Home Left

ଭୁବନେଶ୍ୱରରୁ ଆଜି ୩୦ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଯବାନ-ମାଓବାଦୀ ଗୁଳି ବିନିମୟ

ଫୁଲବାଣୀ ଅଫିସ, ୨୦ା୧୨-କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅଧୀନ ବିରେନି ଗ୍ରାମ ନିକଟ ଜଙ୍ଗଲରେ ଗତ ୧୭ ତାରିଖରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ମାଓବାଦୀମାନେ ଖସି ଯାଇଥିବା ବେଳେ ଜଣେ ମିଲିସିଆଙ୍କୁ ଧରାଯାଇଛି। ପୋଲିସ…

ଅନ୍ନଦାତା ଆନ୍ଦୋଳନରୁ ଫେରିବା ପରେ ଆତ୍ମହତ୍ୟା କଲେ ଯୁବ ଚାଷୀ

ନୂଆଦିଲ୍ଲୀ,୨୦।୧୨: ଦେଶର ରାଜଧାନୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ପୁଣି ଜଣେ କୃଷକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନସ୍ଥଳରୁ ଫେରିଥିବା ଜଣେ ୨୨ ବର୍ଷୀୟ ପଞ୍ଜାବ କୃଷକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଭଟିଣ୍ଡା ଜିଲାର ଦୟାଲପୁରା ମିର୍ଜା…

କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ ସଂସ୍କାର ପରେ ୧୫ ଦିନ ପର୍ଯ୍ୟନ୍ତ ଅସ୍ଥି ରଖିବା ପାଇଁ ବ୍ୟବସ୍ଥା ହେବ। ନଗର…

ରାସ୍ତାରେ ଆତଙ୍କ ଖେଳାଉଥିବା ୨ ଲେଡି ଡନ୍‌ ଗିରଫ

ଭୋପାଳ,୨୦।୧୨-ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ଆତଙ୍କ ଖେଳାଉ ଥିବା ଦୁଇ ଲେଡି ଡନଙ୍କୁ ରବିବାର ପୋଲିସ ଗିରଫ କରିଛି। ଗିରଫ ୨ ଯୁବତୀ ବିଚ୍‌ ରାସ୍ତାରେ ପଥଚାରୀମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଉଥିବା ପୋଲିସ କହିଛି। ନିକଟରେ ଉକ୍ତ ୨…

ସେଲ୍‌ଫି ନେଉଥିଲେ ରାଷ୍ଟ୍ରପତି, ଲାଗିଲା ଜରିମାନା

ସାନଟିଆଗୋ,୨୦।୧୨: ଚିଲି ରାଷ୍ଟ୍ରପତି ସେବାସ୍ତିଆନ ପିନେରାଙ୍କ ଉପରେ ୨.୩ ଲକ୍ଷ ଟଙ୍କା ଜୋରିମନା ଲାଗିଛି। କରୋନା ନିୟମ ଉଲ୍ଲଂଘନ କରିବା ପରେ ଚିଲି ପ୍ରଶାସନ ଏହି ଜୋରିମନା ଦେବାକୁ ନୋଟିସ ପଠାଇଛି। ସମୁଦ୍ର କୂଳରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ…

ନୀରବ ମୋଦିଙ୍କ ଭାଇଙ୍କ ନାଁରେ ସାଂଘାତିକ ଅଭିଯୋଗ

ନ୍ୟୁୟର୍କ,୨୦।୧୨: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀ ସହିତ ୨୬ ଲକ୍ଷ ଡଲାର (ପ୍ରାୟ ୧୯ କୋଟି ଟଙ୍କା) ଠକେଇ ଅଭିଯୋଗରେ ନେହାଲ…

କେଜିଏଫ୍‌ ଚାପ୍ଟର ୨: ସଞ୍ଜୁ ବାବାଙ୍କ ଶୁଟିଂ ଶେଷ

ହାଇଦ୍ରାବାଦ୍‌,୨୦।୧୨: ନିର୍ଦ୍ଦେଶକ ପ୍ରଶନ୍ଥ ନୀଲଙ୍କ ଫିଲ୍ମ କେଜିଏଫ୍‌ : ଚାପ୍ଟର ୨ ଫିଲ୍ମରେ ବଲିଉଡ୍‌ ଆକ୍ଟର ସଞ୍ଜୟ ଦତ୍ତଙ୍କ ଶୁଟିଂ ଶେଷ ହୋଇଯାଇଛି। ଫିଲ୍ମର କ୍ଲାଇମାକ୍ସ ପୋରଶନ କେବଳ ହାଇଦ୍ରାବାଦ୍‌ରେ ଶୁଟିଂ ହୋଇଛି। ଏଥିରେ ସଞ୍ଜୁ ବାବାଙ୍କ ବ୍ୟତୀତ ୟଶ ମଧ୍ୟ…

ତକିଆ ତଳେ ଜୋତା ରଖି ଶୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ସହ ଅମିତାଭ ଖୁବ୍‌ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ହୁଅନ୍ତି ବିଗ୍‌ ବି। ବେଳେବେଳେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆସନ୍ତା ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୨୦।୧୨-ସାରା ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଏଥିରେ ସବୁଠୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ମହାମାରୀ କରୋନା ବୃଦ୍ଧି ପାଇବା ଆଶଙ୍କା କରି ଆଗାମୀ ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି…

ସୁଟିଂ ସେଟ୍‌ରେ ଅସୁସ୍ଥ ହେଲେ ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୦।୧୨-ସୁଟିଂ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ କଶ୍ମୀର ଫାଇଲ୍ସ ୱେବସିରିଜର ସୁଟିଂ କରୁଥିବାବେଳେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସୁଛି। ସୂଚନା ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଝାଡ଼ା…

ବିସିସିଆଇକୁ ଦିଲୀପ ଭେଙ୍ଗସରକରଙ୍କ ପରାମର୍ଶ

ମୁମ୍ବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଟେଷ୍ଟରେ ଭାରାତୀୟ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକର। ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri