁକିଛି ଦେଖିବାକୁ ପଡିବ। ଭାମିକାଙ୍କ ଜୀବନ ଆମ ଉପରେ ନିର୍ଭର କରେ। ତେଣୁ ତାକୁ ସଠିକ୍‌ ଲାଳନପାଳନ କରିବା ଆମ ଦାୟିତ୍ୱ ବୋଲି ସେ କହିଛନ୍ତି। ଭାମିକାଙ୍କ ହସ ଦେଖିବା ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତି, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ସେ କହିଛନ୍ତି। ବିରାଟ କୋହଲି ଏବେ ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଅଛନ୍ତି। ଆରସିବି ପ୍ରଥମ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇଟି ଉଇକେଟରେ ପରାସ୍ତ କରି ପରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଶ୍ରେଷ୍ଠ ୧୦ ସେକ୍ସି ସୁପରମଡେଲଙ୍କ ତାଲିକାରେ ବଲିଉଡ୍‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ୨୦୨୧ରେ ଶ୍ରେଷ୍ଠ ୧୦ ସେକ୍ସି ସୁପର ମଡେଲ ତାଲିକାରେ ସ୍ଥାନ ପାଇଛନ୍ତି। ନିକଟରେ...

୮୦ ବର୍ଷରେ ପଦାର୍ପଣ କଲେ ମେଗାଷ୍ଟାର ଅମିତାଭ

ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଶଂସକମାନେ ସୋମବାର ବିଳମ୍ବିତ ରାତିରେ...

୬୮ ବର୍ଷରେ ଅଭିନେତ୍ରୀଙ୍କ ସେକ୍ସି ଫଟୋଶୁଟ୍‌ : ଭାଇରାଲ ପରେ ଲୋକେ କହିଲେ…

ବମ୍ବେ: ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ରଜନୀ ଚାଣ୍ଡି। ସେ ବି ନିଜର ଫଶୋଶୁଟ୍‌କୁ ନେଇ। କଳାକାର ଭାବେ ଫଟୋଶୁଟ୍‌ ସାଧାରଣ କଥା ହୋଇଥିଲେ...

କେରଳରୁ ଆଉ ଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଫୁଟ୍‌ବଲ ବେଟିଂ/ଗେମିଙ୍ଗ୍‌ ଆପ୍‌(18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଉ ଜଣେ ଅଭିଯୁକ୍ତଙ୍କୁ କେରଳରୁ ଗିରଫ...

ଆମେରିକାରେ ଲେମ୍ବୁ ଚାଷ କରୁଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକାର କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲସରେ ପୁଣି ୩ ସପ୍ତାହ ଧରି ଲକ ଡାଉନ ଘୋଷଣା କରାଯାଇଛି। ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣି ଫେରିଛି...

ଦିନେ ପିତାଙ୍କ ସହ କୃଷି କାମ କରୁଥିଲେ, ଏବେ ଭାରତକୁ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର୍‌

ପୋଚେଫଷ୍ଟ୍ରୁମ,୨୯।୧: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଭାରତ ସୁପର୍‌...

୨୦୨୩ ହକି ବିଶ୍ୱକପ୍‌ ଆୟୋଜନ: ବିଡ୍‌ ଦାଖଲ କଲା ଭାରତ

ଲାଉସେନ,୧୮।୧୦(ପି.ଟି.)- ୨୦୨୩ରେ ଆୟୋଜନ ହେବାକୁଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ଦାବି ଉପସ୍ଥାପନା କରିଛି। ଭାରତ ସମେତ ୩ଟି ଦେଶ ଏ...

ସାତ ଜନ୍ମର କଥା ଦେଇ, କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ନିକଟରେ ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ...

Advertisement
Archives

Model This Week