କ୍ରିକେଟ ଟୁର୍ନାମେଣ୍ଟ: ଅଙ୍କରିଆପଦର ଚାମ୍ପିୟନ
ଲୋଇସିଂହା,୩୦।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲିଠାରେ ଚାଳିଥିବା ଜୟ ବାରପାହାଡ଼ ବୁଢା କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ୧୩ ରନ୍ରେ କଦଳୀପାଲି ଦଳକୁ ହରାଇ ଅଙ୍କରିଆପଦର ଦଳ ବିଜୟୀ ହୋଇଥିଲା।…
ମାଳଦ୍ୱୀପରେ ଛୁଟି କାଟୁଛନ୍ତି କିଆରା-ସିଦ୍ଧାର୍ଥ
ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଏ ପର୍ଯ୍ୟନ୍ତ ରିଲେଶନଶିପ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ସବୁ କିଛି ପ୍ରକାଶ କରୁଛି ଦୁହିଁଙ୍କ ଫଟୋ। ୨୦୨୧ ନୂଆ ବର୍ଷ ଛୁଟି କାଟିବା ପାଇଁ ମାଳଦ୍ୱୀପ ଯାଇଛି…
ନୂଆବର୍ଷ ଆରମ୍ଭରୁ ହୋଇପାରେ ଟିକାକରଣ
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ନୂଆବର୍ଷ ଆରମ୍ଭରୁ ରାଜ୍ୟରେ କରୋନା ଟିକାକରଣ ହୋଇପାରେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଲେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିକା ଆସିବା…
ସୁସ୍ଥ ହେଲେ ୩୨୮କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୩୨, ଅନୁଗୋଳରୁ ୨୩, କଟକରୁ ୨୨, କେନ୍ଦୁଝରରୁ ୨୧, ବଲାଙ୍ଗୀରରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮,…
ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ପଜିଟିଭ ଆସିଲା ଟେଷ୍ଟ ରିପୋର୍ଟ
ସାନ ଡିଏଗୋ (କାଲିଫର୍ନିଆ), ୩୦।୧୨: କୋଭିଡ୍-୧୯ ଭାଇରସର ମୁକାବିଲା ପାଇଁ ଅନୁମତି ପାଇଥିବା ଫାଇଜର ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଆମେରିକାର କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ଜଣେ ନର୍ସ ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ରିପୋର୍ଟ ଆସିଛି…
କରୋନାରେ ଆକ୍ରାନ୍ତ ହେଲେ ସାଉଥ ସୁପରଷ୍ଟାର ରାମ ଚରଣ
ମୁମ୍ବାଇ,୩୦।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ। ଏ ନେଇ ରାମଙ୍କ ସ୍ତ୍ରୀ ଉପାସନା କାମିନେନି ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ରାମଙ୍କ ସହ କ୍ୱାରାଣ୍ଟାଇନ। ବର୍ତ୍ତମାନ…
୩ବର୍ଷ ହେଲା ଜୀବନ ସହ ସଂଘର୍ଷ କରୁଛନ୍ତି ଚୈତନ୍ୟ, ମିଳୁନାହିଁ ସହାୟତା
ଗୁଡ଼ଭେଲା,୩୦ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଘୁନା ପଞ୍ଚାୟତ ଅନ୍ତର୍ଗତ ଗୁଡଙ୍ଗାମାଳ ଗ୍ରାମ ପୁଟାପଡାର ଚୈତନ୍ୟ ପୁଟା (୨୪) ତିନିବର୍ଷ ତଳେ ଗଛରୁ ପଡିଯାଇଥିଲେ। ତାଙ୍କର ଦୁଇ ଗୋଡ ଓ ଅଣ୍ଟା ଅଚଳ ହୋଇଯାଇଥିଲା। ବିଭନ୍ନ ସ୍ଥାନରେ ଚିକିତ୍ସା କରାଇଲେ ମଧ୍ୟ…
ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲା କେନ୍ଦ୍ର
ନୂଆଦିଲ୍ଲୀ,୩୦।୧୨-ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ କେନ୍ଦ୍ର ସରକାର ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି। ଏ ନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର ଶକ୍ତି) ଏଏଫଏସପି ଆଇନ ଏହି ସମୟ ମଧ୍ୟରେ…
ଗଣେଶ କ୍ରିକେଟ ଟୁର୍ନାମେଣ୍ଟ: ସରଗଡ଼ା ଚାମ୍ପିୟନ
ଗୁଡଭେଲା, ୩୦।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଡୁଙ୍ଗିବାହାଲ ଗ୍ରାମ ଖେଳପଡ଼ିଆରେ ଚାଲିଥିବା ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଶେଷ ହୋଇଛି। ଫାଇନାଲ ଖେଳ ସରଗଡ଼ା ଓ ଥାଳବନ୍ଧ ମଧ୍ୟରେ ହୋଇଥିଲା। ୧୦ ଓଭର ଖେଳରେ ଟସ୍ ଜିତି ସରଗଡା ପ୍ରଥମେ…
ପାକିସ୍ତାନରେ ହିନ୍ଦୁଙ୍କ ଉପରେ ବଢ଼ୁଛି ଅତ୍ୟାଚାର, ଭାଙ୍ଗିଦେଲେ ମନ୍ଦିର
ନୂଆଦିଲ୍ଲୀ,୩୦ା୧୨- ପାକିସ୍ତାନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର। ପାକିସ୍ତାନର ଖାଇବର ପାଖତୁନଖ୍ବା (କେପିକେ) ପ୍ରଦେଶର ତେରି ଗ୍ରାମରେ ଥିବା ମନ୍ଦିରକୁ ବୁଧବାର ଭାଙ୍ଗି ଦେଇଛନ୍ତି ମୁସଲମାନ ସର୍ମ୍ପଦାୟର ଲୋକମାନେ। ସେମାନେ ହିନ୍ଦୁ ଦେବାଦେବୀ ଓ…
ଜରାଙ୍ଗରେ ହେବ ମୁକ୍ତ ପ୍ରାଣୀ ଉଦ୍ୟାନ
ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ଦେବଝରଣ ପର୍ଯ୍ୟଟନ ସ୍ଥଳ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଦେବଝରଣ ଜଳପ୍ରପାତ ନିକଟ ଜରାଙ୍ଗ ଜଙ୍ଗଲ ଅଞ୍ଚଳରେ ମୁକ୍ତ ପ୍ରାଣୀ ଉଦ୍ୟାନ କରିବାକୁ…
ସାରା ରାଜ୍ୟରେ ଜିରୋ ନାଇଟ ମନା
ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। କରୋନା ସକାଶେ ଜିରୋ ନାଇଟ ବାରଣ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସମସ୍ତ ଉତ୍ସବାନୁଷ୍ଠାନରେ ରୋକ ଲଗାଯାଇଛି। ଏ ନେଇ ବୁଧବାର…
Archives


