Posted inଖେଳ

ଶାହାରୁଖଙ୍କୁ ଛାଡ଼ି ସବୁ ଫେଲ୍‌

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବୋଲର ଓ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ଧରାଶାୟୀ ହୋଇପଡ଼ିଲା ପଞ୍ଜାବ କିଙ୍ଗ୍ସ। ଶାହାରୁଖ ଖାନଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଲେ ସମସ୍ତ ବ୍ୟାଟ୍ସମ୍ୟାନ। ମୟଙ୍କ ଅଗ୍ରଓ୍ବାଲ ଓ ନିକୋଲାସ ପୁରନ ଖାତା ଖୋଲି ପାରି ନ ଥିବାବେଳେ ଲୋକେଶ ରାହୁଲ (୫), କ୍ରିସ ଗେଲ୍‌ (୧୦), ଦୀପକ ହୁଡା (୧୦) ଦଳୀୟ ସ୍କୋରରେ ଅଧିକ ଯୋଗଦାନ ଦେଇ ପାରି ନ ଥିଲେ। କିନ୍ତୁ ଯୁବ ବ୍ୟାଟ୍ସମ୍ୟାନ ଶାହାରୁଖ ଖେଳିଥିଲେ ୪୭ (୪ ଚୌକା ଓ ୨ ଛକା) ରନ୍‌ର ଦର୍ଶନୀୟ ପାଳି। ଦୁର୍ଭାଗ୍ୟବଶତଃ ପୂରଣ କରିପାରି ନ ଥିଲେ ଅର୍ଦ୍ଧଶତକ। ଫଳରେ ପଞ୍ଜାବ ପୂରା ୨୦ ଓଭରରେ ୮ ଉଇକେଟ ହରାଇ ମାତ୍ର ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

କିଙ୍ଗ୍ସ ପଞ୍ଜାବ ପାଇଁ ସବୁଠୁ ଘାତକ ସାଜିଥିଲେ ଦୀପକ ଚହର ଓ ଜାଡେଜାଙ୍କ ଫିଲ୍ଡିଂ। ସେ ୪ ଉଇକେଟ ନେଇଥିବାବେଳେ ମୋଇନ ଅଲି, ଡ୍ବେନ ବ୍ରାଭୋ ଓ ସାମ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ

ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ...

ଏସ୍‌ଆର୍‌ଏଚ୍‌  ବିଜୟୀ…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିଜୟ...

କଡା ସୁରକ୍ଷା ମଧ୍ୟରେ ଓଡ଼ିଶା ଛାଡିଲେ ଭାରତୀୟ ଦଳ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ବିରାଟ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଓଡ଼ିଶା ଛାଡିଛି। କଡା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ...

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି।...

ଉନାଡ୍‌କଟଙ୍କ ଦମ୍‌ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ

ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍‌କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା...

ମଦ ବୋତଲ ସହ ଏମିତି ପୋଷ୍ଟ ଲେଖିଲେ ପ୍ରସିଦ୍ଧ କ୍ରିକେଟର୍‌

ମୁମ୍ବାଇ,୨୯।୪: ଆଇପିଏଲ ୧୪ତମ ସିଜିନରେ କୋଲକତା ନାଇଟ୍‌ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରଶେଲ ଖରାପ ଫର୍ମରେ ଅଛନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରଶେଲ...

ଆଇପିଏଲ୍‌ ମେଗା ନିଲାମ ବେଳେ ଅଘଟଣ: ହଠାତ ଚେତା ହରାଇଲେ ନିଲାମଧାରୀ

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ର ମେଗା ନିଲାମ ଶନିବାର ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ଅକ୍ସନ ବେଳେ ୬୩ ବର୍ଷୀୟ ବ୍ରିଟିଶ ନିଲାମଧାରୀ ହଗ୍‌...

ରୋହିତ୍‌ ଶର୍ମା ଅଧିନାୟକ ହେଲେ, ଉପଅଧିନାୟକ ହେବେ କିଏ: ରେସ୍‌ରେ ୩ ଜଣ

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଛନ୍ତି। ବିରାଟ କୋହଲି ଟି -୨୦ ବିଶ୍ୱକପ...

Advertisement
Archives

Model This Week