ରାହାନେଙ୍କୁ ଭାଇ ଡାକିଲେ ଏହି ଅଷ୍ଟ୍ରେଲୀୟ ଉପସ୍ଥାପିକା
ମେଲବୋର୍ନ,୨୯।୧୨: ଆଡିଲେଡ ଟେଷ୍ଟରେ ପରାଜୟ ପରେ ମେଲବୋନର୍ର୍ ଟେଷ୍ଟରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଯେପରି ପ୍ରତିଶୋଧ ନେଲା ତାହା କେହି ସ୍ବପ୍ନରେ ଭାବି ନଥିବେ। ଆଡିଲେଡରେ ମାତ୍ର ୩୬ ରନ ପାଇଁ ଆଉଟ ହୋଇଥିବା ଟିମ ଇଣ୍ଡିଆ ମେଲବୋନର୍ର୍ରେ ଅଷ୍ଟ୍ରେଲିଆକୁ…
ଭୁବନେଶ୍ୱରରେ ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ
ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ମଙ୍ଗଳବାର ଆୟୋଜିତ ପ୍ରେସମିଟ୍ରେ…
ମଧ୍ୟାହ୍ନ ଭୋଜନ ଯୋଜନାରେ ଛଅ ମାସର ଶୁଖିଲା ରାଶନ ଦେବେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୯ ।୧୨: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ୬ ମାସର ଶୁଖିଲା ରାଶନ ଯୋଗାଇ ଦିଆଯିବ । କରୋନା ଭାଇରସ ସଂକ୍ରମଣ କାରଣରୁ ଗତ ମାର୍ଚ୍ଚରୁ ସ୍କୁଲ ବନ୍ଦଥିବାରୁ ଏଭଳି ନିଷ୍ପତ୍ତି…
ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଲା ଅଣ୍ଡା-ନୁଡୁଲ୍ସ୍ : ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୋଭୋସିବିରସ୍କି,୨୯।୧୨: ପ୍ରବଳ ଥଣ୍ଡାରେ ଅଣ୍ଡା ଏବଂ ନୁଡୁଲ୍ସ୍ କିଭଳି ତଳେ ନ ପଡ଼ି ଜମାଟ ବାନ୍ଧି ଯାଇଛି, ତାହାର ଏକ ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସାଇବେରିଆର ନୋଭୋସିବିରସ୍କିରେ ଉଠାଯାଇଥିବା କୁହାଯାଉଛି। ସୋମବାର ଏଠାରେ…
କେନ୍ଦ୍ର ସମନ ଜାରି କରିଥିବା ଅଧିକାରୀଙ୍କୁ ସମ୍ମାନ ଦେଲେ ମମତା
କୋଲକାତା,୨୯ ।୧୨: ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗି ରହିଛି । ଏବେ ଏହା ଆହୁରି ବଢିବାରେ ଲାଗିଛି । ଭାରତୀୟ ଜନତା ପାର୍ଟି(ଭଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ପଶ୍ଚିମବଙ୍ଗରେ ହୋଇଥିବା…
ମାଡାମ୍ ତୁସାଦ୍ ମ୍ୟୁଜିୟମ୍ ହେବ ବନ୍ଦ
ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍ଠାରେ ଥିବା ମାଡାମ୍ ତୁସାଦ୍ ମ୍ୟୁଜିୟମ୍କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ଥିଲା। ଖ୍ୟାତିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ମହମରେ ନିର୍ମିତ ହୋଇଥିବା ପ୍ରତିମୂର୍ତ୍ତି…
ହାଜତ୍ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ
ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦାନୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସେମାନେ…
ରାସ୍ତାରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଚଢ଼ିଗଲା କାର: ୩ ଗୁରୁତର
ଦେବଗଡ଼,୨୯ା୧୨(ଡ଼ି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ଶୀତ ଯୋଗୁ ଗ୍ରାମର କେତେକ ଲୋକେ ରାସ୍ତା କଡରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଏକ…
ମାଲବାହୀ ଟ୍ରେନ ଲାଇନଚ୍ୟୁତ: ତଳକୁ ଖସିଲା ୪ ବଗି
କୋରାପୁଟ,୨୯।୧୨(ସ୍ବ.ପ୍ର.): କୋରାପୁଟ ନିକଟସ୍ଥ ମାଳିଗୁଡ଼ା ଓ ଜରଟି ରେଳ ଷ୍ଟେଶନ ମଧ୍ୟରେ ମଙ୍ଗଳବାର ଭୋରରୁ ଏକ ଲୁହାପଥର ବୋଝେଇ ମାଲବାହି ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୪ଟି ବଗି ରେଳଧାରଣାରୁ ତଳକୁ ଖସିଯାଇଛି । ପରେ ଏହି ରୁଟରେ ସମସ୍ତ ଟ୍ରେନ…
ଆନ୍ଦୋଳନ ନାଁରେ ଦେଶର ଭିତ୍ତିଭୂମି ନଷ୍ଟ କରିବା ଜାତୀୟ ଦାୟିତ୍ୱ ନୁହେଁ: ମୋଦି
ପ୍ରୟାଗରାଜ,୨୯ ।୧୨: ମାଲଗାଡ଼ି ଚଳାଚଳ ପାଇଁ ତିଆରି ହୋଇଥିବା ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର(ଇଡିଏଫ୍ସି)ର ପ୍ରୟାଗରାଜ ସ୍ଥିତ କଣ୍ଟ୍ରୋଲ ରୁମ ଓ ଲୁଧିଆନାରୁ ପଶ୍ଚିମବଙ୍ଗ ସ୍ଥିତ ଦାନକୁନି ଷ୍ଟେଶନ ପର୍ଯ୍ୟନ୍ତ ୧୮୭୫ କିଲୋମିଟର ଇଡିଏଫ୍ସି ଟ୍ରାକ ଉପରେ ଏବେ ଟ୍ରେନ୍ ଚଳାଚଳ…
ଅଜବ ପ୍ରେମ: ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ପାଇଁ ଏମିତି କଲେ ସ୍ବାମୀ
ଚନ୍ଦ୍ର ପୃଷ୍ଟରେ ଜମି କିଣିବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହି ସ୍ବପ୍ନ ସମସ୍ତଙ୍କର ସତ ହୋଇ ନ ଥାଏ। କିନ୍ତୁ ଆଜମେରରେ ରହୁଥିବା ଧର୍ମେନ୍ଦ୍ର ଅନିଜା ନିଜର ୮ତମ ବିବାହ ବାର୍ଷିକୀକୁ ସ୍ବତନ୍ତ୍ର କରିବାକୁ ଚାହୁଁଥିଲେ। ତେଣୁ ସେ ଏହି…
ଶିବରାଜଙ୍କ କ୍ୟାବିନେଟ୍ରେ ଲଭ୍ ଜିହାଦ୍
ଭୋପାଳ,୨୯।୧୨: ଲଭ୍ ଜିହାଦ୍ ବିରୋଧରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏସମ୍ପର୍କିତ ଏକ ଆଧ୍ୟାଦେଶକୁ ମଙ୍ଗଳବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ପାଖକୁ ପଠାଇ ଦିଆଯାଇଛି।…
Archives


