ଭାରତର ଶୋଚନୀୟ ପରାଜୟ ପରେ ଲୋକେ ମାଗିଲେ ସୋନୁ ସୁଦଙ୍କ ସାହାଯ୍ୟ, ଏପରି ଟୁଇଟ୍ କଲେ ଅଭିନେତା
ମୁମ୍ବାଇ: ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସବୁବେଳେ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ପ୍ରଶଂସକଙ୍କ ଠାରୁ ଏପରି ଅନୁରୋଧ କରାଯାଇଥାଏ ଯେ, ସେଗୁଡ଼ିକ ପୂରଣ କରିବା ତ ଦୂରର କଥା ଏହାର ଉତ୍ତର ଦେବା ମଧ୍ୟ କଷ୍ଟକର…
ମହାରାଷ୍ଟ୍ରରେ ଲାଗୁ ହେବନି ନାଇଟ୍ କର୍ଫ୍ୟୁ କି ଲକ୍ଡାଉନ
ମୁ୍ମ୍ବାଇ,୨୦ ।୧୨: ସାରା ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏଥିରେ ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜିବି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଲୋକେ ଏକ ପ୍ରକାର ଭୟଭୀତ ହୋଇ…
ପହିଲାରୁ ବଦଳିବାକୁ ଯାଉଛି ବ୍ୟାଙ୍କିଂ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ
ନୂଆଦିଲ୍ଲୀ,୨୦।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ନୂଆ ବର୍ଷ ଆରମ୍ଭର ପ୍ରଥମ ଦିନରୁ ବ୍ୟାଙ୍କିଂ ସହ ଜଡ଼ିତ କାମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଆପଣଙ୍କ ଉପରେ ସିଧା ପ୍ରଭାବ ପକାଇବ। ଜାନୁଆରୀ ପହିଲାରୁ ୫୦ହଜାରରୁ ଅଧିକ ଚେକ୍ ଟ୍ରାନ୍ଜାକ୍ସନ…
ବୋଲପୁରରେ ଶାହାଙ୍କ ମେଗା ରୋଡ ଶୋ’
କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ରବିବାର ହେଉଛି ଦ୍ୱିତୀୟ ଦିନ । ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ଦେଖିବା ପାଇଁ ଶାହା ସେଠାକୁ ଯାଇଥିବା କୁହାଯାଏ । ରବିବାର…
ବିଗିଡିଲା ଭାଜପା ଏମ୍ପିଙ୍କ ସ୍ବାସ୍ଥ୍ୟାବସ୍ଥା
ଭୋପାଳ,୨୦।୧୨: ଭାରତୀୟ ଜନତା ପାର୍ଟି ଏମ୍ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ କିଛି ମାସ ହେବ ରେଟିନାର ପଛ ଭାଗରେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଡାକ୍ତରଙ୍କ…
୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…
ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ ବ୍ୟକ୍ତି ଆଗେଇ ଆସିଛନ୍ତି। ଗୌରବ ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ…
କୋହଲିଙ୍କ ସମର୍ଥନରେ ବାହାରିଲେ ବିଗ୍ ବି: କହିଲେ ‘ଆମ ସମସ୍ତଙ୍କ ଜୀବନରେ ଖରାପ ଦିନ ଆସେ’
ନୂଆଦିଲ୍ଲୀ,୨୦।୧୨: ଆଡିଲେଡ୍ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ଭାରତୀୟ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୌଣସି ବ୍ୟାଟ୍ସମ୍ୟାନ୍ ଗୋଟିଏ ଇନିଂସରେ ଦୁଇଅଙ୍କ ଛୁଇଁ ନ ପାରିବାକୁ ନେଇ ସୋସିଆଲ ମିଡିଆରେ ତାତ୍ସଲ୍ୟ କରାଯାଉଛି। ହେଲେ ମେଗାଷ୍ଟାର…
ବୟଫ୍ରେଣ୍ଡକୁ ଭେଟିବା ପାଇଁ ଘର ତାଲା ଭାଙ୍ଗି ପଳାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ ଜାଣିବାପରେ…
କରିନା କପୁର ଖାନ୍ ହେଉଛନ୍ତି ବଲିଉଡର ଅନ୍ୟତମ ଷ୍ଟାଇଲିଶ ଏବଂ ସୁନ୍ଦରୀ ଅଭିନେତ୍ରୀ, ଯିଏକି ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ପିଲାବେଳେ ଅନେକ ଦୁଷ୍ଟାମି କରୁଥିଲେ। ଏ ନେଇ ମା’ ବବିତା ତାଙ୍କୁ ବୋଡିଂ ସ୍କୁଲକୁ ପଠାଇ ଦେଇଥିଲେ।…
ତୃତୀୟ ଶ୍ରେଣୀ ଛାତ୍ରୀ ସଂଗ୍ରହ କଲେ ବିଭିନ୍ନ ଦେଶର ୫୦୦୦ରୁ ଅଧିକ ଦିଆସିଲି
ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫଟୋ ଉଠାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିଥାନ୍ତି। ସେହିପରି କିଛି ଲୋକ ବିଭିନ୍ନ ଦେଶର ଟିକେଟ ମଧ୍ୟ ସଂଗ୍ରହ କରିଥାନ୍ତି। କିନ୍ତୁ ଓଡ଼ିଶାର ଜଣେ…
କୃଷକ ଆନ୍ଦୋଳନ: ଧାରଣା ସ୍ଥଳରେ ପହଞ୍ଚିଲା ୨ଶହ ଟଏଲେଟ, ଗିଜର
ନୂଆଦିଲ୍ଲୀ,୨୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ୨୪ ଦିନ ହେବ ରାଜଧାନୀ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତକାକରରେ ଏମାନେ ପଡି ରହିଥିବା ବେଳେ ବିଭିନ୍ନ ଲୋକ ଏମାନଙ୍କୁ ସହାୟତା ଯୋଗାଇ ଦେଉଥିବା…
ଆମେରିକାରେ କରୋନା ସୁନାମୀ
ୱାଶିଂଟନ,୨୦ ।୧୨: ଆମେରିକାରେ କରୋନା ମହାମାରୀ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ଆମେରିକାରେ ୪ ଲକ୍ଷ…
କାର ବୋମା ବିସ୍ଫୋରଣ: ୯ ମୃତ
କାବୁଲ,୨୦।୧୨: ଆଫଗାନିସ୍ତାନରେ ରବିବାର କାର୍ ବୋମା ବିସ୍ଫୋରଣ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାବୁଲରେ ସଂସଦ ସଦସ୍ୟ…
Archives


