Home Left

ନେପାଳକୁ ଟିମ୍‌ ପଠାଇଲେ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ, ୨୭।୧୨: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦେଶର ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି) ବିଭାଜନ ଆଡ଼କୁ ମୁହାଁଉଛି। ଯେକୌଣସି ସ୍ଥିତିରେ ନେପାଳରେ କମ୍ୟୁନିଷ୍ଟ ଶାସନ…

ପାକିସ୍ତାନକୁ ୫୦ ଡ୍ରୋନ୍‌ ବିକିଲା ଚାଇନା

ନୂଆଦିଲ୍ଲୀ, ୨୭ା୧୨: ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଚାଇନା ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା ଦୃଢ଼ କରିବା ପାଇଁ ଆଗେଇଛି। ଏକ ପ୍ରତିରକ୍ଷା ଚୁକ୍ତି ଅନୁସାରେ ଚାଇନା ୫୦ ଡ୍ରୋନ ପାକିସ୍ତାନକୁ ବିକ୍ରି କରିଛି। ଚଳିତ ମାସରେ ଚାଇନା ୫୦ ୱିଙ୍ଗ ଲୋଙ୍ଗ-୨…

୫୩ ନାଗା ଉଗ୍ରପନ୍ଥୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ, ୨୭।୧୨ (ଆଇଏଏନ୍‌ଏସ୍‌): ନାଗାଲାଣ୍ଡର ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ (କେ-ୟୁଙ୍ଗ ଅଙ୍ଗ୍‌) ଉଗ୍ରପନ୍ଥୀ ସଂଗଠନର ଶୀର୍ଷ ନେତା ୫୨ ଜଣ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଫଳରେ ନାଗା ଶାନ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଭାରତୀୟ ସେନା, ଆସାମ ରାଇଫଲ୍ସ ଏବଂ…

ଓସ୍କାର ଦୌଡ଼ରେ ସୁଦାନ ଫିଲ୍ମ

କାଇରୋ,୨୭ା୧୨: ଅନ୍ତର୍ଜାତୀୟ ପୁରସ୍କାର ଦୌଡ଼ରେ ଦୀର୍ଘଦିନରୁ ବାଦ୍‌ ପଡିଥିବା ସୁଦାନ ଏବେ ଏଥିରେ ପ୍ରବେଶ ପାଇଁ ପଦକ୍ଷେପ ନେଇଛି। ଓସ୍କାର ପୁରସ୍କାର ପାଇବାକୁ ସୁଦାନର ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଥମ ଥର ପାଇଁ ନିଜକୁ ତାଲିକାଭୁକ୍ତ କରିଛି। ୟୁରୋପୀୟ ଏବଂ ଇଜିପ୍ଟ କମ୍ପାନୀ…

ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ

ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍‌, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି। ଏହି ଅଜବ ନିୟମ ପାଇଁ ଜାପାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଖାଲି ଏତିକି ନୁହେଁ,…

ଶୀତରେ ଆଲକହଲ୍‌କୁ ନା’ : ଆଇଏମ୍‌ଡି

ନୂଆଦିଲ୍ଲୀ,୨୬।୧୨: ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ଶୀତ ପଡ଼ିପାରେ। ଏଣୁ ଘରେ କିମ୍ବା ଇୟର ଏଣ୍ଡ୍‌ ପାର୍ଟିରେ ଆଲକହଲ୍‌ ନେବା ଉଚିତ ହେବ ନାହିଁ । ଏ ନେଇ ଚେତାବନୀ ଦେଇଛି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି)। ଉତ୍ତର ଭାରତର…

ମୋଟେରରେ ସଶସ୍ତ୍ର ଡକାୟତି: ୪୦ ଭରି ସୁନାଗହଣା ସହ ବୁଲେଟ ଧରି ଚମ୍ପଟ ମାରିଲେ ଡକାୟତ

କୋକସରା, ୨୭।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମର ଶାନ୍ତିନଗର ପଡାରେ ରହୁଥିବା ଶିକ୍ଷକ ଯଯାତି ପାଟଯୋଷୀଙ୍କ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଡକାୟତି ହୋଇଛି । ପ୍ରାୟ ୫ ରୁ ୭ ଜଣ ମୁଖାପିନ୍ଧା…

୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ସେହିଭଳି ୨୦୩୦ ବେଳକୁ ତୃତୀୟ ସ୍ଥାନରେ ରହିବ…

ନବବିବାହିତଙ୍କ ପାଇଁ କାହିଁକି ହୁଏ ହନିମୁନ୍‌…

ବୈବାହିକ ଜୀବନକୁ ନେଇ ପ୍ରତ୍ୟେକ ଯୁବତୀ ଯୁବକ କେତେ ସ୍ବପ୍ନ ଦେଖିଥାନ୍ତି । ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ କରିଥାନ୍ତି ସବୁପ୍ରକାର ଚେଷ୍ଟା । ବିବାହ ପରେ ପ୍ରୀତି ଭୋଜନର ଆୟୋଜନ ସହିତ କରିଥାନ୍ତି ହନିମୁନ୍‌ ଯୋଜନା । ବିବାହ…

ପ୍ରେମରେ ମିଳିଥିଲା ଧୋକା: କାନ୍ଦି ବି ନିଜକୁ ସମ୍ଭାଳିଥିଲେ ସଲମାନ

ମୁମ୍ବାଇ,୨୭।୧୨: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ଡିସେମ୍ବର ୨୭ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ବିତିଥିବା ଜୀବନରେ ତାଙ୍କର କେତେକ ଅଭିନେତ୍ରୀଙ୍କ…

ଏହି ଫଳର ଚୋପା କରେ ତ୍ୱଚାକୁ ଉଜ୍ଜ୍ୱଳ: ଜାଣନ୍ତୁ କେମିତି କରିବେ ବ୍ୟବହାର

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା ଅନେକେ ସୌଖୀନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଛି। ମାତ୍ର…

ମୁସ୍ତାକ ଅଲୀ ଟ୍ରଫି : ଦିଲ୍ଲୀ ଦଳରେ ଧାଓ୍ବନ, ଈଶାନ୍ତ

ନୂଆଦିଲ୍ଲୀ ୨୬ା୧୨- ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷଣା କରାଯାଇଥିବା ଦିଲ୍ଲୀ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ପେସର ଈଶାନ୍ତ ଶର୍ମା। କିନ୍ତୁ ସେ ଦିଲ୍ଲୀ ଦଳର ସମସ୍ତ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ। ସିନିୟର ଓପନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri