ଆମ୍ବ ବଗିଚାରେ ଚାଲିଥିଲା ଜୁଆଆଡ୍ଡା: ୮ ଗିରଫ, ଟଙ୍କା ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୪: ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ନିକଟରେ ଥିବା ଏକ ଆମ୍ବ ବଗିଚାରେ ଜୁଆଆଡ୍ଡା ଚାଲିଥିବା ପୋଲିସ ଖବର ପାଇଥିଲା। ଗୁରୁବାର ମଧ୍ୟାହ୍ନରେ ସଦର ଥାନାଧିକାରୀ ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଘେରିଯାଇ ଜୁଆଡ଼ିଙ୍କୁ କାବୁ କରିଥିଲା। ଘଟଣାସ୍ଥଳରୁ ୮ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେଠାରୁ ପୋଲିସ ୨୭ ହଜାର ୬୦ ଟଙ୍କା, ୫ଟି ମୋବାଇଲ ଓ ୪ଟି ସ୍କୁଟି ଜବତ କରିଛି। କେସ୍‌ ନଂ ୧୨୮/୨୧ରେ ସମସ୍ତ ଜୁଆଡ଼ିଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ କାଟୁଥିଲେ: ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

କୋଟଗଡ଼/ବାଲିଗୁଡ଼ା,୨୩ା୧୦(ଡି.ଏନ୍‌.ଏ.): ବାଲିଗୁଡ଼ା ଥାନା କୁଟିକିଆ ଝୁଲାପୋଲ ନିକଟ ଡ୍ରିପଙ୍ଗା ପାର୍ଶ୍ୱରେ ରବିବାର କେହି ଦୁର୍ବୃତ୍ତ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛ ପଡ଼ି ଜଣେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ...

ଭୟମୁକ୍ତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ଏମ୍‌ଭି-୭୯,୧୩ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ମୁକୁନ୍ଦ...

ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୧୨୬ ବିଦ୍ୟାଳୟରେ ନାହାନ୍ତି ପ୍ରଧାନଶିକ୍ଷକ

ଜଗତ୍‌ସିଂହପୁର ଅଫିସ,୧ା୮: ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାରୀ ଉଦାସୀନତା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ...

ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ

ମାଲକାନଗିରି,୧୩।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲା ଅଧୀନ କେରଳାପାଲ ଅଞ୍ଚଳର ଚିଚୋରଗୁଡାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ...

ଶାଶୁଙ୍କ ଉପରେ ବୋହୂ ପକାଇଲେ ଗରମ ପେଜ

କେନ୍ଦୁଝର,୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ଜଣେ ମହିଳାଙ୍କ ଉପରେ ତାଙ୍କର ବୋହୁ ଗରମ ପେଜ ପକାଇବା ଘଟଣା ଚର୍ଚ୍ଚାର ବିଷୟ...

କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି

ବସ୍ତା,୨୫।୩(ଡି.ଏନ୍‌.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା...

ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ

ବ୍ରହ୍ମଗିରି,୨୫।୭(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ...

Advertisement
Archives

Model This Week