Posted inଜାତୀୟ

ୟେଦୁରପ୍ପାଙ୍କୁ ପୁଣିଥରେ କରୋନା

ବେଙ୍ଗାଲୁରୁ,୧୬।୪: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଦ୍ୱିତୀୟ ଥର ପାଇଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୮ ବର୍ଷୀୟ ଭାଜପା ନେତା ଗତବର୍ଷ ଅଗଷ୍ଟ ୨ରେ ପ୍ରଥମେ କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ସାମାନ୍ୟ ଜ୍ୱର ହେବାରୁ ସେ ଶୁକ୍ରବାର କୋଭିଡ୍‌ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ୟେଦୁରପ୍ପା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ...

ମୃତ ଚାଷୀଙ୍କ ସଂଖ୍ୟା ଜାଣିନୁ, କେମିତି ଦେବୁ କ୍ଷତିପୂରଣ

ନୂଆଦିଲ୍ଲୀ, ୧।୧୨: ବିବାଦୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ମୃତ୍ୟୁ ସମ୍ପର୍କରେ ସରକାରଙ୍କ...

ଭାଜପା ମୂଳପୋଛ

ଚଣ୍ଡିଗଡ଼, ୧୮ା୨: କେନ୍ଦ୍ରର ୩ କୃଷି ଆଇନ ଭାଜପା ପାଇଁ ମହଙ୍ଗା ପଡ଼ିଛି। ଏହି ବିବାଦୀୟ ଆଇନ ହଟାଇବା ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ...

ଅଜିତ ଯୋଗୀଙ୍କ ପୁଅ ଗିରଫ

ବିଳାସପୁର,୪ା୯(ପି.ଟି.): ନିର୍ବାଚନ ସତ୍ୟପାଠରେ ଜାଲିଆତି ଅଭିଯୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ୍‌ଙ୍କୁ ମଙ୍ଗଳବାର ବିଳାସପୁର ଜିଲାରୁ ଗିରଫ କରାଯାଇଛି। ୨୦୧୩ ଛତିଶଗଡ଼...

ଚେତାବନୀ ଦେଲେ କୃଷକ ନେତା: ଘରୁ କୁକୁର ବି ବାହାରକୁ ଯିବା ପାଇଁ ଦେବୁ ନାହିଁ

ଚଣ୍ଡିଗଡ,୧।୧୦:କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସରକାର ଏବଂ କୃଷକ ସଂଗଠନ ପୁଣି ସାମ୍ନା-ସାମ୍ନି ହୋଇଛନ୍ତି। ଧାନ କିଣାକୁ ନେଇ ପଞ୍ଜାବ ଏବଂ...

ସମାଜବାଦୀ ଗଡ଼ରୁ ଲଢ଼ିପାରନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ସମାଜବଦା ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀ କର୍ହାଲରୁ ଲଢ଼ିବେ। ଏହି ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ...

ପରୀକ୍ଷାର୍ଥୀଙ୍କୁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇ ପ୍ରିନ୍ସପାଲ୍‌ ଗିରଫ

ଲକ୍ଷ୍ନୌ,୨୦।୨: ଏବେ ଉତ୍ତରପ୍ରଦେଶ ସେକେଣ୍ଡାରୀ ଏଜୁକେଶନ ବୋର୍ଡ(ୟୁପିଏସ୍‌ଇବି) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ...

୨୪ତମ ସିଇସି ହେଲେ ସୁଶୀଲ ଚନ୍ଦ୍ରା: ୫ ରାଜ୍ୟରେ କରିବେ ନିର୍ବାଚନ

ନୂଆଦିଲ୍ଲୀ,୧୩।୪: ଦେଶର ୨୪ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ସୁଶୀଲ ଚନ୍ଦ୍ରା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୨ ମେ ୧୪ରେ ଅବସର ଗ୍ରହଣ...

Advertisement
Archives

Model This Week