Home Left

ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୨୯।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋର ବୈଜ୍ଞାନିକ ଭାବେ ସୁଯୋଗ ପାଇଛନ୍ତି। ସେ ଆସନ୍ତା ଜାନୁୟାରୀରେ ଇସ୍ରୋରେ ଯୋଗଦେବେ ବୋଲି କହିଛନ୍ତି। ମା’ ପଙ୍କଜିନୀ, ବାପା ରାଜକୁମାରଙ୍କ ସାନପୁଅ ନିହାର…

ଆଜି ରାଜଧାନୀରୁ ୧୬ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ପୁଣି ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ…

ସଞ୍ଜୟ ରାଉତଙ୍କ ସମର୍ଥନରେ ଶିବ ସେନାର ପୋଷ୍ଟର

ମୁମ୍ବାଇ,୨୯।୧୨: ଶିବ ସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପିଏମ୍‌ସି ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଇବା ପରେ ରାଜ୍ୟ ରାଜନୀତି ଗରମ ହୋଇଉଠିଛି। ନିକଟରେ କେନ୍ଦ୍ରକୁ ଟାର୍ଗେଟ କରି କାହାକୁ ଡରୁ ନ ଥିବା…

ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ରୁ ପଦୋନ୍ନତି ଦିଆଯାଇଛି। ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି ହେବେ। ସେହପରି…

ସୁନାର ବର୍ଗର, ଦାମ୍‌ ରହିଛି…

ଫାଷ୍ଟଫୁଡ୍‌ ମଧ୍ୟରେ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ବର୍ଗର। ଭାରତରେ ମଧ୍ୟ ଲୋକେ ଏହାକୁ ଖାଇବା ପାଇଁ ପାଗଳପ୍ରାୟ। ଏଠାରେ ବର୍ଗର ସାଧାରଣତଃ ୫୦ରୁ ୫୦୦ ଟଙ୍କାରେ ମିଳିଥାଏ। କିନ୍ତୁ ଆମେରିକାରେ ଏକ ବର୍ଗରର ଦାମ୍‌ ୫୯ ଡଲାର ଅର୍ଥାତ୍‌ ଭାରତୀୟ…

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌: କାର୍ଯ୍ୟସୂଚୀରେ ହେବ ନାହିଁ ପରିବର୍ତ୍ତନ

ସିଡ୍‌ନୀ,୨୯।୧୨: ଭ୍ରମଣକାରୀ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀରେ ହେବ ନାହିଁ କୌଣସି ପରିବର୍ତ୍ତନ। କୋଭିଡ୍‌-୧୯ ଯୋଗୁ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡ୍‌ନୀ ପରିବର୍ତ୍ତେ ମେଲବୋର୍ନଠାରେ ଆୟୋଜିତ ହେବା ନେଇ ସମ୍ଭାବନା…

ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ଜୀବନ ଗଲା: ୩ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ

ସବଡେଗା,୨୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଲସରା ଥାନା ଅଧୀନ ସବଡ଼େଗା ରୁନିପଡ଼ାରେ ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିିଛି। ଘଟଣାର ୩ ଦିନ ପରେ ପୋଲିସ ମଙ୍ଗଳବାର ଘର ପଛପଟ କଦଳି ବୁଦା ତଳୁ ଉଦ୍ଧାର କରିଛି ମହିଳାଙ୍କ ମୃତଦେହ। ମୃତକ ହେଲେ…

ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ ନେଇ ଦୀପିକା ଚର୍ଚ୍ଚାରେ ରହିଛନ୍ତି। ଯାହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ରଣବୀର ଏବଂ…

ଫଟୋ ଦେଖି ଚେହେରା ଚିହ୍ନନ୍ତି ଏହି ପୋଲିସ ଅଧିକାରୀ, ଏବେ ଯାଏ ଧରିଲେଣି ୨୦୦୦ରୁ ଊର୍ଦ୍ଧ୍ୱ ଅପରାଧୀ

ଇଂଲଣ୍ଡର ଜଣେ ପୋଲିସ ଅଧିକାରୀ ତାଙ୍କର ବିଶେଷ ପ୍ରତିଭା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେହେରା ଚିହ୍ନିବାରେ ଏହି ଅଧିକାରୀ ଜଣଙ୍କ ପାଖରେ ବିଶେଷ ଦକ୍ଷତା ରହିଛି। ପୋଲିସ କମ୍ୟୁନିଟି ସପୋର୍ଟ ଅଫିସର୍‌ ଆଣ୍ଡି ପୋପ୍‌ଙ୍କର ଏପରି ଅଦ୍ଭୁତ ସାମର୍ଥ୍ୟ ରହିଛି।…

କଟିଲା ଅଷ୍ଟ୍ରେଲିଆ ଖେଳାଳିଙ୍କ ମ୍ୟାଚ୍‌ ଫି’

ମେଲବୋର୍ନ,୨୯।୧୨: ଏଠାରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧିମା ବୋଲିଂ ପାଇଁ ଅଷ୍ଟ୍ରେଲିଆ ଦଳକୁ ଦଣ୍ଡିତ କରାଯାଇଛି। ଏଥି ଯୋଗୁ ଦଳୀୟ ଖେଳାଳିଙ୍କ ୪୦ ପ୍ରତିଶତ ମ୍ୟାଚ୍‌ ଫି’ କାଟ କରାଯିବା ସହ ହ୍ରାସ ପାଇଛି ଦଳର ଆଇସିସି ବିଶ୍ୱ ଟେଷ୍ଟ…

ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ

ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ ନାବାଳିକାଙ୍କ ଭଉଣୀ, ଭିଣୋଇ ଏବଂ ଦୁଇ ବରଙ୍କୁ ପୋଲିସ ଗିରଫ କରିଛି। ଏପରି ଅଜବ…

ଧୋନୀ, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ଜାଡେଜା

ମେଲବୋର୍ନ,୨୯।୧୨: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଙ୍ଗଳବାର ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ବର୍ତ୍ତମାନ କ୍ୟାପଟେନ ବିରାଟ କୋହଲିଙ୍କ ଭଳି ମହାନ ଭାରତୀୟ କ୍ରିକେଟରଙ୍କ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଜାଡେଜା। ଏମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri