ବାଇଡେନଙ୍କ ଟିମ୍ରେ ବେଦାନ୍ତ
ଓ୍ବାଶିଂଟନ୍, ୨୦ା୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ବାଇଟ ହାଉସ୍ କମ୍ୟୁନିକେଶନ ଓ ପ୍ରେସ ଷ୍ଟାଫଙ୍କ ନାଁ ଘୋଷଣା କରିଛନ୍ତି। ଏହି ଟିମ୍ରେ ଭାରତୀୟ ବଂଶୋଭବ ବେଦାନ୍ତ ପଟେଲଙ୍କୁ ଆସିଷ୍ଟାଣ୍ଟ ପ୍ରେସ୍ ସେକ୍ରେଟାରୀ ପଦବୀ ମିଳିଛି। ପଟେଲ…
ଆମେରିକା ଉପରେ ସାଇବର ଆକ୍ରମଣ
ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଗରେ ରୁଷିଆ ଏହାଠୁ ଆହୁରି ବଡ଼ ସମସ୍ୟା ଛିଡ଼ା କରାଇଥିବା…
ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗାଭାସ୍କରଙ୍କ ସମର୍ଥନ
ଆଡିଲେଡ,୨୦।୧୨(ପି.ଟି.): ପରାଜୟ ସତ୍ତ୍ୱେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲୀୟ ବୋଲରମାନେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ। ତେଣୁ ବିପର୍ଯ୍ୟୟ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମାଲୋଚନା କରିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି।…
ଉତ୍ଥାନ ଓ ପତନ: କୋହଲିଙ୍କ ନେତୃତ୍ୱରେ ସର୍ବାଧିକ, ସର୍ବନିମ୍ନ ସ୍କୋର
ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲ୍ଆଉଟ ହୋଇ ସର୍ବନିମ୍ନ ସ୍କୋର କରିଛି। ସେହିପରି କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଚେନ୍ନାଇର ଚିପକ…
ହୋଟେଲରେ ଖାଇବା ବିଲ୍ ୧୫ହଜାର, କିନ୍ତୁ ଓ୍ବେଟରଙ୍କୁ ଟିପ୍ସ ଦେଲେ ୩ ଲକ୍ଷ
ସାଧାରଣତଃ ଆମେ ଖାଇବାକୁ ବାହାର କୌଣସି ହୋଟେଲକୁ ଗଲେ ଭଲ ସେବା ପାଇଁ ଓ୍ବେଟରଙ୍କୁ ଟିପ୍ ଦେଇଥାଉ। ହେଲେ ଆମେରିକାରେ କିଛି ସାଙ୍ଗ ହୋଟେଲକୁ ଖାଇବାକୁ ଯାଇ ବିଲ୍ଠାରୁ ଅଧିକ ଟିପ୍ସ ଦେଇ ଏବେ ଚର୍ଚ୍ଚାରେ। ଘଟଣାଟି ପେନସିଲଭାନିଆର। ବନ୍ଧୁମାନେ ମିଶି…
ମଧୁମେହକୁ ନିୟନ୍ତ୍ରଣରେ ରଖେ ପିଆଜ
ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍ପିଣ୍ଡ, କିଡ୍ନୀ ଆଦି ରୋଗର ଶିକାର ହୋଇଥାନ୍ତି। ମଧୁମେହକୁ…
ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ ଏଭଳି ପୋଷାକରେ ତାଙ୍କ ଘରେ ପହଞ୍ଚି ଥିଲେ। ପରେ ତାଙ୍କୁ ଗିରଫ କରିଥିଲେ। ଏହି…
କରୋନା ଭୂତାଣୁକୁ ବିନାଶ କରିବ ଏଲ୍ଇଡି ଲାଇଟ୍
ପ୍ରାୟ ବର୍ଷେ ହେବ ସାରା ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରିଆସୁଛି। ଏହି ଭୂତାଣୁ ଦୂର କରିବା ପାଇଁ ପ୍ରତ୍ୟେକ ଦେଶ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଅନେକ ଦେଶରେ କରୋନା ହେବାର ଆଶଙ୍କା ହ୍ରାସ କରିବାକୁ ଟିକା ପ୍ରସ୍ତୁତି…
ଏମିତି ଶପିଂ ମଲ୍, ଯେଉଁଠି କେବଳ ବିକ୍ରି ହୋଇଥାଏ ପୁରୁଣା ସାମଗ୍ରୀ
ସାଧାରଣତଃ ଯେକୌଣସି ଶପିଂ ମଲରେ ନୂଆ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଆଦି ବିକ୍ରି ହେଉଥିବା ଦେଖିଥିବେ। ମାତ୍ର ଏମିତି ଏକ ମଲ୍ ଅଛି ଯେଉଁଠି କେବଳ ପୁରୁଣା ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ଏପରି ଏକ ଶପିଂ ମଲ୍…
ଶୀଘ୍ର ବ୍ୟାପୁଛି ନୂଆ କରୋନା ଭାଇରସ ଷ୍ଟ୍ରେନ: ଡବ୍ଲ୍ୟୁଏଚ୍ଓକୁ ଜଣାଇଲା ୟୁକେ
ଲଣ୍ଡନ: ୟୁକେରେ ବ୍ୟାପୁଥିବା ନୂଆ କରୋନା ଭାଇରସ ପୂର୍ବ ଅପେକ୍ଷା ବେଶ୍ ଶକ୍ତିଶାଳୀ ଓ ଏହା ଦ୍ରୁତ ଗତିରେ ବ୍ୟାପୁଛି। ସଂକ୍ରମଣ ହ୍ରାସ ପାଇଁ ଅଧିକ ଜନସଚେତନତା ଦରକାର ବୋଲି ଶନିବାର କହିଛନ୍ତି ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ କ୍ରିସ ୱିଟି।…
ରାତାରାତି ଷ୍ଟାର ପାଲଟିବା ପାଇଁ ଇଣ୍ଟିମେଟ୍ ସିନ୍ କରିଥିଲେ ସଞ୍ଜିଦା…
ମୁମ୍ବାଇ,୨୦।୧୨: ଛୋଟପରଦାର ବୋଲ୍ଡ ଅଭିନେତ୍ରୀ ସୁନ୍ଦରୀ ସଞ୍ଜିଦା ଶେଖ୍ ରବିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୨୦ରେ ସେ କୁଏତ୍ରେ ଜନ୍ମଗ୍ରହଣ କରିଥିଲେ। ୨୦୦୫ରେ କ୍ୟା ହୋଗା ନିମ୍ମୋ କା ଟିଭି ଶୋ’ରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର।…
ଛୋଟ କିନ୍ତୁ ବିଷାକ୍ତ
ବିଶ୍ୱରେ ଅନେକ ବିଷାକ୍ତ ପ୍ରାଣୀ ଅଛନ୍ତି । କିନ୍ତୁ ନିକଟ ଅତୀତରେ ବିଶ୍ୱର କ୍ଷୁଦ୍ରତମ ବିଷାକ୍ତ ବେଙ୍ଗ ଚିହ୍ନଟ କରାଯାଇଛି । ଯାହାର ଶରୀର ଏକ ସେଣ୍ଟିମିଟରରୁ ବି କମ୍ । ଯାହାକୁ ପେନ୍ସିଲ୍ର ମୁନ ଅଗରେ ଧରି ହେବ ।…
Archives


