ଶେଷ ସମୟରେ ମା’ଙ୍କୁ ମନେ ପକାଉଥିଲେ ଏହି ଅଭିନେତା; ସ୍ତ୍ରୀଙ୍କୁ କହିଥିଲେ ‘ସେ ମୋତେ ନେବାକୁ ଆସିଛି’

ବମ୍ବେ: ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୨୦ ଏପ୍ରିଲ ୨୯ରେ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ଯୋଗୁ ଅଭିନେତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ତାଙ୍କ ଅଭିନୟକୁ ଚିରକାଳ ଝୁରିହେବେ ବୋଲି ସେମାନେ କହିଥିଲେ।

ତେବେ ଇରଫାନ୍‌ଙ୍କ ଶେଷ ସମୟରେ ପାଖରେ ଥିଲେ ସ୍ତ୍ରୀ ସୁତାପା ଏବଂ ପୁଅ ବାବିଲ। ହେଲେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ହଠାତ୍‌ ସ୍ତ୍ରୀଙ୍କୁ ‘ଦେଖ ମା’ ଆସିଛନ୍ତି’। ସେ ମୋତେ ନେବାକୁ ଆସିଛନ୍ତି। ସେ ମୋ ପାଖରେ ବସିଛନ୍ତି‘। ସେତେବେଳେ  ଯନ୍ତ୍ରଣା କମ୍‌ କରିବାକୁ ତାଙ୍କ ମା’ ଆସିଥିବା ଅଭିନେତା ଭାବୁଥିଲେ।

କେବଳ ସେତିକି ନୁହେଁ ମୃତ୍ୟୁର ୨-୩ ଦିନ ପୂର୍ବରୁ ତାଙ୍କୁ ଭେଟିବାକୁ ପୁଅ ବାବିଲ ଯାଇଥିଲେ। ସେ ତାଙ୍କୁ ଦେଖି ହସି ଦେଇ ମୁଁ ମରିବାକୁ ଯାଉଛି ବୋଲି କହିଥିଲେ। ହେଲେ ପୁଅ ତାଙ୍କର କିଛି ହେବ ନାହିଁ କହି ସାନ୍ବନା ଦେଇଥିଲେ। ମାତ୍ର ଶେଷରେ ବିଧିକୁ ଆଉ କିଛି ମଞ୍ଜୁର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ଅଭିନେତ୍ରୀ ଶନୟା କପୁରଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶନୟା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ବର୍ତ୍ତମାନ...

ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠୁ ପ୍ରଭାବଶାଳୀ କଳାକାର

ଫୋର୍ବସ ଏସିଆ ପେସିଫିକ୍‌ ୧୦୦ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରିଛି। ଏହି ତାଲିକାରେ ରାଜନେତା, ଗାୟକ, ବ୍ୟବସାୟୀ ଏବଂ ଫିଲ୍ମ କଳାକାର...

ପରିଣୀତିଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ବଡ଼ ଭଉଣୀ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। ତାଙ୍କ କ୍ୟାରିୟର ସହ ଜଡ଼ିତ ପ୍ରତ୍ୟେକ ଛୋଟ ଏବଂ ବଡ ସଫଳତାକୁ ସେ...

ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ପୋଲିସରେ ଅଭିଯୋଗ କଲେ ନିର୍ଦ୍ଦେଶକ

ମୁମ୍ବାଇ: ‘ହାସିଲ’ ଏବଂ ‘ପାନ ସିଂ ତୋମାର’ ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ...

ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା

ବଲିଉଡ୍‌ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର...

ମଣିପୁର ଘଟଣାକୁ ନିନ୍ଦା କଲେ ଜୟା ବଚ୍ଚନ

ମୁମ୍ବାଇ,୨୦।୭: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଅଭିନେତା...

କ୍ୟାରିୟର ପାଇଁ…

ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏ ବିଷୟରେ...

କର୍ମକ୍ଷେତ୍ରକୁ ଫେରିଲେ କାଜଲ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ମ୍ୟାଟରନିଟି ବ୍ରେକ୍‌ ପରେ ଏବେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି। କାଜଲ ୨୦୨୦ ଅକ୍ଟୋବର ୩୦ରେ ଗୌତମ କିଟ୍‌ଚୁଙ୍କୁ...

Advertisement
Archives

Model This Week