Home Left

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣି

ଖଡିଆଳ,୩୦।୧୨(ଡି.ଏନ୍‌.ଏ.)- ଜମି ରେଜିଷ୍ଟ୍ରି କରିବା ନେଇ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲା ଖଡିଆଳ ସବ୍‌ରେଜିଷ୍ଟାର ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି ସଞ୍ଜୟ କୁମାର ନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଯୋଗ୍ୟ ଖଡିଆଳ ତହସିଲ ଅନ୍ତର୍ଗତ…

ଏହି ହାସ୍ୟ ଅଭିନେତାଙ୍କୁ ମିଳିଲା ହତ୍ୟା ଧମକ

ହାସ୍ୟ ଅଭିନେତା ତଥା ବର୍ତ୍ତମାନ ଉତ୍ତରପ୍ରଦେଶ ଫିଲ୍ମ ବୋର୍ଡର ଚେୟାରମ୍ୟାନ୍‌ ଥିବା ରାଜୁ ଶ୍ରୀବାସ୍ତବ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ଏକ ଫୋନ୍‌ କଲ୍‌। ଫୋନ୍‌ କଲେ୍‌ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି। ଏ ନେଇ ରାଜୁ କାନପୁର…

ଟ୍ରକ୍‌ ଧକ୍କାରେ ଯୁବତୀଙ୍କ ଜୀବନଗଲା: ରାସ୍ତାରୋକୋ, ଉତ୍ତେଜନା

ବେଲପାହାଡ଼,୩୦।୧୦(ଡ଼ି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍‌ ଟ୍ରକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟିଆର୍‌ଏଲ୍‌ କଲୋନୀରେ ରହୁଥିବା ଶ୍ରେୟା ଆଇଚ୍‌(୨୧)। ସୂଚନା ମୁତାବକ, ବାପା ଦେବାଶିଷ ଆଇଚ୍‌ ଏବଂ…

ଗ୍ରାହକ ସାଜି ଲୁଟିନେଲେ ୧୦ ଲକ୍ଷର ଅଳଙ୍କାର

ସମ୍ବଲପୁର,୩୦।୧୨(ବ୍ୟୁରୋ)- ଦିନ ଦ୍ୱିପହରରେ ଜଣେ ଯୁବକ ଗ୍ରାହକ ସାଜି ଏକ ସୁନା ଦୋକାନରୁ ୨୦୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ବୁର୍ଲା ଥାନା ମୁଖ୍ୟ ବଜାରରେ। ପୋଲିସ ସୂଚନା ମୁତାବକ, ବୁଧବାର…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୪ ପ୍ରେମିକ ରଖିବାକୁ କହିଥିଲେ ବାପା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ରାଜେଶ ଖନ୍ନା। ସେ ଆଉ ଏ ଦୁନିଆରେ ନାହାନ୍ତି ସତ, ମାତ୍ର ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବେ ବି ଅଛନ୍ତି। ତାଙ୍କର ଫିଲ୍ମ ଏବଂ ଗୀତକୁ ଏବେ ବି ଲୋକମାନେ ଦେଖିବାକୁ…

ଟିମ୍‌ ଇଣ୍ଡିଆରେ ଯୋଗଦେଲେ ରୋହିତ

ମେଲବୋର୍ନ,୩୦ା୧୨- ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ ଶେଷ କରିଛନ୍ତି। ଭାରତୀୟ ଦଳରେ ବୁଧବାର ଯୋଗ ଦେଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଆଇପିଏଲ ପରଠୁ କ୍ରିକେଟରୁ ଦୂରେଇ ରହିଥିବା ରୋହିତ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଛନ୍ତି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୦।୧୨-ଜାମ୍ମୁ-କାଶ୍ମୀରର ଶ୍ରୀନଗର ଉପକଣ୍ଠରେ ଥିବା ଲାଓପୋରାରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଲୁଚି ରହିଥିବା ଖବରପାଇ ମଙ୍ଗଳବାର ସାରେ ସୁରକ୍ଷାକର୍ମୀ ଜାତୀୟ ରାଜପଥ…

୧୫ ମିନିଟ ପାଇଁ ୪ କୋଟି ନେବେ ଉର୍ବଶୀ

ବର୍ଷ ୨୦୨୦ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ନୂଆ ବର୍ଷ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଏକ ଡ୍ୟାନ୍ସ ପରଫର୍ମ ପାଇଁ ବଲିଉଡ୍‌ ଅଭିନେତ୍ରୀ ଉର୍ବସୀ ରୌତେଲା ୪ କୋଟି ଟଙ୍କା ଚାର୍ଜ…

ପାଣି ପିଇ ଆଇସିୟୁରେ ଭର୍ତ୍ତି ହେଲେ ଯୁବକ

ଅତ୍ୟଧିକ ପାଣି ପିଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହ ରୁହନ୍ତି ଲ୍ୟୁକ ଓ୍ବିଲିୟମସନ(୩୪)। ବ୍ରିଟେନରେ ପ୍ରଥମ ଲକଡାଉନ ସମୟରେ ସେ ନିଜକୁ କରୋନା ସଂକ୍ରମିତ ବୋଲି ଭାବିଥିଲେ। ଏହାପରେ ସେ ପିଉଥିବା ପାଣିର…

ନଟରାଜନଙ୍କୁ ମିଳିପାରେ ଟେଷ୍ଟ ପଦାର୍ପଣ ସୁଯୋଗ

ସିଡ୍‌ନୀ,୩୦ା୧୨- ଚଳିତ ଅଷ୍ଟ୍ରେଲିଆ ସିରିଜ୍‌ରେ ଦିନିକିଆ ଓ ଟି୨୦ ଫର୍ମାଟରେ ପଦାର୍ପଣ କରିଥିବା ତାମିଲନାଡୁର ଉଦୀୟମାନ ପେସର ଟି. ନଟରାଜନଙ୍କୁ ଏବେ ଟେଷ୍ଟ ଫର୍ମାଟରେ ମଧ୍ୟ ସୁଯୋଗ ମିଳିପାରେ। ସିଡ୍‌ନୀଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଟେଷ୍ଟ…

ରୋଡ଼ ସାଇଡ୍‌ ଢାବାରେ ରୋଷେଇ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ବୀରଭୂମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଢାବାରେ ରୋଷେଇ କରିଥିଲେ।…

ଦୁର୍ଘଟଣାର ଶିକାର ହେଲେ ଭାରତର ଏହି ପୂର୍ବତନ ଅଧିନାୟକ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ମହମ୍ମଦ ଆଝାରୁଦ୍ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ହେଲେ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇ ନାହିଁ। ରାଜସ୍ଥାନର ଲାଲସୋଟ-କୋଟା ହାଇୱେରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri