Home Left

ବିବାହ ପାଇଁ ଟ୍ବିଙ୍କିଲଙ୍କ ସାମ୍ନାରେ ଅକ୍ଷୟ କୁମାର ରଖିଥିଲେ ଏଭଳି ସର୍ତ୍ତ

ମୁମ୍ବାଇ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନାଙ୍କ ଯୋଡ଼ି ବଲିଉଡ୍‌ରେ ସର୍ବୋତ୍ତମ ଯୋଡ଼ି ଭାବରେ ଗଣନା କରାଯାଏ। ୨୦୦୧ ଜାନୁୟାରୀ ୧୭ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଏହି ଦୁହିଁଙ୍କ ପ୍ରେମକାହାଣୀ କୌଣସି ଫିଲ୍ମ…

ଲୁଚିଛପି ବିବାହ ପରେ ଏବେ ହନିମୁନ୍‌ରେ ଶାହିର

ବମ୍ବେ: ଟେଲିପରଦାର ହ୍ୟାଣ୍ଡସମ ହଙ୍କ ଶାହିର ସେଖ ବିବାହ ପରେ ଏବେ ହନିମୁନ୍‌ରେ। ପ୍ରେମିକା ରୁଚିକା କପୁରଙ୍କୁ ଲୁଚିଛପି ବିବାହ କରିବା ପରେ ଏବେ ଭୁଟାନରେ ଉଭୟ ପରସ୍ପର ସହ ସମୟ ବିତାଉଛନ୍ତି। ସେଠାକାର ପାହାଡ ଓ ତାର ସବୁଜିମାକୁ ମନଭରି…

ମାଫିଆ ଡନ୍‌ ଛୋଟା ରାଜନ-ମୁନ୍ନା ବଜରଙ୍ଗୀଙ୍କ ଡାକ ଟିକଟ ଜାରି: ତଦନ୍ତ ନିର୍ଦ୍ଦେଶ ଦେଲେ ମହାଡାକପାଳ

ନୂଆଦିଲ୍ଲୀ,୨୮।୧୨: ଡାକ ବିଭାଗ ପକ୍ଷରୁ ୨୦୧୭ରେ ମାଇଁ ଷ୍ଟାମ୍ପ୍‌ ଯୋଜନାର ପ୍ରଚଳନ କରାଯାଇଥିଲା। ଏହା ଅନ୍ତର୍ଗତ ଯେ କୌଣସି ବ୍ୟକ୍ତି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ସହିତ ୩୦୦ ଟଙ୍କା ପୈଠ କରି ନିଜର ୧୨ଟି ଡାକ ଟିକଟ ଜାରି କରିପାରିବେ।…

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା ଫିଲ୍ମରେ ଯେତିକି ସଫଳତା ପାଇଥିଲେ ବ୍ୟକ୍ତିଗତ ଜୀବନରେ ତା’ଠୁ ଅଧିକ ବିଫଳ ହୋଇଥିଲେ। କରିସ୍ମା…

ରାଜଧାନୀରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜଧାନୀରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ହେଟେଲ, କ୍ଲବ, କନ୍‌ଭେନ୍‌ସନ ହଲ, କଲ୍ୟାଣ ମଣ୍ଡପରେ ଏହା କରାଯାଇପାରିବ ନାହିଁ। ଏଥିସହ ଅନ୍ୟ କୌଣସି ସ୍ଥାନରେ ଅଧିକ ଜନସମାଗମ ହୋଇପାରିବ ନାହିଁ। କେବଳ ନିଜ…

ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି କ’ଣ ଆପଣ ଜାଣନ୍ତି କି…

ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କ ପାଖରେ କିଛି ଗୁଣ, କିଛି ଶକ୍ତି ରହିଥାଏ। ଏହାଦ୍ୱାରା ସେମାନେ କାର୍ଯ୍ୟ ସିଦ୍ଧି କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ନୀଜର ନୀତିଶାସ୍ତ୍ରରେ ରାଜା, ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ ଶକ୍ତି କ’ଣ ତାହା ବର୍ଣ୍ଣନା…

ଏହି ଅଭିନେତାଙ୍କ କଥା ମାନି ବିକିନି ପିନ୍ଧିଥିଲେ ମମତାଜ୍‌

ବଲିଉଡର ଭେଟେରାନ ଅଭିନେତ୍ରୀ ମମତାଜ ଆଜିକାଲି ମୁମ୍ବାଇରେ ଅଛନ୍ତି। ସେ ଦୀର୍ଘ ସମୟ ପରେ ଅର୍ଥାତ୍‌ ପ୍ରାୟ ଏକ ବର୍ଷ ପରେ ଲଣ୍ଡନରୁ ଫେରିଛନ୍ତି । ମମତାଜ ଏବେ ମଧ୍ୟ ସୁସ୍ଥ ଅଛନ୍ତି। ନିକଟରେ ତାଙ୍କ ଦେହାନ୍ତ ହେବାର ମିଥ୍ୟା ଖବର…

ପାକିସ୍ତାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଅଶ୍ୱିନ

ମେଲବୋର୍ନ,୨୮।୧୨: ମେଲବୋନର୍ର୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଭଲ ପ୍ରଦର୍ଶନ କରି ଭାରତ ମ୍ୟାଚରେ ମଜଭୁତ ସ୍ଥିତିରେ ଅଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଅନେକ ହାସଲ ରେକର୍ଡ କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂଶରେ…

ଭାରତୀୟ ଦଳ ପାଇଁ ଖରାପ ଖବର

ମେଲବୋର୍ନ,୨୮।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ସ୍ଥିତି ମଜଭୁତ ରହିଛି। ପ୍ରଥମ ଇନିଂଶରେ ୧୩୧ ରନ୍‌ର ଅଗ୍ରଣୀ ହାସଲ ପରେ ଦ୍ୱିତୀୟ ଇନିଂଶରେ ଭାରତୀୟ ବୋଲ୍‌ର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଭାରୀ ପଡିଛନ୍ତି। ସେପଟେ ଭାରତୀୟ ପାଇଁ ଏକ ଖରାପ ଖବର…

ସାତପଡ଼ାରେ ପ୍ରତିଷ୍ଠା ହେବ ବରଫକଳ

ପୁରୀ ଅଫିସ,୨୮ା୧୨: ପୁରୀ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ନିୟମ ଏବଂ କାର୍ଯ୍ୟକାରିତା ସଂକ୍ରାନ୍ତ କର୍ମଶାଳା ରବିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ। ମାଛ…

୩୧ରେ ଗୋପାଳପୁର ବେଳାଭୂମି ମନା

ଛତ୍ରପୁର,୨୮ା୧୨(ଡି.ଏନ୍‌.ଏ.): ଚଳିତବର୍ଷର ଶେଷଦିନ ଅର୍ଥାତ୍‌ ୩୧ତାରିଖ (ଗୁରୁବାର) ଗୋପାଳପୁର ବେଳାଭୂମିକୁ ଯିବା ମନା ହୋଇଛି। କାହାରିକୁ ସେଠାକୁ ଛଡ଼ାଯିବନି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିସହ ବାହାରେ ଜିରୋନାଇଟ୍‌ ପାଳନ କରିବାକୁ ନିଷେଧ କରାଯାଇଥିବା…

ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ପ୍ରଥମ ଚାଳକ ବିହିନ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍ ଉପରେ ଜନକପୁରୀ ୱେଷ୍ଟ ବଟାନିକାଲ ଗାର୍ଡେନ କରିଡରରେ ୩୭ କିଲୋମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri