Home Left

ପ୍ରଥମେ ସଫେଇ କର୍ମଚାରୀଙ୍କୁ ଦିଆଗଲା ଟିକା

କୋକସରା,୧୬।୧: କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ୯୦ ଜଣ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଏ ନେଇ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା। ପ୍ରଥମେ ସଫେଇ କର୍ମଚାରୀ ଶିବ ନାଏକ ଟିକା ନେଇଥିଲେ।…

୬୯ କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା: ୩୦ ମିନିଟ ନଜରରେ ରହିଲେ

ଧର୍ମଗଡ଼,୧୬।୧: ଶନିବାର କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଆଗ ଧାଡିର କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି। ଧର୍ମଗଡ଼ ଉପଜିଲାପାଳ ଟି.ଏସ୍‌ ଦିବାକରଙ୍କ ଉପସ୍ଥିତିରେ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଟିକା ନେବା…

ପ୍ରଥମ ଦିନରେ ୭୯ ପ୍ରତିଶତ ନେଲେ ଟିକା

ଭୁବନେଶ୍ୱର,୧୬।୧: ରାଜ୍ୟରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଯାଇଛି। ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬୩୩୦ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୨୯୪୧ଜଣ ଅର୍ଥାତ ୭୯ ପ୍ରତିଶତ ଟିକା ନେଇଛନ୍ତି। ପୂର୍ବାହ୍ନ…

ପ୍ରବଳ ତୁଷାରପାତ: ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟୁଛନ୍ତି ଡେଲିଭରୀ ବୟ

ଶ୍ରୀନଗର,୧୬।୧: ଆଜିକାଲି ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଏପରି ସ୍ଥିତିରେ ଲୋକେ ଅନ୍‌ଲାଇନ୍‌ରେ ଜିନିଷ ମଗାଉଛନ୍ତି। ମାତ୍ର ସବୁଠୁ ବଡ଼ କଥା ହେଲା ମଗାଇଥିବା ସାମଗ୍ରୀ କିପରି ପାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରବଳ…

ରିଶି କପୁରଙ୍କ ଅଧା ଫିଲ୍ମକୁ ପୂରଣ କରିବେ ପରେଶ

ମୁମ୍ବାଇ: ପାଖାପାଖି ୨ ବର୍ଷ କ୍ୟାନସର ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଲିଉଡ୍‌ର ବରିଷ୍ଠ ଅଭିନେତା ରିଶି କପୁର । ୨୦୨୦ରେ ତାଙ୍କର ପରଲୋକ ବଲିଉଡ୍‌ରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ହେଲେ ପରଲୋକ…

ପ୍ରଥମ କରୋନା ଟିକା ନେଲେ ଏମ୍‌ପି ମହେଶ ଶର୍ମା, ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀ

ନୂଆଦିଲ୍ଲୀ,୧୬।୧: ଭାରତରେ ପ୍ରଥମ ଏମ୍‌ପିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଏମ୍‌ପି ଭାଜପା ନେତା ମହେଶ ଶର୍ମା ସ୍ବାସ୍ଥ୍ୟ କର୍ମୀ ଭାବେ କରୋନା ଟିକା ନେଇଛନ୍ତି। ଡ.ଶର୍ମା ନୋଏଡା ସେକ୍ଟର ୨୭ର ଏକ ଡାକ୍ତରଖାନାରେ ପୂର୍ବାହ୍ନରେ ଟିକା ନେଇଥିବା ସୂଚନା ଦିଆଯାଇଛି। ଟିକା…

ଆଜି ରାଜଧାନୀରେ ଏକ ଅଙ୍କକୁ ଖସିଲା କରୋନା ପଜିଟିଭ୍‌ ସଂଖ୍ୟା

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ…

ନୂଆ ଅତିଥି ଆସିବା ପୂର୍ବରୁ ଡ୍ରିମହୋମକୁ ସିଫ୍ଟ କରିବେ ବେବୋ

ମୁମ୍ବାଇ: ବଲିଉଡ୍ ବିୟୁଟି କରିନା କପୁର ଖାଁ ପୁଣିଥରେ ମା’ ହେବାକୁ ଯାଉଛନ୍ତି । ହେଲେ ଦ୍ୱିତୀୟ ସନ୍ତାନ ଆସିବା ପୂର୍ବରୁ କରିନା ଓ ପତି ଶୈଫ ଅଲି ଖାଁ ତାଙ୍କ ଡ୍ରିମ ହୋମ୍‌କୁ ସିଫ୍ଟ କରିବେ ବୋଲି କିଛିଦିନ ତଳେ…

ଖରାପ୍‌ ଶର୍ଟ ଖେଳି ଆଉଟ୍‌ ହୋଇଥିଲେ ରୋହିତ ଶର୍ମା: ସମାଲୋଚନାକୁ ନେଇ କହିଲେ ‘ପଶ୍ଚାତାପ କରୁନାହିଁ’

ବ୍ରିସବେନ୍‌,୧୬।୧: ଦଳକୁ ଆବଶ୍ୟକତା ଥିବା ବେଳେ ଭୁଲ୍‌ ଶଟ୍‌ ଖେଳି ଆଉଟ୍‌ ହେବାକୁ ନେଇ ଭାରତୀୟ ଉପଅଧିନାୟକ ରୋହିତ ଶର୍ମାଙ୍କ ଆଲୋଚନା କରାଯାଉଛି। ଏନେଇ ପ୍ରତିକ୍ରିୟା ରଖି ସେ ପଶ୍ଚାତାପ କରୁ ନ ଥିବା କହିଛନ୍ତି। ଏପରିକି ବୋଲରମାନଙ୍କୁ ଚାପରେ ରଖିବା…

ଜୁନାଗଡ଼ରେ ପ୍ରଥମ ଟିକା ନେଲେ ଏହି ସଫେଇ କର୍ମଚାରୀ

ଜୁନାଗଡ଼,୧୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି ଅତିଥି ଭାବେ ଯୋଗଦେଇ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ବ୍ୟକ୍ତି ଭାବେ ଡାକ୍ତରଖାନାର ସଫେଇ…

ଭୋଡାଫୋନ୍‌ ଆଇଡିଆର ଧମାକା ଅଫର୍‌: ମାତ୍ର ୨.୮ ଟଙ୍କାରେ ମିଳୁଛି ୧ ଜିବି ଡାଟା

ନୂଆଦିଲ୍ଲୀ,୧୬।୧: ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ପ୍ଲାନ୍‌ ଆଣିଛି। ଏହି ଯୋଜନାରେ ବ୍ୟବହାରକାରୀଙ୍କୁ ମାତ୍ର ୨.୦୮ ଟଙ୍କାରେ ୧ଜିବି ଡାଟା ମିଳିବ। ଏହାଛଡ଼ା ଓଟିଟି ସବ୍‌ସ୍କ୍ରିପ୍‌ସନ ସମେତ ଅନେକ ସୁବିଧାର ଲାଭ ମଧ୍ୟ ମିଳିବ। ତେବେ…

ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ

ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ। ଭିଡିଓଟିକୁ ସୋନୁ ନିଜେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟେରେ ସେୟାର୍‌ କରିଛନ୍ତି। ସେ ସେଥିରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri