ନିଜକୁ ସମ୍ମାନିତ କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୩୦।୧୨: ଅଷ୍ଟ୍ରେଲିଆ ତାରକା ଓପନର୍ ଡେଭିଡ ୱାର୍ନର ବର୍ଷ ଶେଷରେ ନିଜକୁ ଏକ ସୱତନ୍ତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଅଷ୍ଟ୍ରେଲୀୟ କ୍ରିକେଟର ନିଜକୁ ଦଶକର ଶ୍ରେଷ୍ଠ ପୁରୁଷ ଟିକ୍ଟକ୍ର ବୋଲି ଅଭିହିତ କରିଛନ୍ତି। ନିକଟରେ…
ଭାରତୀୟ ଛାତ୍ର ତିଆରି କଲେ ହାଲ୍କା ଉପଗ୍ରହ, ନାସା କରିବ ଲଞ୍ଚ୍
ଚେନ୍ନାଇ,୩୦।୧୨: ତାମିଲନାଡୁର ତ୍ରିଚିରେ ରହୁଥିବା ଜଣେ ଛାତ୍ର କମାଲ କରିଛନ୍ତି। ବିଶ୍ୱର ହାଲୁକା ଉପଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଛାତ୍ର। ତାଙ୍କ ଚମତ୍କାର କାର୍ଯ୍ୟ ଦେଖି ଆମେରିକାର ସ୍ପେସ ଏଜେନ୍ସି ନାସା ତାଙ୍କୁ ପ୍ରଶଂସା କରିଛି। ଏବେ ନାସା…
ଶୋଇଥିବାବେଳେ ଜଳିଗଲା କାର୍, ଦୁଇଟି ବାଇକ, ସ୍କୁଟି
ରାଉରକେଲା ଅଫିସ, ୩୦।୧୨: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ, ସ୍କୁଟି, ସାଇକେଲ ସମେତ ଅନ୍ୟାନ୍ୟ ଆସବାବପତ୍ର ଜଳି ଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ…
କୋଭିଶିଲ୍ଡକୁ ବ୍ରିଟେନରେ ମଞ୍ଜୁରୀ
ଲଣ୍ଡନ,୩୦।୧୨: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡକୁ ବ୍ରିଟେନ୍ରେ ମଞ୍ଜୁରୀ ମିଳିଛି। ଏଣିକି ବ୍ରିଟେନରେ ଜରୁରୀକାଳୀନ ପରିସ୍ଥିତିରେ କୋଭିଶିଲ୍ଡର ବ୍ୟବହାର କରାଯାଇ ପାରିବ। ବ୍ରିଟେନ୍ ସରକାର କୋଭିଶିଲ୍ଡର ୧୦ କୋଟି ଟିକା ଅର୍ଡର…
ପୋଲିସ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ
ଜଗତସିଂହପୁର ଅଫିସ୍,୩୦।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବୁଧବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇ ଥିବା ବେଳେ ତାଙ୍କ ଘରୁ…
ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍
ମୁମ୍ବାଇ,୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ପହଞ୍ଚିସାରିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାର ରାଜ୍ୟରେ ଲକ୍ଡାଉନ୍ ସମୟ ସୀମାକୁ ୨୦୨୧ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନୂଆବର୍ଷ ପାଳନ ପାଇଁ ଘରୁ ବାହାରକୁ…
ରାଜ୍ୟରେ ୩୦୫ କରୋନା ପଜିଟିଭ୍ ଚିହ୍ନଟ: ୩ ମୃତ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ…
ଏହି କ୍ରିକେଟର୍ଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ, ଜାଣନ୍ତୁ କାହିଁକି
ମୁମ୍ବାଇ,୩୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଝିଅ ସମାଇରା ଆଜି ଦ୍ୱିତୀୟ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ରୋହିତ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ରୋହି ସମାଇରାଙ୍କୁ ନିଜ ଲକି ଷ୍ଟାର ମାନନ୍ତି। କାରଣ ଝିଅ ଜନ୍ମ…
ଆର୍ଏନ୍ଏ-ଡିଏନ୍ଏ ମିଳନରୁ ପୃଥିବୀରେ ସୃଷ୍ଟି ହୋଇଛି ଜୀବନ: ଭାରତୀୟ ବଂଶୋଦ୍ଭବ କଲେ ଦାବି
କାଲିଫର୍ନିଆ,୩୦।୧୨: ପୃଥିବୀରେ କିଭଳି ଜୀବନ ସୃଷ୍ଟି ହେଲା ସେନେଇ ଗବେଷକମାନେ ବିଭିନ୍ନ ଗବେଷଣା ଜାରି ରଖିଛନ୍ତି। ଆମେରିକା କାଲିଫର୍ନିଆର ସ୍କ୍ରିପ୍ସ୍ ରିସର୍ଚ୍ଚ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆର୍ଏନ୍ଏ(ରିବୋନ୍ୟୁକ୍ଲିକ୍ ଏସିଡ୍) ଏବଂ ଡିଏନ୍ଏ(ଡିଅକ୍ସି ରିବୋନ୍ୟୁକ୍ଲିକ୍ ଏସିଡ୍)ର ମିଳନରୁ ପୃଥିବୀରେ ଜୀବନ ସୃଷ୍ଟି…
ଦାନ୍ତ ଘଷୁ ଘଷୁ ଗିଳିଦେଲେ ଟୁଥ୍ ବ୍ରଶ୍
ଔରଙ୍ଗାବାଦ,୩୦।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ଦାନ୍ତ ଘଷୁ ଘଷୁ ଟୁଥ ବ୍ରଶକୁ ଗିଳି ଦେଇଛନ୍ତି। ଔରଙ୍ଗାବାଦ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡାକ୍ତରମାନେ ସଫଳତାର ସହ ଚିକିତ୍ସା କରି ସେହି ବ୍ୟକ୍ତିଙ୍କ ପେଟରୁ…
ନୂଆବର୍ଷରୁ ଏହିସବୁ ଫୋନ୍ରେ କାମ କରିବନି ହ୍ବାଟ୍ସଆପ୍: ଜାଣନ୍ତୁ କେମିତି ଜାଣିବେ
ହ୍ବାଟ୍ସଆପ୍ ଆପ୍ ପ୍ରତିବର୍ଷ ଅପରେଟିଂ ସିଷ୍ଟମ ପାଇଁ କିଛି ଫୋନ୍ରେ ସପୋର୍ଟ କରିବା ବନ୍ଦ କରିଦିଏ। ଯାହା ପରେ ହ୍ବାଟ୍ସଆପ୍ ଆପ ପୁରୁଣା ସିଷ୍ଟମରେ କାମ କରେ ନାହିଁ। ଗତ ବର୍ଷ ହ୍ବାଟ୍ସଆପ୍ ଆପ ୱିଣ୍ଡୋଜ ଏବଂ ବ୍ଲାକବେରୀ ଫୋନରେ ସପୋର୍ଟ…
ଏନ୍କାଉଣ୍ଟରରେ ୨୦୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଏବେ ବି ଲଞ୍ଚ୍ପ୍ୟାଡ୍ରେ ୪୦୦ ଆତଙ୍କବାଦୀ
ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗରର ପରିମ୍ପୋରାରେ ମଙ୍ଗଳବାର ରାତ୍ରରୁ ସର୍ଚ୍ଚ ଅପରେଶନ୍ ଜାରି ରହିଥିଲା। ସେମାନଙ୍କ ପାକ୍ଷରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା…
Archives


