ଲାଇନ୍ଚ୍ୟୁତ ହେଲା ମାଲ୍ବାହୀ ଟ୍ରେନ, ୨ ଆହତ
ରାଉରକେଲା,୨୨।୧୨: ବିମଳାଗଡ଼ ରେଲୱେ ୟାର୍ଡ ନିକଟରେ ମଙ୍ଗଳବାର ସାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ସନ୍ଧ୍ୟା ୭ଟାରେ ଲୁହାପଥର ନେଇ ଏକ ମାଲବାହୀ ଟ୍ରେନ ବରସୁଆଁରୁ ରାଉରକେଲା ଅଭିମୁଖେ ବାହାରିଥିଲା। କିଛି ବାଟ ଯିବା ପରେ ଟ୍ରେନ ୧୧୦ କିମି ବେଗ…
ରାଜ୍ୟରେ ସୁସ୍ଥ ହେଲେ ୩୮୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨।୧୨: ରାଜ୍ୟରେ ମଙ୍ଗଳବାର ୩୮୮ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ୭୧ ଜଣ। ଖୋର୍ଦ୍ଧରୁ ୩୮, ଅନୁଗୁଳରୁ ୩୭, ସମ୍ବଲପୁରରୁ ୨୭, ବରଗଡ଼ରୁ ୨୬, ମୟୁରଭଞ୍ଜରୁ ୨୫, କଟକରୁ ୨୧, ବାଲେଶ୍ୱରରୁ ୨୦,ଯାଜପୁରରୁ ୧୬,…
ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ
ନୂଆଦିଲ୍ଲୀ,୨୨।୧୨: ଧିରେ ଧିରେ ଅଣାୟତ ହେବାରେ ଲାଗିଛି ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ। ଆନ୍ଦୋଳନରତ କୃଷକ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିର ଅବସରରେ ଚାଷୀମାନେ ନିଜ ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଲିମକା ବୁକ ଅଫ୍ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର
ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଲିମିକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।…
ପୃଥ୍ବୀ ଶ’ଙ୍କ ବିକଳ୍ପ କେ.ଏଲ୍; ଶାମିଙ୍କ ସ୍ଥାନରେ ଖେଳନ୍ତୁ ନବଦୀପ
ନୂଆଦିଲ୍ଲୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍ର ଓପନିଂକୁ ନେଇ ପ୍ରଶ୍ନ ଉଠୁଛି। ଏବେ ପୃଥ୍ବୀ ଶଙ୍କ ସ୍ଥାନରେ କେ.ଏଲ୍. ରାହୁଲଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ ଟିମ୍ର ପୂର୍ବ ଓପନର୍ ଆକାଶ…
ଭାରତରେ ଦେଖାଯାଇ ନାହିଁ ନୂଆ କୋଭିଡ୍ ଷ୍ଟ୍ରେନ: କେନ୍ଦ୍ର
ନୂଆଦିଲ୍ଲୀ,୨୨।୧୨: ୟୁନାଇଟେଡ୍ କିଙ୍ଗଡମ(ୟୁକେ)ରୁ ଆରମ୍ଭ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଏପର୍ଯ୍ୟନ୍ତ ଭାରତରେ ଦେଖାଦେଇ ନାହିଁ। ଏଣୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। କୋଭିଡ୍-୧୯ର ନୂଆ ଷ୍ଟ୍ରେନ ଅତିକମ୍ରେ ୭୦…
ଧନ୍ୟବାଦ କରୋନା ଯୋଦ୍ଧା
ନୂଆଦିଲ୍ଲୀ: ବର୍ଷ ୨୦୨୦ ଆରମ୍ଭରୁ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିଲା କରୋନା। ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନାନାଦି ଉପାୟ ଅବଲମ୍ବନ କରାଯାଇଥିଲା। ମାସ ମାସ ଧରି ଲକ୍ଡାଉନ୍ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିଲା। ଯେଉଁଠି ସାଧାରଣଜନତାକୁ ଘରେ ରହି…
୨.୫୧ କୋଟି ଟଙ୍କାରେ ନିଲାମ ହେଲା ଡନ୍ ବ୍ରାଡମ୍ୟାନଙ୍କ ପ୍ରଥମ ଟେଷ୍ଟ କ୍ୟାପ
ସିଡ୍ନୀ ,୨୨।୧୨: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡନ୍ ବ୍ରାଡମ୍ୟାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣବେଳେ ମିଳିଥିବା କ୍ୟାପକୁ କିଣିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ। ବ୍ରାଡମ୍ୟାନଙ୍କ ବ୍ୟାଗି ଗ୍ରୀନ ଟେଷ୍ଟ କ୍ୟାପକୁ କିଣିବା ଲାଗି ସ୍ଥାନୀୟ ବ୍ୟବସାୟୀ ପିଟର ଫ୍ରିଡମ୍ୟାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି…
ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା
ବମ୍ବେ: ବର୍ଷ ୨୦୨୦ରେ ଅନେକ ଅଭିନେତାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। କିଛି ମା’ବାପା ହେବାକୁ ଯାଉଥିବା ଖୁସିଖବର ମଧ୍ୟ ଦେଇଛନ୍ତି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଟେଲିଭିଜନଜଗତର ଅନ୍ୟତମ ହିଟ୍ ଯୋଡି ମୋହିତ ମଲିକ ଏବଂ ତାଙ୍କ ପତ୍ନୀ…
ହ୍ରିତିକ୍ଙ୍କ ପୂର୍ବ ସ୍ତ୍ରୀ ସୁଜୈନ, ଏହି ପଞ୍ଜାବୀ ଗାୟକଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ
ବମ୍ବେ: ମହାମାରୀ କରୋନା ନିୟମାବଳୀର ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ମୁମ୍ବାଇ ପୋଲିସ ପଞ୍ଜାବୀ ଗାୟକ ଗୁରୁ ରାନ୍ଧଓ୍ବାଙ୍କୁ ଗିରଫ କରିଛି। ତାଙ୍କ ଛଡ଼ା କ୍ରିକେଟର ସୁରେଶ ରାଇନା, ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବ ସ୍ତ୍ରୀ ସୁଜୈନ ଖାନଙ୍କୁ ମଧ୍ୟ ପୋଲିସ…
ଅନ୍ସ୍କ୍ରିନ୍ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ: ଶୁଟିଂ ସେଟ୍ରେ…
ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ନିଜର ଉଚ୍ଚକୋଟୀର ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ…
ଦିନକୁ ୧୦ରୁ ୧୫ ପାନ ଖାଉ ଥିଲେ ଅମିର ଖାନ
ନୂଆଦିଲ୍ଲୀ,୨୨।୧୨: ନାଚ୍ୟୁରାଲ ଆକ୍ଟିଂ ପାଇଁ ଜଣାଶୁଣା ବଲିଉଡ୍ ଆକ୍ଟର ଅମିର ଖାନ ଦିନକୁ ୧୦ରୁ ୧୫ ଖଣ୍ଡ ପାନ ଖାଉଥିଲେ। ଏହା ଆପଣଙ୍କୁ ବିସ୍ମିତ କରୁଥିବ ନିଶ୍ଚିତ, ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ତେବେ ରାଜ କୁମାର ହିରାନିଙ୍କ ‘ପିକେ’ ଫିଲ୍ମରେ…
Archives


