ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍!
ୱାଶିଂଟନ,୨୯ ।୧୨: ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଭାରତର ବି ପହଞ୍ଚିଗଲାଣି । ଏହାସହ ପାଖାପାଖି ୧୨ଟି ଦେଶରେ ଏହି ନୂଆ ଷ୍ଟ୍ରେନ୍ ପହଞ୍ଚିଥିବା କୁହାଯାଉଛି । ଯାହା ପୁଣିଥରେ ବିଶ୍ୱବାସୀଙ୍କୁ ଚିନ୍ତାରେ…
ରାସ୍ତାରେ ମଳତ୍ୟାଗ କଲା ମଇଁଷି: ମାଲିକ ଦେଲେ ୧୦ ହଜାର ଜରିମାନା
ଗ୍ବାଲିୟର,୨୯।୧୨: ନିର୍ମାଣ କରାଯାଇଥିବା ନୂଆ ରାସ୍ତାରେ ମଇଁଷି ମଳତ୍ୟାଗ କରିବାରୁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଡି.ବି. ସିଟି ରୋଡ୍ର ନିର୍ମାଣ କରାଯାଉଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ମଇଁଷି ମଳତ୍ୟାଗ କରିଥିଲା। ନଗର ନିଗମର କମିଶନର ସନ୍ଦୀପ୍…
ପଡ଼ୋଶୀ ଝିଅଙ୍କ ସହ ରାସ୍ତାରେ ଧରାପଡ଼ି ଯାଇଥିଲେ ଏହି ପ୍ରସିଦ୍ଧ ଖେଳାଳି
ଅଷ୍ଟ୍ରେଲିଆରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କର ସବୁଆଡେ ପ୍ରଶଂସା କରାଯାଉଛି। ରାହାଣେଙ୍କର ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଦିନରେ ବାଜୟୀ ହୋଇପାରିଛି। ପ୍ରଥମ ଟେଷ୍ଟ ମ୍ୟାଚ୍ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ରେ…
ଯୁବରାଜଙ୍କୁ ବଡ ଝଟ୍କା ଦେଲା ବିସିସିଆଇ
ଚଣ୍ଡିଗଡ,୨୯।୧୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ବିସିସିଆଇ ଏକ ବଡ଼ ଝଟକା ଦେଇଛି। ଗତ ବର୍ଷ ଅବସର ନେଇଥିବା ଯୁବରାଜ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫି ଟୁର୍ନାମେଣ୍ଟ ଖେଳିବାକୁ ଚାହୁଁଥିଲେ, କିନ୍ତୁ ବିସିସିଆଇ ତାଙ୍କୁ ଅବସରରୁ ଫେରିବାକୁ…
ଆର୍ଜେଡ଼ିର ନୂଆ ପ୍ରସ୍ତାବ: ତେଜସ୍ବୀ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ପାଟନା,୨୯।୧୨: ବିହାର ନିର୍ବାଚନ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଏନ୍ଡିଏ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇନାହିଁ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟରେ ଫାଟ ଦେଖାଦେଇଥିବା ନେଇ ରାଜନୈତିକ ମହଲରେ ଟୁପ୍ଟାପ୍ ଆରମ୍ଭ…
୨୦୨୦ ଚର୍ଚ୍ଚାର ପରିସରକୁ ଆସିଥିବା ନାରୀ
ଶେଷପାଦରେ ଉପନୀତ ୨୦୨୦। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ… ଜର୍ଜିଆରେ ଚମକିଲେ କୁନି ଝିଅ ଦିବ୍ୟଶ୍ରୀ ଜର୍ଜିଆରେ ଅନୁଷ୍ଠିତ ୱାର୍ଲଡ ରାଇଜିଂ ଷ୍ଟାର ୨୦୨୦ରେ ୧୨ଟି ଦେଶର…
ମାସ୍କ୍ ଭଳି କୋଭିଡ୍ ଭାକ୍ସିନ୍ ପାସପୋର୍ଟ ଏବେ ହେବ ଜରୁରୀ
ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍ ଭଳି କୋଭିଡ୍ ଭାକ୍ସିନ୍ ପାସପୋର୍ଟକୁ ଏବେ ଜରୁରୀ ହେବ। ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ୍ ଭାକ୍ସିନ୍ ପାସପୋର୍ଟ…
ବିଶ୍ୱରେକର୍ଡ ଭାଙ୍ଗିଦେଲେ ଏହି ଭାରତୀୟ କ୍ରିକେଟର୍
ମେଲବୋର୍ନ,୨୯।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଭାରତୀୟ ବୋଲିଂ ଲାଇନଅପର ସମସ୍ତ ବୋଲର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆର ବୋଲିଂର ନେତୃତ୍ୱ ନେଇଥିଲେ। ଦଳର…
ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍: ବାଇଡେନ୍
ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜୋ ବାଇଡେନ୍ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତଥ୍ୟ ହସ୍ତାନ୍ତର ନ କରିବା ଦ୍ୱାରା…
ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଲିକ୍ ମାତ୍ରେ ହୋଇଥିଲା ଭାଇରାଲ୍
ଫିଲ୍ମ ନିର୍ମାଣ ହେବା ପରେ ତାହାକୁ ସେନ୍ସର ବୋର୍ଡକୁ ପଠାଯାଏ। ପ୍ରଥମେ ବୋର୍ଡ ସଦସ୍ୟ ଏହାକୁ ଦେଖିଥାନ୍ତି। ଯଦି ଏଥିରେ କିଛି ଆପତ୍ତିଜନକ ଦୃଶ୍ୟ ଥାଏ, ନିର୍ମାତାଙ୍କୁ ଏହା ହଟାଇବାକୁ କୁହାଯାଏ। ବୋର୍ଡ ନିର୍ଦ୍ଦେଶ ପରେ ଫିଲ୍ମ ସିନେମା ହଲରେ ପହଞ୍ଚେ।…
ପିଏମ୍ସି ବ୍ୟାଙ୍କ ଜାଲିଆତି: ସଞ୍ଜୟଙ୍କ ପତ୍ନୀଙ୍କୁ ତୃତୀୟ ଥର ଲାଗି ସମନ ଜାରି କଲା ଇଡି
ମୁମ୍ବାଇ,୨୯ ।୧୦: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବସେନା ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପଞ୍ଜାବ ଓ ମହାରାଷ୍ଟ୍ର ସହକାରୀ(ପିଏମ୍ସି) ବ୍ୟାଙ୍କ ଜାଲିଆତି ମାମଲାରେ ମଙ୍ଗଳବାର ହାଜର ହେବାକୁ କହିଛନ୍ତି । ବର୍ଷାଙ୍କୁ ତୃତୀୟଥର ପାଇଁ…
ହନିମୁନରେ ଜଣେ ନୁହେଁ ୨ ଯୁବତୀଙ୍କ ସହ ଦେଖାଗଲେ ଏହି ଖେଳାଳି: ଫଟୋ ଶେୟାର କଲେ ସ୍ତ୍ରୀ
ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରସିଦ୍ଧ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ବିବାହ ପରେ ଦୁବାଇରେ ହନିମୁନ୍ ମନାଉଛନ୍ତି। ହନିମୁନ୍ ସମୟରେ କିଛି ଫଟୋ ଦମ୍ପତି ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। କିନ୍ତୁ…
Archives


